Latest Odisha News

BREAKING NEWS

Browsing Category

ରାଜନୀତି

ବୀରମହାରାଜପୁରରେ ସକାଳେ ଏନଏସି ମାନ୍ୟତାକୁ ନେଇ ଚେତାବନୀ, ସଂଧ୍ୟାରେ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ଘୋଷଣା ପରେ ସୋନପୁର ଜିଲ୍ଲାରେ ଅବସ୍ଥିତ ବୀରମହାରାଜପୁରକୁ ମଧ୍ୟ ଏନ୍ଏସି ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନ୍ତର୍ଭୁକ୍ତିକରଣ ଫଳରେ ରାଜ୍ୟରେ ନବଗଠିତ ଏନ୍ଏସିସଂଖ୍ୟା ୩୫ରେ…

ବିଜେଡ଼ିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଲେ ଦେବାଶିଷ

ବନେଶ୍ୱର: ବିଜେପିରେ ମିଶିଛନ୍ତି ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଦେବାଶିଷ ନାୟକ। ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏକଦା…

ଲୋକସେବା ଭବନ ଘେରିବ କଂଗ୍ରେସ

ଭୁବନେଶ୍ୱର:ଲୋକସେବା ଭବନ ଘେରିବ ରାଜ୍ଯ କଂଗ୍ରେସ। ଶାସକ ଦଳର ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି…

ନିର୍ବାଚନ ବେଳେ ‘ନାଗ ଭୟ’, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବଢ଼ିଲାଣି କି ହୃଦସ୍ପନ୍ଦନ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅର୍ଚ୍ଚନା ନାଗ ମାମଲା ରାଜନୈତିକ ଝଡ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଏହି ମାମଲାରେ ରାଜନୈତିକ ଓ ପ୍ରଶାସନିକ ବଡ଼ ବଡ଼ ବ୍ୟକ୍ତିଙ୍କ ବ୍ଲାକମେଲିଂ କାହାଣୀ ଲୁଚି ରହିଛି। ଅନେକ ରାଜନୈତିକ ନେତା ଓ ପ୍ରଶାସନିକ…

ଭୁବନେଶ୍ୱର ଲୋକସଭା ଆସନ: ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଦେଖିପାରେ ଜୋରଦାର ଲଢେଇ। ବିଜେଡ଼ିରୁ ଶ୍ରୀମୟୀ ମିଶ୍ର ଓ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ନାଁ ସାଂସଦ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ମଧ୍ୟ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଜେଡ଼ିର…

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ…

ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାରେ ନବୀନଙ୍କ ଉଦ୍ଦେଶ୍ୟ ଭଲ ନୁହେଁ କହିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଓଡ଼ିଶାରୁ ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ନବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କ ପାଇଁ ରାଜ୍ୟରେ ବିରୋଧୀ ବିଜେପି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ନଥିଲେ ମଧ୍ୟ ଅଶ୍ୱିନୀ…

ନବରଙ୍ଗପୁରରେ ରାଜନାଥଙ୍କ ଦମ୍ଭୋକ୍ତି, ‘ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର’

ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ…

ମହିଳା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ମହିଳା କଂଗ୍ରେସ ଅଧ୍ୟକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ନବୀନ ପଟ୍ଟନାୟକ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଲକା ଲାମ୍ବା। ପ୍ରତିଦିନ ୭ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ…

ଓଡ଼ିଶା ଗସ୍ତ ବାବଦରେ ଟୁଇଟ୍ କରି ସ୍ପଷ୍ଟ କଲେ ରାଜନାଥ ସିଂହ, ମାସ ଶେଷରେ ଆସିବେ ମୋଦୀ!

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓଡ଼ିଶାରେ ନିଜର ପ୍ରଚାରକୁ ଜୋରଦାର କରିବା ସହ ଶାସକ ବିଜେଡିକୁ ଚ୍ୟାଲେଞ୍ଜ କରିବ ବୋଲି ଆଶା ରଖିଛି। ଦଳର ରାଷ୍ଟ୍ରୀୟ ନେତାମାନେ ଦ୍ରୁତ ଗତିରେ ରାଜ୍ୟ ଗସ୍ତରେ ଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶନ…