Latest Odisha News

BREAKING NEWS

Browsing Category

ରାଜନୀତି

ଆଉ ହେବନି ‘ହରିଜନ’ ଶବ୍ଦର ବ୍ୟବହାର

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ 'ହରିଜନ' ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ 'ହରିଜନ' ଶବ୍ଦଟି କୌଣସି…

ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନା, ଭେଙ୍କେୟା ନାଇଡୁଙ୍କୁ ମିଳିବ ବଡ଼ ପଦ?

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ପ୍ରାୟ ତିନି ବର୍ଷ ପରେ ରାଜନୀତିରେ ପୁଣି ସକ୍ରିୟ ହୋଇଛନ୍ତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଭେଙ୍କେୟା ଦିଲ୍ଲୀରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ସୂତ୍ରରୁ…

ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼ କୁଆଡେ ଗଲେ କହି ସରକାରକୁ ଜବାବ ମାଗିଲେ କଂଗ୍ରେସ ସାଂସଦ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୨୧ ଜୁଲାଇ ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି। ଧନଖଡ଼ ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି…

ସାଧାରଣ ନିର୍ବାଚନରେ ଭୋଟ ଅସଙ୍ଗତି ଅଭିଯୋଗ: ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ…

ଦିଲ୍ଲୀରେ ସାଂସଦଙ୍କ ପାଇଁ ୧୮୪ଟି ଟାଇପ୍‌ ୭ କ୍ୱାର୍ଟର୍ସର ଲୋକାର୍ପଣ.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବାବା ଖଡକ ସିଂହ ମାର୍ଗରେ ସାଂସଦଙ୍କ ପାଇଁ ନିର୍ମିତ ୧୮୪ଟି ନୂତନ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ସମସ୍ତ ଫ୍ଲାଟ୍ ଟାଇପ୍-୭ ବହୁମହଲା ଆପାର୍ଟମେଣ୍ଟ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଏକ 'ସିନ୍ଦୁର' ଗଛ ଲଗାଇବା ସହ ଶ୍ରମଜିବୀ…

୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର ସିଲିକନ ଭ୍ୟାଲିରେ ୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିରେ ବେଙ୍ଗାଲୁରୁରୁ ବେଲଗାମ, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)ରୁ ପୁଣେ ପର୍ଯ୍ୟନ୍ତ…

ବୟାନବାଜିରେ ସୀମିତ ବିରୋଧୀଙ୍କ ଏସଆଇଆର ପ୍ରସଙ୍ଗ? ନିର୍ବାଚନ କମିଶନଙ୍କ ନିକଟରେ କଲେନି ଅଭିଯୋଗ!

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ SIR (ସ୍ୱତନ୍ତ୍ର ସଂଶୋଧନ ଅଭିଯାନ) ପ୍ରସଙ୍ଗ ବେଶ ବିବାଦ ସୃଷ୍ଟି କରିଛି। ବିରୋଧୀ ଦଳମାନେ ଏହାକୁ ନେଇ ନାନା ଅଭିଯୋଗ କରିଛନ୍ତି। କଂଗ୍ରେସ ଏହାକୁ "ଭୋଟ ଚୋରି" ବୋଲି ଅଭିହିତ କରିଛି। ଏସବୁ ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ଖୁଲାସା…

ମାସକ ଭିତରେ ତିନି ମହିଳା ଜଳି ମରିବା ଘଟଣା, ଆଗକୁ ସିପାହୀ ବିଦ୍ରୋହ ପାଇଁ କଂଗ୍ରେସର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଗତ ତିନି ସପ୍ତାହ ମଧ୍ୟରେ ତିନି ମହିଳାଙ୍କ ଜଳିମରିବା ଘଟଣାରେ ନ୍ୟାୟ ଦାବି କରି ଶୁକ୍ରବାର ଓଡ଼ିଶା କଂଗ୍ରେସ ଡିଜିପି କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱରର ମାତା ମଠରୁ ଡିଜିପି…

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥକୁ ସମର୍ଥନ କରିବନି ବିଜେଡି, ଇଣ୍ଡିଆ ମେଣ୍ଟ ମୁହାଁ ହେଲେ କି ନବୀନ?

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ। ପୂର୍ବତନ ଲୋକସଭା ସାଂସଦ ମହେଶ ସାହୁ ଏହି ସୂଚନା ଦେଇଛନ୍ତି। ଯାହା ଆଗାମୀ ଦିନରେ ବିଜେପି ବିରୋଧରେ ବିଜେଡିର ଏକ ବଡ଼ ଇଙ୍ଗିତ। ମହେଶ…