Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଭାସ ସିଂହ ଧରିଲେ ପଦ୍ମ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପ୍ରଭାସ ସିଂହ । ବରଗଡର ପୂର୍ବତନ ସାଂସଦ ପ୍ରଭାସ ନିକଟରେ ବିଜେଡି ଛାଡିଥିଲେ । ସେ ଏପ୍ରିଲ ୮ ରେ ବିଜେଡି ଛାଡିଥିଲେ । ସେ ନିଜେ ନବୀନ ନିବାସ ଆସି ନିଜ…

ବିଜେଡିର ମିଶ୍ରଣ ପର୍ବ: ଦଳରେ ମିଶିଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।…

ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ

ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ବୋଲି କହିଛନ୍ତି ସ୍ଵୟଂ…

ରୋଷେଇ ଘରୁ ରାଜନୀତି, ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଗତ…

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି ଆଉ…

ବିଜେପିରେ ମିଶିବେ ସରୋଜ ସାହୁ ଓ ଟିଟୁ ପଣ୍ଡା

ନୂଆପଡ଼ା: ବିଜେପିରେ ମିଶିପାରନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ଟିଟୁ ପଣ୍ଡା । ଗତ କାଲି ବିଜେଡିରୁ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଇସ୍ତଫା ଦେଇଥିବା ବେଳେ ଗତ ସପ୍ତାହରେ ଟିଟୁ ପଣ୍ଡା ଦଳରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ସହ…

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ପ୍ରବୋଧଙ୍କ କଟିଲା ଟିକେଟ

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ…

ଲେଖିବେ କି ନୂଆ ଇତିହାସ ଲେଖାଶ୍ରୀ ?

ଭୁବନେଶ୍ୱର: ବାଲେଶ୍ୱର ଦେଖିବ ବଡ ଲଢେଇ । ବିଜେପିରୁ ପ୍ରତାପ ଷଡଙ୍ଗୀ ରିପିଟ୍ । ବିଜେଡିରୁ ଲେଖାଶ୍ରୀ ସରପ୍ରାଇଜ୍ । କଂଗ୍ରେସର ଶ୍ରୀକାନ୍ତ ଜେନା ଟୁଇଷ୍ଟ । କୁରୁକ୍ଷେତ୍ର ପ୍ରସ୍ତୁତ, ମଇଦାନରେ ଯୋଦ୍ଧା ତୟାର । କିଏ ଜିତିବ ବାଲେଶ୍ୱର ବାଜି ? ରୁଦ୍ଧଦ୍ୱାର ବୈଠକ ସାଙ୍ଗକୁ ବିରୋଧୀଙ୍କୁ ମାତ୍…

ବିଜେଡି ଛାଡ଼ିଲେ ସରୋଜ ସାହୁ, ରାଜ୍ୟ ସମ୍ପାଦକ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ଆଜି ବିଦ୍ଧି…

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି; ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ

ରାୟଗଡ଼ା: ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି। ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ ବିଜେଡ଼ି କର୍ମୀ। ରାୟଗଡ଼ା ବିଷମକଟକ ନିର୍ବାଚନ ମଣ୍ଡଳୀ ମୁନିଗୁଡ଼ା ବ୍ଲକ ରଘୁବାରିରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ରଘୁବାରିକୁ ପ୍ରଚାର ପାଇଁ ଯାଇଥିଲା ବେଳେ ଘେରିଲେ ଲୋକେ । ଭୋଟ ମାଗିବା…