Latest Odisha News

BREAKING NEWS

Browsing Category

ରାଜନୀତି

NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ,…

ନୂଆଦିଲ୍ଲୀ: NEET-UG 2026 ପରୀକ୍ଷା ବାତିଲ ହେବା ପରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଦଳ କହିଛି ଯେ NEET ପେପର ଲିକ୍ ହେବାରୁ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଯାହା ଫଳରେ ପ୍ରାୟ ୨.୨ ନିୟୁତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ସେମାନଙ୍କ…

ଥାଲାପତିଙ୍କ ବିଜୟକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ; ଏବେ ମିଳିଲା ବଡ଼ ପଦ…

ନୂଆଦିଲ୍ଲୀ: ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ OSD ନିଯୁକ୍ତି ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ। ବିଜୟ ମୁଖ୍ୟମନ୍ତ୍ରୀ ହେବା ନେଇ ବର୍ଷେ ପୂର୍ବେ କରିଥିଲେ ଭବିଷ୍ୟବାଣୀ। ବିଜୟଙ୍କ ଜ୍ୟୋତିଷ ଭେଟ୍ରିଭେଲଙ୍କୁ ମିଳିଲା ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଦାୟିତ୍ୱ, ମୁଖ୍ୟମନ୍ତ୍ରୀଙ୍କ…

ତାମିଲନାଡୁ ରାଜନୀତିରେ ଭୂକମ୍ପ: ବିଜୟଙ୍କ TVK ସରକାରକୁ ସମର୍ଥନ କଲେ AIADMK ର ୩୦ ବିଧାୟକ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ସି.ଭି. ଷଣ୍ଢମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱରେ AIADMKର ଏକ ବିଦ୍ରୋହୀ ଗୋଷ୍ଠୀ ସୁପରଷ୍ଟାର ବିଜୟଙ୍କ ନୂତନ ସରକାରକୁ ସମର୍ଥନ ଘୋଷଣା କରିଛନ୍ତି।…

ଅଡୁଆରେ ବିଜେଡି ସାଂସଦ ସୁଲତା ଦେଓ, ଥାନାରେ ରୁଜୁ ହେଲା ମାନହାନୀ ମାମଲା

ଭୁବନେଶ୍ୱର: ଅଡୁଆରେ ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପାଟଣାଗଡ଼ ଅଞ୍ଚଳକୁ ବଦନାମ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ସଙ୍ଗୀନ ମାମଲା ରୁଜୁ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଁରେ ଏହି ମାନହାନୀ…

କଳା ସୁଟରେ ବିଜୟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ଭେଟିଲେ

ନୂଆଦିଲ୍ଲୀ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ଭେଟିଛନ୍ତି। ଡିଏମକେ ଏବଂ ଏଆଇଏଡିଏମକେ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ଦୁଇ-ଦଳୀୟ ମେଣ୍ଟକୁ ଭାଙ୍ଗି ଦେଇ ନିର୍ବାଚନରେ ଐତିହାସିକ ବିଜୟ ହାସଲ…

ଦଳ ବିରୋଧୀ କାର୍ଯ୍ୟକଳାପ; କଟକ କର୍ପୋରେଟର ଅରବିନ୍ଦ ଜେନା ନିଲମ୍ବିତ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ କଟକ ମହାନଗର ନିଗମ (ସିଏମସି)ର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ନିଲମ୍ବନ କରିଛି। ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରିତ ଏକ କାର୍ଯ୍ୟାଳୟ ଆଦେଶରେ କୁହାଯାଇଛି ଯେ ଦଳ…

ଭାରତ ଓ ବାଂଲାଦେଶ ସୀମାରେ ଲାଗିବ ବାଡ଼, ବିଏସଏଫକୁ ଜମି ପ୍ରଦାନ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଶୁଭେନ୍ଦୁ ଅଧିକାରୀ ତାଙ୍କର ପ୍ରଥମ ନିଷ୍ପତ୍ତି ନେଇଛନ୍ତି। ସେ ବାଂଲାଦେଶ ସୀମାରେ ବାଡ଼ ଦେବା ପାଇଁ ବିଏସଏଫକୁ ଜମି ପ୍ରଦାନ କରିଛନ୍ତି। ବିଭାଗ ଆଜି ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ…

ସିନେମା ଜଗତକୁ ‘ଥାଲାପତି’ଙ୍କ ବାଏ ବାଏ

ନୂଆଦିଲ୍ଲୀ: ତାମିଲ ସିନେମାର ସବୁଠାରୁ ବଡ଼ ସୁପରଷ୍ଟାର ‘ଥାଲାପତି’ ବିଜୟ ଏବେ ରୂପେଲି ପରଦାକୁ ଅଲବିଦା କହି ସାରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସେ ଏବେ ପୂର୍ଣ୍ଣକାଳୀନ ରାଜନୀତିରେ ମନୋନିବେଶ କରିବେ । ବିଜୟଙ୍କ ଏହି ନିଷ୍ପତ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ…

ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ‘ସେକେଣ୍ଡ ବାଲଟ୍’କୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ପେନରୁ କାଳି ଲିକ୍ ହେବା ବାହାନାରେ ବିଜେପି…

ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲା ବିବାଦ: ଦୁଇ ବିଧାୟକଙ୍କ ଭୋଟକୁ ନେଇ CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦଳ ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛି। ରାଜ୍ୟ ମୁଖ୍ୟ…