Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକଙ୍କ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ…

ଓଡ଼ିଶାର ତୀର୍ଥଙ୍କର ଦାସ ଲୋକସଭାର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି 

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ବାଲେଶ୍ବରର ତୀର୍ଥଙ୍କର ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ଡିସେମ୍ବର ୧୬ରେ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, "ତୀର୍ଥଙ୍କର ଦାସଙ୍କୁ ଡିସେମ୍ବର ୧୨, ୨୦୨୫ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସର ସ୍ତର ୧୪ରେ…

ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା…

ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି । ଦଳୀୟ ନେତୃତ୍ୱକୁ…

କଂଗ୍ରେସର ଭୋଟ ଚୋରି ରାଲି; କମ୍ପୁଛି ରାମଲୀଳା ମଇଦାନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଓ ଭୋଟ ଚୋରି ଅଭିଯୋଗରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବଡ଼ ରାଲି ଆରମ୍ଭ କରିଛି।ଏହି ପ୍ରତିବାଦରେ କଂଗ୍ରେସର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ…

Massive Ruckus In Kolkata: ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ: ହିମନ୍ତ ବିଶ୍ୱ ଶର୍ମା

କୋଲକାତା: ମୁହାଁମୁହିଁ ହେଲେ ଦୁଇ ମୁଖ୍ୟମନ୍ତ୍ରୀ । ଫୁଟବଲ୍ ଆଇକନ୍ ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଦେଖାଦେଇଥିବା ବିଶୃଙ୍ଖଳାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ…

kolkata salt lake stadium: ମମତାଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ । ମେସିଙ୍କୁ ଦେଖିନପାରି ଷ୍ଟାଡ଼ିୟମରେ ହୋଇଥିବା ବଡ଼ ଧରଣର ହଙ୍ଗାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା…

Modi government: ମନରେଗା ଯାେଜନାର ନାମ ପରିବର୍ତ୍ତନ କରିବେ ମୋଦି ସରକାର…

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ…

ଦରମା ଓ ଭତ୍ତା ବୃଦ୍ଧିକୁ କାହିଁକି ସମର୍ଥନ କଲେନି ଏହି ବିଧାୟକ..

ଭୁବନେଶ୍ୱର: ଚାରିଥର ବିଧାୟକ ସାଜିଥିବା ସିପିଏମ ବିଧାୟକ ବୋନାଇ ଲକ୍ଷ୍ମଣ ମୁଣ୍ଡା ଙ୍କ ଆପତ୍ତି ଯୋଗୁଁ ବିଧାୟକ ମାନଙ୍କର ଦରମା ସଂଶୋଧନ ନିୟମ ଆବେଦନ ମଞ୍ଜୁରି ପାଇବାରେ ବିଳମ୍ବ ହୋଇ ଚାଲିଥିବା ନେଇ ସୂଚନା ମିଳିଛି। ତେବେ ନୂତନ ନିୟମ ଅନୁଯାୟୀ ବିଧାୟକ ମାନଙ୍କର ମାସିକ ଦରମା ବର୍ତ୍ତମାନ୍…

ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ । ଏତେ ମାତ୍ରାରେ ପ୍ରଦୁଷଣକୁ ନେଇ ଚିନ୍ତାରେ ପଡ଼ିଗଲେଣି ସାଂସଦ ।ଦିଲ୍ଲୀରେ ପ୍ରଦୂଷଣ ଏକ ସମସ୍ୟା ହୋଇ ରହିଛି, ଏବଂ ବାୟୁ ଗୁଣବତ୍ତା ବର୍ତ୍ତମାନ ଖରାପ ହେଉଛି। ଏଠାକାର ବାସିନ୍ଦାମାନେ ସ୍ୱଚ୍ଛ ବାୟୁ ପାଇଁ ଆଗ୍ରହୀ।…