Latest Odisha News

BREAKING NEWS

Browsing Category

ରାଜନୀତି

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି। ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି…

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ…

ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ରେ ଓମ ପ୍ରକାଶ ରାଜଭରଙ୍କୁ ମିଳିବ ୨ ମନ୍ତ୍ରଣାଳୟ !

ଲକ୍ଷ୍ନୌ: ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେଇଛନ୍ତି। ତାଙ୍କର ଯୋଗ ଦେବା ପରେ ପ୍ରଶ୍ନ ଉଠୁଛି ଯେ ସେ କେବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ କ୍ୟାବିନେଟରେ ଯୋଗଦେବେ। ଏହି ସମୟରେ ଓମ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭର ଏକ ବଡ଼…

ଅର୍କ ବିଜେପିରେ ସାମିଲ, ଜିଲ୍ଲାରେ ହୋଇପାରେ ବଡ଼ ଦଳୀୟ ପରିବର୍ତ୍ତନ

କଳାହାଣ୍ଡି: ଜିଲ୍ଲାର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପତ୍ନୀ ମାଳବିକା ଦେବୀଙ୍କ ସହ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ମୁଖ୍ୟତଃ ଉଭୟ ପତି ଓ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଉପର ନେତାଙ୍କଠୁ…

ରମେଶ ବିଧୁଡ଼ୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ। ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ବିଜେପି ରମେଶ ବିଧୁଡ଼ୀଙ୍କୁ ଟୋଙ୍କ ଜିଲ୍ଲାର…

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ଭୁବନେଶ୍ୱର: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତ୍ତିକୁ ନେଇ ସନ୍ଦିହାନ। ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତ୍ତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା…

ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରୁ ଦୁଇ ବିଜେପି ବିଧାୟକ-ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଗୁରୁବାର ଗୃହରେ କାର୍ଯ୍ୟ ଚାଲୁଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଉପରକୁ…

‘କିଏ ଏହି ଶ୍ରଦ୍ଧା ? ନବୀନ ନିବାସକୁ କାହିଁକି ରହିଛି ଅବାଧ ପ୍ରବେଶ ?’

ଭୁବନେଶ୍ୱର: ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ । ଶ୍ରଦ୍ଧା ନାମ୍ନୀ ଜଣେ ମହିଳାଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି…

ମୋଦିଙ୍କ ପୂର୍ବରୁ ରାହୁଲ ରାମ ମନ୍ଦିରରେ ପୂଜା ସାରିଦେବେ !

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ। ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ବିଜେପି ଦେଶବ୍ୟାପୀ ମାହୋଲ ତିଆରି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। ଏପରିକି ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଅଯୋଧ୍ୟା…

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ…