Latest Odisha News

BREAKING NEWS

Browsing Category

ରାଜନୀତି

BJD: ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ସିମୁଳିଆର ଶଶୀ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା । ଯଦି…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର

ମୁମ୍ବାଇ: ଦିବଙ୍ଗତ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ପରେ ବିଧାନସଭା ଭବନରେ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ଦଳର ବିଧାୟକ ନେତା ଭାବରେ ସୁନେତ୍ର ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁନେତ୍ର ପାୱାର ୨୦୨୪ ଲୋକସଭା…

Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ…

ଭୁବନେଶ୍ୱର: ବିଜେଡିର ଗୁରୁଦାୟିତ୍ଵ ତୁଲାଇବେ କି କଳିକେଶ? ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଲେ କାହିଁକି ଅଚାନକ କଳିକେଶକୁ ଡାକରା? ନବୀନଙ୍କ ସହ କଲେ କି ଆଲୋଚନା? ପୁଣି ବିଜେଡିରେ ଉତ୍ତରାଧିକାରୀ ଝଡ଼ ମୁଣ୍ଡ ଟେକିଛି। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦାବି ପରେ ତେଜିଛି…

Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ…

ମୁମ୍ବାଇ: ସୁନେତ୍ରା ପାୱାର ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଆଜି ଅପରାହ୍ନ ୨ ଟାରେ ଏନସିପି ଅଜିତ ପାୱାରଙ୍କ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ ହେଲେ ଏ ବିଷୟରେ ମୋତେ କିଛି ଜଣା ନାହିଁ। ଏହି ବୟାନ ଏନସିପି ସଭାପତି ଶରଦ ପାୱାର ଦେଇଛନ୍ତି। ସେ କହିଛନ୍ତି ଯେ…

କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର; ସେ ୟୁଥ୍ ଲିଡର, ନବୀନଙ୍କ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ଦିନ ବିଜେଡିର ଭବିଷ୍ୟତ ନେତୃତ୍ୱ ତଥା ତାଙ୍କର ପୂର୍ବ ମନ୍ତବ୍ୟକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଦଳର ଅପ୍ରତିଦ୍ୱନ୍ଦ୍ୱୀ ଏବଂ ସର୍ବୋଚ୍ଚ ନେତା, ଏବଂ ଜନସାଧାରଣଙ୍କ…

Maharashtra DYCM Face Sunetra Pawar: ସୁନେତ୍ରା ପାୱାର କିଏ? ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ନେଇ ବଢିଲା…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଶୋକର ଛାୟା ଖେଳିଯାଇଛି। ମହାରାଷ୍ଟ୍ରର ଫଡନାଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି ସମୟରେ, ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଉପମୁଖ୍ୟମନ୍ତ୍ରୀ ପଦବୀ ଖାଲି ପଡ଼ିଛି, ଏବଂ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନସିପିର ଭବିଷ୍ୟତ କ’ଣ? କିଏ ହେବ ଉତ୍ତରାଧିକାରୀ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଓ ଏନସିପିର ପ୍ରମୁଖ ନେତା ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ଦଳରେ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି। ବାରାମତି ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଦଳର ଭବିଷ୍ୟତ ନେତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ…

କେତେ ସମ୍ପତ୍ତିର ମାଲିକ ଥିଲେ ଅଜିତ ପାୱାର…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାରାମତିରେ ଅବତରଣ କରିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାରାମତିରେ ପହଞ୍ଚିଥିଲେ କିନ୍ତୁ ଅବତରଣ ସମୟରେ…

ରାଜ୍ୟସଭା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ; ହୋଇପାରେ ବଡ଼ ଗେମ୍

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସମ୍ଭାବ୍ୟ ମେଣ୍ଟ ଏବଂ ସମୀକରଣକୁ ନେଇ ମତ ଦେବା ଆରମ୍ଭ କରିସାରିଲେଣି। ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣା ବିଷୟରେ ଆଲୋଚନା…

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ବୁଧବାର ୨୮ ଜାନୁଆରୀ ସକାଳେ ଅଜିତ ପାୱାରଙ୍କ ଚାର୍ଟର୍ଡ ବିମାନ ବାରାମତିରେ ପହଞ୍ଚିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଅଜିତ ପାୱାର ଓ ପାଇଲଟଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଅସମୟରେ ଘଟିଥିବା…