Latest Odisha News

BREAKING NEWS

Browsing Category

ରାଜନୀତି

ଯୁବପିଢ଼ିଙ୍କୁ ରାହୁଲଙ୍କ ଆହ୍ୱାନ: ଛାତ୍ରଛାତ୍ରୀଙ୍କ ସମାନ ସୁଯୋଗ ହିଁ ଗଢ଼ିବ ନୂଆ ଭାରତ

ପୁଣେ: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଏକ ଛାତ୍ର ସମାବେଶରେ ଯୋଗ ଦେଇ ନାରୀ ଶକ୍ତିର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଛନ୍ତି। 'ଛାତ୍ରୋଁ କି ଗୁଞ୍ଜ' ନାମକ ଏହି ବିଶେଷ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଦୃଢ଼ୋକ୍ତି…

ଯୋଗୀ, ଅଖିଳେଶଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍; ଜାଣନ୍ତୁ କେତେ ଦାମ୍…

ନୂଆଦିଲ୍ଲୀ: ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ହୋଇପଡ଼ିଛି। ଏହାରି ମଧ୍ୟରେ ରାଜ୍ୟର ପ୍ରମୁଖ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପର ଅଂଶ ସ୍ୱରୂପ ୫୨ ଜଣ ବରିଷ୍ଠ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ…

ପଶ୍ଚିମବଙ୍ଗରେ TMC ବିଭାଜନ ପରେ ନୂଆ ସଙ୍କଟ, ବହୁଜନ NCPI ଉପରେ ବିଦ୍ରୋହୀ ସାଂସଦଙ୍କ ନଜର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ଦଳର ୨୦ ଜଣ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)…

୩୫ ବର୍ଷରେ ପ୍ରଥମ; ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ବାଂଲାଦେଶ ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ କରିବାକୁ ଯାଉଛି। ଶାସକ ବିଏନପିର ବରିଷ୍ଠ ନେତା ମିର୍ଜା ଫଖରୁଲ ଇସଲାମ ଆଲମଗିରଙ୍କୁ ଆଗୁଆ ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି। ତେବେ ଏହା ୩୫ ବର୍ଷ ମଧ୍ୟରେ ବାଂଲାଦେଶରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ସାଂସଦମାନେ…

ମଣିପୁରରେ ୩ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଜାଣନ୍ତୁ କାହିଁକି…

ଇମ୍ଫାଲ: ମଣିପୁରରେ ଚାଲିଥିବା ଉତ୍ତେଜନା ଯୋଗୁଁ ସରକାର ତିନି ଦିନ ପାଇଁ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନଗଣନା ପୂର୍ବରୁ NRC ଅପଡେଟ୍ ଦାବି କରି ରାଜ୍ୟର କିଛି…

ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଜନ୍ମମାଟି ବିଜେପୁର ଦାନାରାଗୁଡ଼ାରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ଲାଞ୍ଜିଗଡ଼ରେ ଶୋକରେ ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, କିଛି ଦିନ…

ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ନିକଟରେ ଛାତ୍ର ସମସ୍ୟାକୁ ନେଇ ଦେଶରେ…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ…

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ଆଣ୍ଟି-କରପ୍ସନ ବ୍ରାଞ୍ଚ (ଏସିବି) ଗିରଫ କରିଛି । ସତ୍ୟେନ୍ଦ୍ର ଜୈନଙ୍କ ବ୍ୟତୀତ ଏହି ବହୁଚର୍ଚ୍ଚିତ ଦୁର୍ନୀତି…

ବିଜେପି ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ: ଅମିତ ମାଲବ୍ୟ ଏବଂ ତେଜସ୍ୱୀ ସୂର୍ଯ୍ୟଙ୍କୁ କାହିଁକି ହଟାଗଲା?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂତନ ଟିମ୍ ଘୋଷଣା ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ସାଂଗଠନିକ ଅଦଳବଦଳରେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦଳର ଆଇଟି ସେଲ୍ ମୁଖ୍ୟ ଥିବା ଅମିତ ମାଲବ୍ୟ ଏବଂ ଯୁବ ମୋର୍ଚ୍ଚାର…

ମୋଦୀଙ୍କ ‘ଦିମାଗୀ ନକ୍ସଲ’ ବୟାନ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ଦିମାଗୀ ନକ୍ସଲ ଜନତା…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା 'ଦିମାଗୀ ନକ୍ସଲ' ବୟାନ ଏବେ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସଶସ୍ତ୍ର ନକ୍ସଲବାଦ ସମାପ୍ତ ହେବାକୁ ଯାଉଥିବା ବେଳେ, 'ଦିମାଗୀ ନକ୍ସଲ'…