Latest Odisha News

BREAKING NEWS

Browsing Category

ରାଜନୀତି

ରାଜନୀତିରେ ବାପ-ପୁଅ ଅଲଗା ଦଳର: ଏଠି ପୁଅକୁ ଆଶୀର୍ବାଦ, ସେଠି ଅଭିଶାପ?

ଭୁବନେଶ୍ୱର: ରାଜନୀତିରେ କେହି ଚିରସ୍ଥାୟୀ ପ୍ରତିଦ୍ବନ୍ଦୀ ନୁହେଁ। ଆଜି ଯିଏ ବିରୋଧୀ, କାଲି ସିଏ ମିତ୍ର ହେବାର ସମ୍ଭାବନାକୁ ଏଡାଇ ହେବନି। ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଏବେ ଏସବୁ ଚାଲିଛି। ତେବେ ରାଜନୀତିରେ ପାର୍ଟି ବ୍ୟତୀତ ପରିବାର ମଧ୍ୟ ରହିଛି। ଯେଉଁଠି ପ୍ରାୟତଃ ଜଣେ ଚାହିଁବେ…

ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ, ନିର୍ବାଚନ ପୂର୍ବରୁ ବଢ଼ିଲା ବଳ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଯୋଗ ଦେଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେବା ଭଦ୍ରକରେ ଶାସକ ଦଳର ସ୍ଥିତି ମଜବୁତ ହୋଇଛି। ରାଜ୍ୟରେ ପୌରପାଳିକାର ନେତୃତ୍ୱ ନେଉଥିବା ପ୍ରଥମ ମୁସଲମାନ ମହିଳା ଭାବେ ପରିଚିତ…

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ

ରାଉରକେଲା: ନିର୍ବାଚନ ଲଢ଼ିବା ପାଇଁ କୋର୍ଟରୁ ଅନୁମତି ପାଇବା ପରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ୟବସାୟୀ ଦିଲ୍ଲୀପ ରାୟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପିର ସୁନ୍ଦରଗଡ ଲୋକସଭା ସାଂସଦ ପ୍ରାର୍ଥୀ ତଳସରା ନିର୍ବାଚନ…

କେଜ୍ରିଓ୍ବାଲଙ୍କ ଗିରଫଦାରୀ ‘ବେଆଇନ୍’ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ଏବଂ ଅପରାଧରୁ ମିଳିଥିବା ଅର୍ଥକୁ ବ୍ୟବହାର କରିବାରେ ସକ୍ରିୟ ଭାବେ ସମ୍ପୃକ୍ତ ଥିଲେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅବକାରୀ…

କାହିଁକି ନେତା ଛାଡୁଛନ୍ତି ହାତ?

ନୂଆଦିଲ୍ଲୀ: କାହିଁକି ଜଣକ ପରେ ଜଣେ ନେତା ଛାଡୁଛନ୍ତି କଂଗ୍ରେସ ! ଦିନେ ଥିଲେ କଂଗ୍ରେସର ପରିଚୟ, ଏବେ କାହିଁକି ରାଜନୈତିକ ଲଞ୍ଚପ୍ୟାଡକୁ କରୁଛନ୍ତି ବାଏ ବାଏ ? ହାତକୁ ପାଉନି ଭରସା, ନା ରାଜନୈତିକ ଲାଭ ପାଇଁ ଛାଡୁଛନ୍ତି ହାତ ? କେନ୍ଦ୍ରୀୟ ଏଜେନ୍ସିକୁ ଭୟ ସାଜିଛି କି କାରଣ ? ଦିନେ…

ଦଳ ଡେଇଁବା ପରେ ଗଣେଶ୍ବରଙ୍କୁ ବିଜେଡି ଭିତରୁ ଜୋରଦାର ବିରୋଧ

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଶାସକ ଦଳରେ ଯୋଗ ଦେବା ପରେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଗଣେଶ୍ବର ବେହେରାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରିବା ସହ ଆମଦାନୀ ହୋଇଥିବା ନେତାଙ୍କୁ ନିର୍ବାଚନ…

ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ…

ତାମିଲନାଡୁରେ ନିର୍ବାଚନ ଡ୍ଯୁଟି ବେଳେ ଦୁର୍ଘଟଣା: କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/୨୨୨)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି । ସେ ୫ମ ଆଇଆରବିଏନ…

ଦିଲୀପ ରାୟଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନ: ବିଜେପିରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜେପିକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ଏଥିରୁ ବାଦ୍ ପଡ଼ିଛି। ଦିଲ୍ଲୀପ ରାୟ ରାଉରକେଲା ଆସନରୁ ବିଜେପି ଟିକେଟରେ…

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏସି ବସରେ ବୁଲି ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ଯେଉଁଭଳି ସେ ପ୍ରଚାର କରୁଥିଲେ ଏବେ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରଚାର ବସରେ…