Latest Odisha News

BREAKING NEWS

Browsing Category

ରାଜନୀତି

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ସାଂସଦଙ୍କୁ ମିଳିଲା ଟିକେଟ

ହାଇଦ୍ରାବାଦ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତ ଚଳାଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୫୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ରାଜ୍ୟର ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା। କିନ୍ତୁ…

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସରେ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ସେମାନେ ବ୍ୟଗ୍ର ଓ ବ୍ୟସ୍ତ  । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ…

ଛତିଶଗଡ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ୩ ଓଡ଼ିଆ 

ରାୟପୁର:ଛତିଶଗଡରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ୩ ଓଡ଼ିଆ  । ସମସ୍ତ ତାରକା ପ୍ରଚାରକଙ୍କ ତାଲିକା ଆଜି ଦଳ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ୪୦ ଜଣ ତାରକା ପ୍ରଚାର ରହିଛନ୍ତି । ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି ।…

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର…

ବିଜେପିକୁ ଭୋଟ ଦେବା ପାଇଁ ମୋଦି ଲେଖିଲେ ଚିଠି, କଂଗ୍ରେସ କହିଲା ହାରିବା ଭୟ ଘାରିଛି !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମପିରେ ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହ ଚାଲିଥିବା ବେଳେ ଏବେ କଂଗ୍ରେସ ୨୩୦ ସିଟ ମଧ୍ୟରୁ ୨୨୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା…

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି। ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇଲା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି: ବିଜେପି

ଭୁବନେଶ୍ୱର: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଯାଇ ଓଡିଶା ସରକାରଙ୍କର…