Latest Odisha News

BREAKING NEWS

Browsing Category

ରାଜନୀତି

ସୁବଣ୍ଣର୍ପୁର ଜିଲ୍ଲା ପାଇଲା ପୁଣି ତିନୋଟି ଏନଏସି

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନଏସି ପାଇଛି । ସୁବଳୟା,ଉଲୁଣ୍ଡା ଓ ରାମପୁର  ଆଦି  ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜିଲ୍ଲାରେ …

ନିର୍ବାଚନ ଲଢ଼ିବା ନେଇ ଘୋଷଣା କଲେ ଭୋଜପୁରୀ ଅଭିନେତା ପଓ୍ବନ ସିଂ

ନୂଆଦିଳ୍ଲୀ: କଥା ବଦଳାଇଲେ ଭୋଜପୁରୀ ଅଭିନେତା । ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଛନ୍ତି ଭୋଜପୁରୀ ସୁପରଷ୍ଟାର ପୱନ ସିଂ । ଏକ୍ସ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ସମାଜରେ ଲୋକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଲଢ଼ିବେ । ଆପଣ ସମସ୍ତଙ୍କ ଆଶୀର୍ବାଦ…

ଶାସନକୁ ଆସିଲେ ବିନା ସର୍ଭେରେ ମିଳିବ ମହିଳାଙ୍କୁ ସଂରକ୍ଷଣ: ରାହୁଲ ଗାନ୍ଧୀ

ମହାରାଷ୍ଟ୍ର: ଲୋକସଭା ନିର୍ବାଚନକୁ ଦୃ୍ଷ୍ଟିରେ କଂଗ୍ରେସର ପକ୍ଷରୁ ବଡ଼ ପ୍ରତିଶ୍ରୁତି । ଶାସନକୁ ଆସିଲେ ବିନା ସର୍ଭେରେ ମହିଳାଙ୍କୁ ମିଳିବ ସଂରକ୍ଷଣ । ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ରାଲିକୁ ସମ୍ବୋଧିତ କରି ମହିଳାମାନଙ୍କୁ ବିନା ସର୍ଭେରେ ସଂରକ୍ଷଣ ଦିଆଯିବ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା ମେୟର, ଡେପୁଟି ମେୟରଙ୍କ ଦରମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢ଼ିଲା ମେୟରଙ୍କ ଦରମା । ୫୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର । ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି, ପୌରପରିଷଦ…

ଛାତ୍ର କଂଗ୍ରେସର ବିକ୍ଷୋଭ: ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷାନୀତିକୁ ନେଇ ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ କୁ ନେଇ ଛାତ୍ର କଂଗ୍ରେସର ରଣହୁଙ୍କାର । ରାଜମହଲ ଛକରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଶିଶୁଭବନ ଛକରେ ଛାତ୍ର କଂଗ୍ରସକୁ ରୋକିବାକୁ…

କଂଗ୍ରେସକୁ ଝଟକା, ହାତ ଛାଡ଼ି ବିଜେପିରେ ଯୋଗଦେବେ ଅଜୟ କପୁର

ଲକ୍ଷ୍ନୌ: ବିଜେପିରେ ମିଶିବେ ଉତ୍ତରପ୍ରଦେଶର କଂଗ୍ରେସର ପୂର୍ବନେତା ଅଜୟ କପୁର । ଆଜି ସେ ହାତ ଛାଡ଼ି ପଦ୍ମ ଧରିବା ନେଇ ସୂଚନା ରହିଛି ।୩ ଥର ବିଧାୟକ ଥିବା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଛନ୍ତି । ବିହାରରେ କଂଗ୍ରେସ ପ୍ରଭାରୀ ମଧ୍ୟ ରହିଥିଲେ ଅଜୟ କପୁର । କାନପୁର ବଡ଼…

ମେଣ୍ଟ ବଦଳେଇବ କି ଭର୍ତୃହରିଙ୍କ ଭାଗ୍ୟ ?

କଟକ: କଟକ କୁରୁକ୍ଷେତ୍ରକୁ ଓହ୍ଲାଇବେ କାହାର ଯୋଦ୍ଧା ? ଗଡ ବଂଚାଇବ ବିଜେଡି ନା ପ୍ରଥମ ଥର ଫୁଟିବ ପଦ୍ମ ? ଭର୍ତୃହରିଙ୍କୁ ଭରସା କରିବ କି ବିଜେଡି ? ନା ନୂଆ ମୁହଁକୁ ନେଇ କରିବ ଏକ୍ସପେରିମେଂଟ ? ଡାକ୍ତର ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି କରିବ କି ସାରଥି ? ନା ସରପ୍ରାଇଜ୍ ଦେବ ଦଳ ? କଣ ରହିଛି…

“ଶୀଘ୍ର ନିଅ ମେଣ୍ଟ ନିଷ୍ପତି”

ଭୁବନେଶ୍ବର: ଘୁଂଚି ଘୁଂଚି ଚାଲିଛି ମେଂଟ ପଦ୍ମ । ବିଜେଡି-ବିଜେପି ମେଂଟ ରାସ୍ତାରେ କଂଟା ରାଜ୍ୟ ଗେରୁଆ ଦଳ ନେତା । ଚବିଶ ମହାସମରକୁ ଆଉ ଅଳ୍ପଦିନ । ମେଂଟ ଘୁଂଚିଲେ ଲାଭଠୁ ବଳିଯିବ କ୍ଷତି । ତେଣୁ ଆଜି ରାତି ସୁଦ୍ଧା ନିଷ୍ପତି ନେବାକୁ ଅନୁରୋଧ କରିଛି ବିଜେଡି । ମେଂଟ ଡିଲ୍ ନେଇ ଟପ୍…

ରାଜ୍ୟପାଳଙ୍କ ଫିଡ଼ବ୍ୟାକ ଆଉ ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର: ମେଣ୍ଟ ସମ୍ଭାବନାକୁ ପ୍ରଭାବିତ କରିବ କି ରାଜ୍ୟପାଳଙ୍କ ଫିଡ଼ବ୍ୟାକ। ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି। କୁହାଯାଉଛି କି ମେଣ୍ଟ ସମ୍ପର୍କିତ ମତାମତ ନେବାକୁ ରାଜ୍ୟପାଳଙ୍କୁ ଦିଲ୍ଲୀ ଡକରା ହୋଇଥିବା…

ମୋଦୀଙ୍କ ଗ୍ୟାରେଣ୍ଟିରେ ‘ରେଳବାଇର ଭିତିଭୂମି ଅଭିବୃଦ୍ଧି’ ଓଡ଼ିଶାର ପ୍ରଗତି ହେବ ତ୍ୱରାନ୍ୱିତ : ଦିଲୀପ ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ଗଡିଲା ତୃତୀୟ ’ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ’ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌ରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ହୋଇଛି ସାମିଲ । ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ…