Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସର ରଣହୁଙ୍କାର: ବର୍ଷିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ବିରୋଧୀ କଂଗ୍ରେସର କାର୍ଯ୍ୟକଳାପ ନେଇ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରେସମିଟ କରି କଂଗ୍ରେସକୁ କଳେ କଡା ଟାର୍ଗେଟ । ରାଜ୍ୟରେ ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଗଲା କିଛି ଦିନ ବିଧାନସଭା ବାହାରେ ଏବଂ ଭିତରେ କଂଗ୍ରେସର ହଙ୍ଗାମା ନେଇ ଆଜି ପ୍ରେସ ମିଟ…

ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ, ଜଗିଛନ୍ତି ୮୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ…

ନିଆରା ଢଙ୍ଗରେ ଚା’ ପିଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ନିଆରା ଉପାୟରେ ଚା ଖଟିରେ ପ୍ରତିବାଦ କରିଛି କଂଗ୍ରେସ। ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି। ଅଗଣତାନ୍ତ୍ରିକ ଭାବେ ବାଚସ୍ପତି ନିଲମ୍ବିତ କଂଗ୍ରେସ ବିଧାୟକ…

ବିଧାନସଭାରେ ବାଦିପାଲା: ବିରୋଧୀଙ୍କ ଆଚରଣକୁ ନିନ୍ଦା କଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଶେଷରେ ମୁହଁ ଖୋଲିଛନ୍ତିବାଚସ୍ପତି ସୁରମା ପାଢ଼ି । ବୁଧବାର ସେ ନିଜର ମତ ରଖି ବିରୋଧୀ ବିଧାୟକଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୃହକାର୍ଯ୍ୟ ଚାଲୁଥିବା ସମୟରେ ଶୃଙ୍ଖଳା ଓ ମର୍ଯ୍ୟାଦା ବଜାୟ ରଖିବାର…

କଂଗ୍ରେସକୁ ଜୋରଦାର ଆକ୍ରମଣ କଲେ ଆଇନ୍ ମନ୍ତ୍ରୀ, ବିଜେଡିକୁ ବି ଧୋଇଦେଲେ

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ ବିରୋଧୀ ଦଳ, ଖାସକରି କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବିଧାନସଭାର କାର୍ଯ୍ୟକୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅଚଳ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଛି। ଏକ ସାମ୍ବାଦିକ ସମ୍ମିଳନୀରେ…

କାହିଁକି ଆରଜେଡି ସହ ହାତ ମିଳାଇଲା କଂଗ୍ରେସ ?

ନୂଆଦିଲ୍ଲୀ: ବିହାରରେ ଏକାଠି ଲଢିବେ କଂଗ୍ରେସ ଓ ଆରଜେଡି । ମହାଗଠବନ୍ଧନରେ ରହି ହିଁ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ବିହାର ନେତାଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିହାରରେ ବିଜେପିକୁ କିପରି କ୍ଷମତାରୁ ଦୂରରେ ରଖାଯିବ ସେନେଇ…

କଂଗ୍ରେସ ଆଗରେ ବିଜେଡି ପଛରେ !

ଭୁବନେଶ୍ବର: ଧାରଣା, ବିକ୍ଷୋଭ, ବିରୋଧ । ଗତ ୧୩ଦିନ ହେଲା ବିଧାନସଭା ହୁଲସ୍ତୁଲ କରୁଛି କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ କେତେବେଳେ କଳା ପୋଷାକ ପିନ୍ଧି ତ କେତେବେଳେ ଘଣ୍ଟ, ମହୁରୀ ବଜାଇ ପ୍ରତିବାଦ କରୁଛି ଦଳ । ଆକ୍ରାମକ ମୁଦ୍ରାରେ ରହିଛନ୍ତି କଂଗ୍ରେସର ୧୪ବିଧାୟକ । ଦଳର ବରିଷ୍ଠ…

ମୋଦି ମଡେଲ ଓଡିଶାରେ ଚଳାଉଛନ୍ତି: ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରୁ ଦଳର ସମସ୍ତ ୧୪ ଜଣ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଥିବା ସମୟରେ…

ଗାଈ ଗୋରୁଙ୍କୁ ମାରିଲା ପରି ମାରିଛନ୍ତି, ମୁଁ ଥାନାରେ ଏତଲା ଦେବି: ତାରା

ଭୁବନେଶ୍ୱର: ସସପେଣ୍ଡ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ତାଙ୍କ ସାର୍ଟ କଲର ଧରି ବିଧାନସଭା ସୁରକ୍ଷା କର୍ମୀ ତାଙ୍କୁ ଗାଈ ଗୋରୁଙ୍କୁ ମାରିଲା ପରି ମାରିଛନ୍ତି । ଏହା ସହ ସୁନା ଚେନ୍ ନେଇଯାଇଛନ୍ତି । ଯାହାକୁ ନେଇ ସେ ଖୁବଶୀଘ୍ର…

ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକଙ୍କ ସମର୍ଥନ କରି ବିଜେଡି ମଧ୍ଯ ପ୍ରତିବାଦ କରିଛି। ଏପରିକି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି…