Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନ ଲଢିବେନି ନରସିଂହ ମିଶ୍ର, ସାନପୁଅ ସମରେନ୍ଦ୍ର ହେବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ଅଧିକ…

ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରତିଦ୍ବନ୍ଦି ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ…

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…

ବିଜେପି ବିରୋଧରେ ଲଢ଼ିବେ ଏକନାଥ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ସିନ୍ଦେ ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା…

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି। ଏମପି ମୁରଲୀଧରନଙ୍କ…

ଶର୍ମିଳାଙ୍କ ହାତ ଧରିଲେନି ରାହୁଲ, ଏବେ ଏକା ଲଢ଼ିବେ

ଭୁବନେଶ୍ୱର: ଉଦ୍ୟମ ବ୍ୟର୍ଥ ହେଲା। ଆଶା ଭାଙ୍ଗିଗଲା। ଆଉ କଂଗ୍ରେସ ସହ ନୁହେଁ ବରଂ ଏକାକୀ ତେଲେଙ୍ଗାନାର ସମସ୍ତ ୧୧୯ ଟି ବିଧାନସଭା ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା। ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ ବୈଠକରେ ସେ ଏହି…

ବିଜେଡିର ଚିନ୍ତା ବଢ଼ାଉଛନ୍ତି ଅମାନିଆ ନେତା !

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଆସନ୍ନ ହେଉଥିବା ବେଳେ ଦଳ ବିଭିନ୍ନ ଆକର୍ଷଣୀୟ ସ୍କିମ ମାଧ୍ୟମରେ ଓଡିଶାବାସୀଙ୍କ ମନ…

ଏପମିରେ ଜାତିକୁ ନେଇ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସ ଜାତି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିବାକୁ ଯୋଜନା କରିଛି। ଏମପିରେ ବିଜେପି ଏ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ୧୩୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି। ସେସବୁ ସିଟରେ ଜାତିଗତ ଆଧାରକୁ ନେଇ କଂଗ୍ରେସ ବିଜେପିକୁ ଘେରିବାକୁ ସବୁ ପ୍ରସ୍ତୁତି…

କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବେ ବିନୋଦ ମହାପାତ୍ର ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରୂପକ ତୁରୁକଙ୍କ ସ୍ଥାନରେ ବିନୋଦ ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି…

ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ'। ବିଜେଡ଼ି/ବିଜେପିର…