Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନ ତାରିଖକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସାରା ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିବାରେ ଲାଗିଛି।ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ଆୟୋଗ…

ଦିଲ୍ଲୀରୁ ଆସିଲା ଡାକରା: ପୁଣି ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଭୁବନେଶ୍ୱର: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ହେଲେ ସ୍ପଷ୍ଟ ହେଉନି ମେଣ୍ଟ ଗଣିତ। ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଆସିଲା ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ…

କାହିଁକି ବେହରାମପୁରରୁ ଇରଫାନଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ, ଜାଣନ୍ତୁ ପୂରା ସମୀକରଣ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ 'ଏକଲା ଚଲୋ' ନୀତିକୁ ଆଧାର କରି ନିର୍ବାଚନୀ ମୈଦାନରେ ପ୍ରବେଶ କରିଛି। ବିରୋଧୀ ଦଳର ସହଯୋଗୀ 'ଇଣ୍ଡିଆ ମେଣ୍ଟ' ଟିଏମସି-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ଏଭଳି…

ଟିଏମସି ପ୍ରାର୍ଥୀ ତାଲିକାରୁ କଟିଲା ନୁସରତଙ୍କ ନାଁ

କୋଲକାତା: ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଶିରହାଟ ଆସନରୁ ମମତା କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ଏହା ଉପରେ ଥିଲା ସମସ୍ତଙ୍କ ନଜର । କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ଉତ୍ତେଜନା ହୋଇଥିଲା ସେହି ଅଞ୍ଚଳ ଏହି…

କାହିଁକି ପଶ୍ଚିମବଙ୍ଗରେ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ?

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗର ତୃଣମୃଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ’ଏକଲା ଚଲୋ’ ନାରା ଦେଇ ଆଜି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଟିଏମସି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଆଜି ସେ ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ…

ରଚନା ଲଢିବେ ଲୋକସଭା ନିର୍ବାଚନ

କୋଲକାତା: ରାଜନୀତିରେ ପାଦଦେଲେ ଅଭିନେତ୍ରୀ ରଚନା ବାନାର୍ଜୀ । ଅଭିନେତ୍ରୀରୁ ହେଲେ ରାଜନେତ୍ରୀ । ଲୋକସଭା ନିର୍ବାଚନରେ ଏଥର ମୈଦାନକୁ ଓହ୍ଲାଇବେ ରଚନା । ଏଥିପାଇଁ ଟିଏମସି ତରଫରୁ ଆଜି ମିଳିଛି ଟିକଟ୍ । ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମଥର ଲୋକସଭା ଲଢ଼ିବେ । ଟିଏମସି ରଚନା…

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ୟୁସୁଫ୍ ପଠାନ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ଦଳ ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବହରାମପୁରରୁ…

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକା, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ:ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ…

ପୁରୀ ଲୋକସଭାରୁ କାହାର ପ୍ରାର୍ଥୀ ?

ପୁରୀ/ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ମେଣ୍ଟରୁ ଫାଇଦା ନେବ କି କଂଗ୍ରେସ, କଣ କହୁଛି ସମୀକରଣ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ…