Latest Odisha News

BREAKING NEWS

Browsing Category

ରାଜନୀତି

କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଥିଲେ । ଅବସର ପରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ…

‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’: କଲେଜ କ୍ୟାମ୍ପସ ପାଲଟିବ କି ବିଜେଡିର ପ୍ରୟୋଗଶାଳା?

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ବେଳେ ବିଜେଡି ସରକାରର 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ଯକ୍ରମକୁ ନେଇ ସାରା ଓଡ଼ିଶାର କଲେଜଗୁଡ଼ିକରେ ବିବାଦ ତେଜିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ଯୋଜନାକୁ ବିଜେଡିର ପ୍ରଚାର ପାଇଁ ବ୍ୟବହାର କରୁଛି ଏବଂ ସେମାନଙ୍କ କଲେଜକୁ ଦଳୀୟ…

ଆପ୍ ର ୧୨ ତମ ସ୍ଥାପନା ଦିବସ;ସିସୋଦିଆଙ୍କୁ ମନେପକାଇଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟି (ଆପ୍)ର ୧୨ ତମ ସ୍ଥାପନା ଦିବସ । ଏହି ଅବସରରେ ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ୨୦୧୨ ମସିହା ଆଜିର ଦିନରେ ଆମ୍ ଆଦମୀ ପାର୍ଟି ସ୍ଥାପନ…

ଆପ୍ ଓଡିଶା ପକ୍ଷରୁ ନୂଆ ରାଜ୍ୟ ସମ୍ପାଦକ ହେଲେ ଅଶୋକ କୁମାର ତ୍ରିପାଠୀ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ଅଶୋକ କୁମାର ତ୍ରିପାଠୀ । ଅଶୋକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ…

ବିଜେପି ଦେଲା ଧମକ: ଆଦିବାସୀ ଜମି ହସ୍ତାନ୍ତର ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଡିସେମ୍ବର ୧ରୁ ଜନ ଅନ୍ଦୋଳନ

ଭୁବନେଶ୍ୱର:ଆଦିବାସୀଙ୍କ ଜମି ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି । ସାଧାରଲ ଲୋକ ଓ ଶିଳ୍ପପତି କିପରି ଆଦିବାସୀଙ୍କ ଜମିକୁ ହଡପ କରିବେ ସେଥିପାଇଁ ସୁୁୁଚିନ୍ତିତ ଯୋଜନା କରୁଥିଲେ ସରକାର । ହେଲେ ବିରୋଧି ତାହା କରିବାକୁ ଦେବେନି । ଏ ନିଷ୍ପତ୍ତି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଯଦି ନ…

ବିରୋଧୀଙ୍କ ପ୍ରଶ୍ନ: ଭୟରେ ନା କାହା ଚାପରେ ଶୀତକାଳୀନ ଅଧିବେଶନ ବନ୍ଦ କଲେ ସରକାର ?

ଭୁବନେଶ୍ୱର: ହଠାତ ବନ୍ଦ ହୋଇଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ବିରୋଧି ସ୍ତବ୍ଧ । ୩୦ଦିନର କାର୍ଯ୍ୟକ୍ରମ ୪ ଦିନରେ ସାରିଦେଲେ ? ହେଲେ କାହିଁକି ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରଶ୍ନତାଲିକା ସଜାଡି ରଖିଥିଲେ ବିରୋଧି । ସରକାରଙ୍କୁ ଘେରିବା ପାଇଁ କେତେ ରଣନୀତି ପ୍ରସ୍ତୁତ…

ରାଜ୍ୟପାଳ ବିଶ୍ବଭୂଷଣଙ୍କୁ ସସ୍ମିତଙ୍କ ସମାଲୋଚନା, ଅନଭିଜ୍ଞ କହି ଶାଣିତ ଜବାବ ଦେଲେ ପୃଥ୍ବୀରାଜ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ରାଜ୍ୟପାଳ ଏକ ଆଲେଖ୍ୟ ଜରିଆରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଜେଡି ନେତା ସସ୍ମିତ ପାତ୍ର ପ୍ରେସମିଟ୍ କରି ରାଜ୍ଯପାଳଙ୍କ…

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ…

ଆଦିବାସୀ ଜମି ହସ୍ତାନ୍ତର ବିଲ ପ୍ରତ୍ୟାହାର ଦାବି କଲା ବିଜେପି; ରାଜ୍ୟପାଳଙ୍କୁ ଭେଟି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଚାଲିପାରିନି । ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକାର୍ଯ୍ୟ ଚାଲିପାରି ନ ଥିଲା  ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ…