Latest Odisha News

BREAKING NEWS

Browsing Category

ରାଜନୀତି

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା । ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଚାନ୍ଦବାଲିରୁ ଲଢିବେ ରାଜ୍ୟ ସଭାପତି ମନମୋହନ ସାମଲ । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର । ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ ।…

ଶଙ୍ଖ ଧରିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ବର: ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି । ସେମାନେ ବିଜେପି ଓ କଂଗ୍ରେସ ଛାଡି ଆଜି ବିଜେପିରେ ମିଶିଲେ । ଶଙ୍ଖ ଭବନରେ ସମସ୍ତଙ୍କୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ…

କଂଗ୍ରେସକୁ ଆଉ ଏକ ଝଟକା, ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

ଭୁବନେଶ୍ବର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତା ମାନଙ୍କର ଦଳଡିଆଁ ପର୍ବ ସେତିକି ଅଧିକ ଚାଲୁଛି । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଏହି ପ୍ରରିପେକ୍ଷିରେ ଆଜି ପୁଣି ଜଣେ ବରିଷ୍ଠ ନେତା ହାତ ଛାଡିଛନ୍ତି । କଂଗ୍ରେସରୁ…

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି…

ନନାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର: ସୋମବାର ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଅଭିଯୋଗ କରାଯାଇଛି। ବିଜେଡି ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ତଥା ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ (ନନା) ଆଦର୍ଶ…

ସୁନ୍ଦରଗଡ: ଦିଲ୍ଲୀପ ଏବଂ ଜୁଏଲ ପରସ୍ପରକୁ ପ୍ରଶଂସା କରି ମାଗୁଛନ୍ତି ଭୋଟ୍!

ସୁନ୍ଦରଗଡ: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପିର ଜୁଏଲ ଓରାମ ଓ ବିଜେଡିର ଦିଲ୍ଲୀପ ତିର୍କୀ ନାମକ ଦୁଇ ରାଜନୈତିକ ହେଭିୱେଟ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ରାଜନୀତି ସରଗରମ ହୋଇଛି। ୨୦୧୪ ନିର୍ବାଚନରେ ଉଭୟ ଜୁଏଲ ଓ ଦିଲ୍ଲୀପ ସୁନ୍ଦରଗଡ଼…

ପ୍ରାର୍ଥୀ ହେବାପରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଶାଳ ରୋଡ ଶୋ, କହିଲେ ୪୦୦ରୁ ଅଧିକ ଆସନ ଜିତିବ ଦଳ

କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି। ଭଗବାନ ବଳଦେବ ଜୀଉଙ୍କ ଆଶୀର୍ବାଦ ନେଇ କେନ୍ଦ୍ରାପଡ଼ାରେ ଏକ ଭବ୍ୟ ରୋଡ୍ ସୋ'…

ଆସନ୍ତାକାଲି କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସମେତ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳମାନେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମୟ ନେଉଛନ୍ତି। ଏଯାବତ କୌଣସି ଦଳ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…

ବିଜେପିରେ ମିଶିଲେ ଅନୁଭବ ମହାନ୍ତି, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଶିବିରରେ ହେଲେ ସାମିଲ

ଭୁବନେଶ୍ୱର: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ପ୍ରଧାନମନ୍ତ୍ରୀ…

ଆୟକର ଟିକସ ମାମଲାରେ କଂଗ୍ରେସକୁ ଗୁଡ ନ୍ୟୁଜ୍, ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିଆଯିବନି କୌଣସି ଆକ୍ସନ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସକୁ ନେଇ ସମସ୍ୟାରେ ଥିବା କଂଗ୍ରେସକୁ ମିଳିଛି ଗୁଡ ନ୍ୟୁଜ । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ମାମଲାରେ ନିଆଯିବନି କୌଣସି ଆକ୍ସନ। ଏହି ପ୍ରସଙ୍ଗରେ କେନ୍ଦ୍ର ଆଜି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଲୋକସଭା ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ଆୟକର ବିଭାଗ…