Latest Odisha News

BREAKING NEWS

Browsing Category

ରାଜନୀତି

ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ!

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ ଅଭିଯୋଗ ହୋଇଛି। ରାଜଧାନୀ ସ୍ଥିତ ବାଣୀ ବିହାରର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଭଳି ଏକ ଶକ୍ତିଶାଳୀ ଶବ୍ଦ ଯୋଗୁଁ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା ବିଶ୍ୱବିଦ୍ୟାଳୟର ପୁରୁଷ…

ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ… 

ନୂଆଦିଲ୍ଲୀ: ଦିଲ୍ଲୀର ଏକ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ କୋକ୍ରୋଚ୍ ଜନତା ପାର୍ଟି (CJP) ନେତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୦ ତାରିଖରେ CJP ପ୍ରତିବାଦରେ ଯୋଗ ଦେବାକୁ ଆସିଥିବା ଏହି ତିନି…

Student Polls: ଜେନ୍‌-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ…

ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିଜେପି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ (ବିଜେଡି)। ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ କରାଯାଉଥିବା, ନିୟମକୁ ମନଇଚ୍ଛା ବଦଳାଯାଉଥିବା ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ…

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି

ଭୁବନେଶ୍ୱର: ଏସ୍‌ଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ ଏବଂ ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳ ଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହେବ ବିଜେଡି । ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ବହୁ ଚର୍ଚ୍ଚା ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ଖୁବଶୀଘ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "…

Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !

ପଂଜାବ: କଂଗ୍ରେସର ନୂଆ ଚାଲ୍ । ପଂଜାବ ରାଜନୀତିରେ ଆସିଲା ପଦ୍ମଶ୍ରୀ ପରଗତ ସିଂଙ୍କ ସମୟ । ପଂଜାବ କମାଣ ଧରିଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପରଗତ୍ ସିଂଙ୍କ ଚର୍ଚ୍ଚା । ପୂର୍ବତନ ହକି ଖେଳାଳି ପରଗତ ସିଂଙ୍କୁ କଂଗ୍ରେସ ନିଜ ପଂଜାବ ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ରାଜନୀତିରେ…

ଶିବାଜୀ ପାର୍କରେ ‘ଶାନ୍ତିପୂର୍ଣ୍ଣ ଆନ୍ଦୋଳନ’ ନାଁରେ ଆଇନର ଉଲ୍ଲଂଘନ? ୪ ଜଣଙ୍କ ବିରୋଧରେ ଶିବାଜୀ ପାର୍କ…

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କଠାରେ ବିନା ଅନୁମତିରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ତଥା ଜନସମାବେଶ ଆୟୋଜନ କରିବା ଉଦ୍ୟମ ଏବେ ନୂଆ ବିବାଦର ସୂତ୍ରପାତ କରିଛି । ଏହି ବେଆଇନ କାର୍ଯ୍ୟକଳାପକୁ ବିରୋଧ କରି ସ୍ଥାନୀୟ ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ଅଭିଜୀତ ଦୀପକେ, ସୌରଭ ଦାସ, ଆଶୁତୋଷ…

ସବୁ କ୍ଷେତ୍ରରେ ଫେଲ୍ ମାରିଛି ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଉଦ୍‌ବୋଧନ ଦେଇ…

ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । ସରକାରୀ ସ୍ତରରେ ବି…

ଟ୍ରମ୍ପଙ୍କ ପ୍ରଚାରରେ ଖର୍ଚ୍ଚ ହେଉଛି କି ସରକାରୀ ପାଣ୍ଠି!

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାରରେ ବ୍ୟବହୃତ ଏକ ବିଜ୍ଞାପନ ଏବେ ଟେଲିଭିଜନରେ ପ୍ରସାରିତ ହେଉଛି। ଅନେକ ଆଇନ ପ୍ରଣୟନକାରୀ…