Latest Odisha News

BREAKING NEWS

Browsing Category

ରାଜନୀତି

ଭୋଟ୍ ଚୋରି…ଦିଲ୍ଲୀରୁ ପାଟନା ଘମାସାନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ । କେତେ ସତ ଭୋଟ୍ ଚୋରି ଅଭିଯୋଗ? ନିର୍ବାଚନ କମିଶନଙ୍କ ଉପରେ କେଉଁ ଆଟମ ବମ୍ ପକାଇବେ ରାହୁଲ? ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରିକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି । ମଧ୍ୟପ୍ରଦେଶରୁ…

ରାଜନୀତି ଛାଡ଼ିବେ କି କମଳା ହାରିସ୍; ଏଭଳି ଘୋଷଣା କଲେ

ନୂଆଦିଲ୍ଲୀ: ପୂର୍ବତନ ଆମେରିକୀୟ ଉପରାଷ୍ଟ୍ରପତି କମଳା ହାରିସ୍ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଏଥିସହ ସେ କାଲିଫର୍ନିଆର ଗଭର୍ଣ୍ଣର ପଦ ସମେତ କୌଣସି ରାଜନୈତିକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଆମେରିକାରେ ରାଜନୈତିକ ପରିସ୍ଥିତି…

ୟୁକ୍ରେନ ସହ ଆଲୋଚନା ପାଇଁ ରାଜି ହେଲେ ପୁଟିନ, ରଖିଲେ ସର୍ତ୍ତ…

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଯଦିଓ ରୁଷ ତାର ସର୍ତ୍ତଗୁଡ଼ିକୁ ଛାଡିବ ନାହିଁ ବୋଲି ସେ କହିଛନ୍ତି। ପୁଟିନଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ମନୋଭାବ ପରେ ଆସିଛି। ଟ୍ରମ୍ପ…

ନିର୍ଲୋଜ ଆମେରିକା: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ଟ୍ରମ୍ପ କହି ନୋବେଲେ ଦାବି କଲା ହ୍ୱାଇଟ୍ ହାଉସ

ଭାରତ ମନାକରିବା ପରେ ବି ଆମେରିକା ପୁଣିଥରେ କହିଛି ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ବଢିଲା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ !

ଭୁବନେଶ୍ବର: ବଢିଲା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ ! ଜମିକିଣା ଠକାମୀ ମାମଲା, ଫସିଯିବେ କି ମନ୍ତ୍ରୀ? ମନ୍ତ୍ରୀ ହେବା ପରଠୁ କେତେବେଳେ ଆଳୁ ତ କେତେବେଳେ ଧାନ ବିକ୍ରୀକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲେ ପୀୟୂଷ ଗୋୟଲ୍; ଭାରତ ତୃତୀୟ ସର୍ବବୃହତ ଅର୍ଥନୀତି ହେବାକୁ ଯାଉଛି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଭାରତକୁ ସମାଲୋଚନା କରି ଏହାକୁ "ମୃତ ଅର୍ଥନୀତି" ଭାବରେ ବର୍ଣ୍ଣନା କରିଥିଲେ। ଯାହାର ଜବାବ ଦେବାକୁ ଯାଇ ପୀୟୂଷ ଗୋୟଲ୍ କହିଛନ୍ତି ଯେ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ପାଞ୍ଚ ଅର୍ଥନୀତିରୁ ବାହାରି ଆସିବା ସହ…

ରାହୁଲ, ତେଜସ୍ବୀ କରିବେ ଅଗଷ୍ଟ କ୍ରାନ୍ତି

ନୂଆଦିଲ୍ଲୀ: ବିହାରରେ ୨୦ବର୍ଷ ହେଲା ଆରଜେଡି ଓ ଚାରି ଦଶନ୍ଧୀ ଧରି କଂଗ୍ରେସ କ୍ଷମତାଠୁ ଦୂରରେ ରହିଛି । ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କ୍ଷମତାର ବନବାସ ସାରି ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବ…

୫ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇଏଏସ୍ କ୍ୟାଡରରେ ଏକ ଛୋଟ ପ୍ରଶାସନିକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ…

ଜାତୀୟ ସ୍ୱାର୍ଥ ସର୍ବୋପରି; ଟ୍ରମ୍ପଙ୍କ ୨୫% ଶୁଳ୍କ ଉପରେ ଭାରତର ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ନୂଆ ଶୁଳ୍କ ଲାଗୁ ନେଇ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ…

ଅପରେସନ ସିନ୍ଦୂର, ମୁସଲିମ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦେଲେନି ବିରୋଧୀ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ସଂସଦର ଉଭୟ ଗୃହରେ ଜୋରଦାର ବିତର୍କର ବିଷୟ। ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଏହା ଚର୍ଚ୍ଚାର ମୁଖ୍ୟ ବିଷୟ। ଲୋକସଭାରେ ଅପରେସନ୍ ସିନ୍ଦୂର…