Latest Odisha News

BREAKING NEWS

Browsing Category

ରାଜନୀତି

ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ, ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କର  ଭୁବନେଶ୍ୱରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଶନିବାର ରାତିରେ ଭୁବନେଶ୍ବରରେ ଥିବା ସିପିଆଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ଶେଷ ନିଶ୍ୱାସ ତ୍ୟାଗ…

କାହିଁକି ଦିଲ୍ଲୀ ଡେପୁଟେସନରେ ଯିବେ ଆଇଏଏସ ନିକୁଞ୍ଜ ବିହାରୀ ଧଳ ?

ନୂଆଦିଲ୍ଲୀ: ଦିଲ୍ଲୀ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ଧଳଙ୍କୁ କେନ୍ଦ୍ର ସଂସଦୀୟ ବିଭାଗ ସଚିବ ଭାବେ ନିଯୁକ୍ତି ମିଳିଛି । ତେବେ ରାଜ୍ୟ ପ୍ରଶାସନର ଅନ୍ୟତମ ପ୍ରଭାବଶାଳୀ ଅଧିକାରୀ…

ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଆସିଲେନି ହେଭିୱେଟ୍‌!

ଭୁବନେଶ୍ୱର: ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ କିଛି ହେଭିୱେଟ ନେତା। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ। ସେହିପରି ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ…

ନବମ ଥର ନବୀନ ହେବେ ସଭାପତି; ନୂଆ ରୂପ ନେବ ଦଳୀୟ ସଙ୍ଗଠନ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି । ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ଦଳର ରାଜ୍ୟ ପରିଷଦ…

ବିହାର ନିର୍ବାଚନ: କାହିଁକି ମିଥିଳାଞ୍ଚଳକୁ ଫୋକସ୍?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ମିଥିଳାଞ୍ଚଳ । ନୀତିଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଏନଡିଏ ହେଉ କି ବିରୋଧୀ ମହାଗଠବନ୍ଧନ, ସବୁ ଦଳର ଫୋକସରେ ରହିଛି ବିହାରର ଏହି ଅଞ୍ଚଳ । ମିଥିଳାଞ୍ଚଳର ଝଞ୍ଜାରପୁରରୁ ବିହାର ନିର୍ବାଚନ ପାଇଁ…

ନବମ ଥର ନବୀନ…ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ଛଡା ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଆଗରେ ଏଥର ଅନେକ ଚ୍ୟାଲେଞ୍ଜ । ୨୪ବର୍ଷ ଧରି କ୍ଷମତାରେ…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର…

ବିଜୁ ପଟ୍ଟନାୟକ…କେବଳ ନାଁ ନୁହେଁ ବ୍ରାଣ୍ଡ

ଭୁବନେଶ୍ବର: ରାଜ୍ୟ ପାଳିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏବେ ରାଜ୍ୟ ରାଜନୀତିରେ ବିଜୁବାବୁ କେବଳ ନାଁ ନୁହେଁ ଏକ ବ୍ରାଣ୍ଡ। ତାଙ୍କ ଉପସ୍ଥିତିଠୁ ଅଧିକ ଅନୁପସ୍ଥିତିରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି ବିଜୁ ପଟ୍ଟନାୟକ । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ…

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ…

ହିନ୍ଦୁଙ୍କଠୁ ଆମେ ସମ୍ପୂର୍ଣ୍ଣ ଭିନ୍ନ: ପାକିସ୍ତାନ ସେନା ମୁଖ୍ୟ 

କରାଚୀ: ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ…