Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିରେ କ୍ଷମତା ଲଢେଇ

ଭୁବନେଶ୍ବର: ବିଜେଡି ରାଜନୀତିରେ ଟୁଇଷ୍ଟ ପରେ ଟୁଇଷ୍ଟ। ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟ୍ ପରଠୁ ନେତାଙ୍କ ବୟାନବାଜିରେ ଉଠୁଛି ପଡୁଛି ରାଜନୀତି। ଦଳର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ପରଠୁ ଅନେକ ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିଲେ। ମୁନା ଖାଁ ନବୀନଙ୍କୁ ଭେଟିଲେ ତ…

ନବୀନଙ୍କ ନିରବତା ପଛରେ ଏସବୁ କାରଣ

ଭୁବନେଶ୍ବର: ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ବିଜେଡିରେ ଥମୁନି ଝଡ଼ । ରାଜ୍ୟସଭା ସାଂସଦ ମୁନା ଖାଁ ଭୁବନେଶ୍ବର ଫେରିବା ପରେ ସସ୍ମିତ ପାତ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ବିମାନବନ୍ଦରରେ ବର୍ଷିବା ପରେ ନବୀନ ନିବାସ ଯାଇଥିଲେ ମୁନା ଖାଁ । ବିଲ ସପକ୍ଷରେ ସସ୍ମିତ…

ମମତାଙ୍କୁ ମାତ୍ ଦେବାକୁ ରାମମନ୍ଦିର !

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତାଙ୍କ ବିଜୟ ରଥ ରୋକିବାକୁ ବିଜେପିର ବଡ଼ ପ୍ଲାନ୍ । ମମତାଙ୍କ ଜଗନ୍ନାଥ ମନ୍ଦିର, ଶୁଭେନ୍ଦୁ ଅଧିକାରୀଙ୍କ ରାମମନ୍ଦିର ! ରାମନବମୀଙ୍କୁ ନେଇ ଗତ କିଛି ଦିନ ଧରି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭାରେ ବିରୋଧୀ ଦଳ…

ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ, କହିଲେ, ‘ଓ୍ବାକଆଉଟ ମାନେ ସମର୍ଥନ’

ଭୁବନେଶ୍ବର: ବଢୁଛି ବିଜେଡିର ଅଡୁଆ । ଦଳ ଭିତରେ ବାହାରେ ସବୁଠି ବିରୋଧ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ବାକଫ୍ ବିଲକୁ ସମର୍ଥନ ଦେବାକୁ ନେଇ ଏବେ ତେଜିଛି ରାଜ୍ୟରାଜନୀତି । ବିରୋଧୀ ତ ବିରୋଧୀ ଦଳୀୟ ବରିଷ୍ଠ ଠାରୁ ନେଇ କନିଷ୍ଠ ସବୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ…

ଓ୍ବାକଫ୍ ନେଇ କାହିଁକି ବଦଳିଲା ବିଜେଡିର ନିଷ୍ପତ୍ତି?, ପ୍ରଫୁଲ୍ଲ ଘଡେଇ କହିଲେ, ‘ନବୀନ ସବୁ ଜାଣନ୍ତି’

ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା ଦେଖିଲେ, ସିଧା ସିଧା ଦଳରୁ ବାହାର କରୁଥିବା, ସୁପ୍ରିମୋ ନବୀନ, କାହିଁକି…

ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏହାରି ଭିତରେ ସମସ୍ତେ ଛାଇ ଖୋଜୁଥିବାବେଳେ ଓଡିଶା ରାଜନୀତି କିନ୍ତୁ ଆହୁରି ତାତିଛି । ବିଜେପିର ବର୍ତ୍ତମାନ ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ (ବିଜେଡି) ଉପରେ ବର୍ଷିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ ବଳଭଦ୍ର ମାଝୀ ଦାବି…

ବିଜେଡିରେ କନ୍ଦଳ ବେଳେ ନବୀନଙ୍କୁ “ଚୁପ୍ ସୈତାନ୍” କହି କଟାକ୍ଷ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ୱାକଫ (ସଂଶୋଧନ) ବିଲ୍‌, ୨୦୨୫କୁ ସମର୍ଥନ କରାଯିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି। ଦଳର ବରିଷ୍ଠ ନେତାମାନେ ଏହି ଘଟଣାକୁ ଦେଖି ସଭାପତି ନବୀନ ପଟ୍ଟନାୟକଙ୍କୁ ସସ୍ମିତଙ୍କ…

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?, ଇଙ୍ଗିତ କଲେଣି ବରିଷ୍ଠ ନେତା…

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ,…

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ…