Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିର ନୂଆ ଅଧ୍ୟକ୍ଷ ଘୋଷଣାକୁ ଅପେକ୍ଷା, ହଠାତ ଦିଲ୍ଲୀରେ ୩ ଶୀର୍ଷ ନେତାଙ୍କୁ ଯୋଗୀଙ୍କ ସାକ୍ଷାତ ବଢ଼ାଇଲା ଭିନ୍ନ…

ନୂଆଦିଲ୍ଲୀ: ସାରା ଦେଶ ଅପେକ୍ଷା କରିଛି ଶାସକ ଦଳ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ? ତାରିଖ ପରେ ତାରିଖ ଗଡ଼ି ଚାଲିଛି ହେଲେ କିଏ ହେବେ ଅଧ୍ୟକ୍ଷ ସେ ନେଇ କୌଣସି ନିର୍ଯାସକୁ ଆସିପାରିନି କି ମୋହର ମାରିପାରୁନି ବିଜେପିର କୋର କମିଟି। ସେହିପରି ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…

ମହାରାଷ୍ଟ୍ରକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ; ନିଶିକାନ୍ତ ଦୁବେ ଓ ରାଜ ଠାକରେ ମୁହାଁମୁହିଁ  

ମୁମ୍ବାଇ: ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀଙ୍କୁ ଟାର୍ଗେଟ କରିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୁବେଙ୍କ 'ସେମାନଙ୍କୁ ପିଟିବେ' ଜବାବରେ ରାଜ ଠାକରେ କହିଛନ୍ତି ଯେ,…

ଏଣିକି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ସାଂସଦ; ମେନୁରେ ସାମିଲ ମାଣ୍ଡିଆ, ଜଅ…

ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟଭାର ବଢ଼ାଇବା ପରେ ବର୍ତ୍ତମାନ୍ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦ, ଅଧିକାରୀ ଏବଂ ଭିଜିଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି। ବର୍ତ୍ତମାନ୍ ସାଂସଦ ର କ୍ୟାଣ୍ଟିନ ରେ ଅନେକ ସ୍ୱାସ୍ଥ୍ୟ କର ଖାଦ୍ୟ ଉପଲବ୍ଧ ରହିବା ନେଇ ସୂଚନା ମିଳିଛି।…

ଦିଦି ଖେଳିଲେ ଅସ୍ମିତା କାର୍ଡ !

କୋଲକତା: କମ୍ ହିନ୍ଦୀ ଅଧିକ ବଙ୍ଗଳା କହିବେ ଦିଦି। ଗୋଟିଏ ତୀରରେ ଅନେକ ନିଶାନା ! ମୋଦିଙ୍କ ଗସ୍ତ ପୂର୍ବରୁ ଦିଦିଙ୍କ ବଡ଼ ରଣନୀତି ! ଓଡିଶା, ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଅସ୍ମିତା କାର୍ଡ ! ଗତ ବୁଧବାର କୋଲକାତାରେ ବଡ଼ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ରାହୁଲ ବନାମ ହିମନ୍ତା…ବଢିଲା ତାତି 

ଦିଶପୂର୍ଆ: ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି। ରାହୁଲ ଗାନ୍ଧୀ ବନାମ ହିମନ୍ତା ବିଶ୍ବଶର୍ମା, ଜୋରଦାର ହୋଇଛି ବାକଯୁଦ୍ଧ। କ୍ଷମତାକୁ ଆସିଲେ ହିମନ୍ତାଙ୍କୁ ଜେଲ ପଠାଇବାକୁ ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ…

ବିରୋଧୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍: କହିଲେ, ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା ଜରୁରୀ ଥିଲା

ଭୁ‌ବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି…

ପୂର୍ବ ସରକାରଙ୍କୁ ସାଙ୍ଘାତିକ କଥା କହିଲେ ଅପରାଜିତା

ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । ଏହାର ପ୍ରଭାବରେ ସାରା ରାଜ୍ୟରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଅନେକ ଅନୁଷ୍ଠାନ ମଧ୍ୟ ବନ୍ଦ କରିଛି କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଲୋୟର ପିଏମଜିରେ କଂଗ୍ରେସ କର୍ମକର୍ତ୍ତା ଖୁବ ଜୋରରେ ରାଲି…

ସୌମ୍ୟାଶ୍ରୀ ଝଡ଼…ପଡ଼ିଲାଣି ଚାପ !

ଭୁବନେଶ୍ୱର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ ହୁଲୁସ୍ତୁଲୁ ପୂରା ରାଜ୍ୟ । ବୁଧବାର ବିଜେଡି ତ ଗୁରୁବାର ଗର୍ଜିବ କଂଗ୍ରେସ । ବଢୁଛି ପଛେ ଥମିବାର ନାଁ ନେଉନି ସୌମ୍ୟାଶ୍ରୀ ଝଡ଼ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା। କୁହାଯାଉଛି, ବିରୋଧ,…

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି। ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଅନୁଯାୟୀ,…

ଲୋକସେବା ଭବନ ଘେରାଉ କରିବ ବିଜେଡି; ସବୁ କର୍ମଚାରୀଙ୍କୁ ସାଢ଼େ ୯ ସୁଦ୍ଧା ଅଫିସ୍‌ ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବୁଧବାର ବିଜୁ ଜନତା ଦଳ (ବିଜେଡି) ଲୋକସେବା ଭବନ ଘେରାଉ କରିବାକୁ ଯାଉଛି। ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଓଡ଼ିଶା ସରକାର ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏକ ବିସ୍ତୃତ ପରାମର୍ଶ ଜାରି କରିଛନ୍ତି। ଗୃହ…