Latest Odisha News

BREAKING NEWS

Browsing Category

ରାଜନୀତି

ଜେଜେପିଠୁ ବିଜେପିର ମୋହଭଙ୍ଗ, ଜାଣନ୍ତୁ ହରିୟାଣା ହଲଚଲ୍ ପଛର ଇନସାଇଡ ଷ୍ଟୋରୀ

ଚଣ୍ଡିଗଡ: ନିର୍ବାଚନର ଠିକ୍ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ମନୋହର-ଚୌଟାଲା ଜୋଡି? ସମ୍ଭାବ୍ୟ ମୋହଭଙ୍ଗ ପଛର କାରଣ ଚାଷୀ ଆନ୍ଦୋଳନ କୁହାଯାଉଛି । ତେବେ ଲୋକସଭା ଭାଗ ନ ଛିଣ୍ଡିବାରୁ ବିଜେପି-ଜେଜେପି ମଧ୍ୟରେ ବ୍ରେକ୍ ଅପ ହୋଇପାରେ ବୋଲି ଚର୍ଚା ହେଉଛିା କୁହାଯାଉଛି, ଆଗାମୀ ନିର୍ବାଚନରେ ୨ଟି…

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ…

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ…

ସିଏଏ ଲାଗୁ ହେବା ପରେ ଉତ୍ସବ ମନାଉଛନ୍ତି ପାକିସ୍ତାନୀ ଶରଣାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଦେଶରେ ସିଏଏ ଲାଗୁ କରାଯାଇଛି । ଏହା ଲାଗୁ ହେବା ପରେ ରାଜସ୍ଥାନ, ପଶ୍ଚିମବଙ୍ଗ ପରି ରାଜ୍ୟରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନେକ ସ୍ଥାନରେ ଶରଣାର୍ଥୀ ଭାରତ ମାତା କି ଜୟ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା…

ସିଏଏ ଆଳରେ ଏକାଠି ହେବେ କି ଅଣ ବିଜେପି ଶାସିତ ରାଜ୍ୟ ? କେଉଁ ସ୍ଥାନରେ ସିଏଏ ଲାଗୁ ହେବନି ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ସିଏଏ ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିବେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ…

ବିଜେଡ଼ି ସରକାର ଦୁର୍ନିତୀର ପ୍ରତୀକ ରାଜେନ୍ଦ୍ର ଢ଼ୋଲକିଆ, ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଆଯାଇଛି ଏହି ବନ୍ଦ ଡାକରା । ଏହି ବନ୍ଦ ଡାକରା ପଛରେ ଜିଲ୍ଲାବାସୀଙ୍କ ସମର୍ଥନ ରହିଛି…

ରମଜାନ ପୂର୍ବରୁ ଦେଶରେ ଜାଣିଶୁଣି ସିଏଏ ଲାଗୁ କଲା ବିଜେପି: ମମତା

କୋଲକାତା: ଦେଶରେ ସିଏଏ ଲାଗୁକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିରୋଧୀ ଏହି ଆଇନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସିଏଏକୁ ସେ ସ୍ବିକାର…

ସିଏଏକୁ ଥଲପତି ବିଜୟଙ୍କ ବିରୋଧ

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଦେଶରେ ଲାଗୁ କରିଛନ୍ତି ଗୃହ କେନ୍ଦ୍ର ମନ୍ତ୍ରାଳୟ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ । ସାଉଥ ସୁପରଷ୍ଟାର ଥଲପତି ବିଜୟ ସିଏଏକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ସହ ତାମିଲନାଡୁ ସରକାରଙ୍କୁ ଏହି ଆଇନ ଲାଗୁ ନକରିବାକୁ…

ନାୟାବ ସିଂ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ହରିଆଣାରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର । ଖଟ୍ଟରଙ୍କ ସହିତ ବିଜେପିର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ନାୟାବ ସିଂ ସୌନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ…

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍…