Latest Odisha News

BREAKING NEWS

Browsing Category

ରାଜନୀତି

ରାଜ୍ୟସଭା ନିର୍ବାଚନ: ୪୧ ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରାର୍ଥୀ, ବିଜେପି ଖାତାରେ ୨୦ ଆସନ

ନୂଆଦିଲ୍ଲୀ: ୫୬ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ୨୭ ଫେବୃଆରୀରେ ହେବ। କିନ୍ତୁ ୪୧ଟି ଆସନରେ ଚିତ୍ର ପୂରା ସ୍ପଷ୍ଟ ହୋଇଛି। ଏହି ୪୧ଟି ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟ ହାସଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଫେବୃଆରୀରେ ୧୫ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିଜେପି…

ଆସିଲା ରାଜ୍ୟସଭା ଫଳାଫଳ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାଥି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା…

ଆତ୍ମ ସମର୍ପଣ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ; ଅମିତ ଶାହଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି। ଆତ୍ମ ସମର୍ପଣ ପରେ ମିଳିଲା ଜାମିନ। ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ…

ମାଗଣାରେ ଟଙ୍କା ବାଣ୍ଟିବେ ସରକାର?

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ସରକାର। କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ପରି ବିଭିନ୍ନ ଯୋଜନାରେ ରାଜ୍ୟବାସୀଙ୍କ ପାଖରେ ସହାୟତା ପହଞ୍ଚିଥିବା ବେଳେ ଏବେ ଆଉ ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏବେ ଆଉ ଦରଦାମ ବୃଦ୍ଧିର…

ମାର୍ଚ୍ଚରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ଭୁବନେଶ୍ୱର:ରାଜ୍ୟସଭା ପରେ କେବେ ହେବା ଲୋକସଭା ନିର୍ବାଚନ? ଏନେଇ ପ୍ରଶ୍ନ ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମାର୍ଚ୍ଚ ମାସରେ ହୋଇପାରେ ନିର୍ବାଚନ। ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯…

ଆଜି ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର:ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ।କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିବାର…

ରାଜନୀତି ଛାଡିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳିରୁ ଲଢ଼ିବେ ଝିଅ

କେନ୍ଦ୍ରାପଡା : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏବେ ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ଏବଂ ବୃତ୍ତିରେ ଡାକ୍ତର ଥିବା ତାଙ୍କ ଝିଅ ଦେବସ୍ମିତା ଶର୍ମା ତାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।…

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ବିଜେପି, ୧୩ଟି ଲୋକସଭା ଆସନ ଉପରେ ଫୋକସ

ଭୁବନେଶ୍ୱର: ଆସନ୍ତା ୧୦୦ ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟ ରୋଡମ୍ୟାପ୍ ଓ ମାର୍ଗଦର୍ଶନ ନେଇ ନୂଆଦିଲ୍ଲୀରୁ ଫେରିଛି ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଜନସାଧାରଣ ଓ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଏବଂ ଗତ ୧୦…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ…