Latest Odisha News

BREAKING NEWS

Browsing Category

ରାଜନୀତି

ଅପରାଜିତାଙ୍କ ସମାବେଶରେ ଛୋଟ ଛୁଆ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ: ବିଜେଡି

ଭୁବନେଶ୍ୱର: ବିଜେପି ପ୍ରଚାର କାର୍ଯ୍ୟରେ ପିଲାଙ୍କୁ ସାମିଲ କରିଥିବା ଅଭିଯୋଗ ଆଣିଛି ବିଜେଡି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ବ୍ଲକ ଛକରେ ବିଜେପି ସମାବେଶରେ ପ୍ରାୟ ୧୫ରୁ ୨୦ ଜଣ ପିଲା ଅଂଶଗ୍ରହଣ କରିଥିବା ନେଇ ବିଜେଡି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ଚର୍ଚ୍ଚାରେ ଦଳ ବଦଳ ରାଜନୀତି: ବିଜେଡିର ଏକ ତୃତୀୟାଂଶ ସାଂସଦ ପ୍ରାର୍ଥୀ ଦଳ ବଦଳକାରୀ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିରେ ଦଳ ପରିବର୍ତ୍ତନ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଅନେକ ନେତା ଗୋଟିଏ ଦଳରେ ଟିକେଟ୍ ପାଇଁ ଉପେକ୍ଷିତ ହେବେ ଆଶଙ୍କା କରିଥିବା ବେଳେ ଦଳ ବଦଳ କରି ଟିକେଟ୍ ପାଇଛନ୍ତି। ଏହି ରାଜନୈତିକ ପରିବର୍ତ୍ତନ ସୂଚାଉଛି ଯେ ଅନେକ ରାଜନେତା ଆଦର୍ଶଗତ…

ଅବକାରୀ ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଜିଲ୍ଲା ଅଦାଲତ ଖାରଜ କରିବା ପରେ ଏକ ବଡ଼ ଝଟକା ଲାଗିଛି।…

ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ

ଭୁବନେଶ୍ୱର: ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ପଦରୁ ଭି କେ ପାଣ୍ଡିଆନଙ୍କୁ ହଟା ଯାଇଛି । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏହି ସୂଚନା ଦେଇଛନ୍ତି। ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ସକ୍ରିୟ ଥିବା ଜଣେ ବ୍ୟକ୍ତି କିଭଳି…

ଏହି କାରଣ ପାଇଁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିପାରିବେ କହିଲେ କୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ନିଷ୍ପତି ପରେ ଦିଲ୍ଲୀପ ରାୟ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ…

ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି । ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଭାରତୀୟ ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ

ଦିଲ୍ଲୀ: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲୀପ ଙ୍କ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା…

ନିର୍ବାଚନ ଲଢିବେ କି ଅଭିନେତା ସଞ୍ଜୟ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଦେଶର ସବୁଠାରୁ ବଡ ଟିକସଦାତାମାନଙ୍କ ମଧ୍ୟରେ ଗୋଟିଏ । ତାଙ୍କ ପରିବାରର ପ୍ରାୟତଃ ସଦସ୍ୟ ରାଜନୀତିର ଏକ ଅଂଶ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ​​କଂଗ୍ରେସ ତାଙ୍କୁ ହରିୟାଣାର କର୍ଣ୍ଣଲ ଆସନରୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ…

ମଣ୍ଡି ଆସନ ପାଇଁ ପ୍ରସ୍ତୁତ ବିଜେପି-କଂଗ୍ରେସ, କଙ୍ଗନାଙ୍କୁ କଡ଼ା ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଏକ ଦଳକୁ ବିଜୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟ ସେହି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁ ରାଜ୍ୟରେ ଦଳ ଶାସନ କରେ ଏବଂ ନିଜେ କ୍ଷମତାରେ ଥାଏ, ସେହି ରାଜ୍ୟ ଉକ୍ତ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ପୂର୍ବରୁ ହିମାଚଳ ପ୍ରଦେଶର ମଣ୍ଡି…

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ…