Latest Odisha News

BREAKING NEWS

Browsing Category

ରାଜନୀତି

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ ।…

‘ବିଜେଡି ବିଜେପି ସରିଛି ଆସନ ବୁଝାମଣା’ ଅପେକ୍ଷା ଘୋଷଣାକୁ !

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଭିତରେ ବଢ଼ିଛି ଓଡ଼ିଶାରେ ଦୁଇ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ସମ୍ଭାବନା । ସୋସିଆଲ ମିଡିଆ ଏକ୍ସରେ ବରିଷ୍ଠ ସାମ୍ୱାଦିକ ରାଜଦୀପ ସରଦେଶାଇଙ୍କ ସଦ୍ୟତମ ପୋଷ୍ଟକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଇଛି…

ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ଲୋକସଭା ଆସନ?

ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ବିଜେଡି ଓ ବିଜେପି ମେଣ୍ଟ ସସପେନ୍‌ସ ପଛର କ’ଣ ରହିଛି ଡିଲ୍?

ଭୁବନେଶ୍ୱର: କାହିଁକି ଫାଇନାଲ୍ ହେଉନି ବିଜେଡି-ବିଜେପି ମେଣ୍ଟ? ବୁଝାମଣାରେ ବାଧା କେଉଁଠି ? କାହିଁକି ସିଲ୍ ହେଇପାରୁନି ମେଣ୍ଟ ଡିଲ୍ ? କାହିଁକି ଦୋଛକିରେ ମେଣ୍ଟ ସମ୍ଭାବନା ? କେବଳ ସିଟ୍ ଭାଗବଣ୍ଟା ନେଇ ଛିଡୁନି ଅଙ୍କ ନା ମିଶୁନି ପଦ୍ମ ଓ ଶଙ୍ଖ ଦଳ ନେତାଙ୍କ ମନ ? ଟପ୍ ନେତାଙ୍କ ମେଂଟ…

କେନ୍ଦ୍ରାପଡା କୁରୁକ୍ଷେତ୍ର ପୁଣି ଦେଖିବ କି ନେତା ବନାମ ଅଭିନେତା ଲଢ଼େଇ?

ଭୁବନେଶ୍ୱର: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଓହ୍ଲାଇବେ କାହାର ସେନାପତି ? ମେଂଟ ହେଲେ କାହାର କଟିବ ପତା ? କାହାକୁ ମିଳିବ ଟିକେଟ୍ ? ବିଜେଡି ନା ବିଜେପି, କାହା ଖାତାକୁ ଯିବ କେନ୍ଦ୍ରାପଡା ଲୋକସଭା ଆସନ ? ୧୯ ଦେଖିଥିଲା ରାଜନେତା, ଅଭିନେତା ଲଢେଇ । ଏଥର ରିପିଟ୍ ହେବେ ପ୍ରାର୍ଥୀ ନା…

ସିଏଏ: ମାଷ୍ଟରଷ୍ଟ୍ରୋକ୍ ନା ମିଷ୍ଟେକ୍ ?

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ, ସିଏଏ ବା ନାଗରିକତ୍ୱ ସଂଶୋଧନ ଆଇନ। ୫ ବର୍ଷ ତଳୁ ଏହା ଆଇନରେ ପରିଣତ ହୋଇଥିବା ବେଳେ ଲାଗୁ କରିବାର ଟାଇମିଂକୁ ନେଇ ଜୋରଜାର ଚର୍ଚ୍ଚା। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍ ସିଏଏ ଲାଗୁକୁ ନେଇ ତେଜିିଛି ରାଜନୀତି।…

ରାଜ୍ଯସଭା ପ୍ରାର୍ଥୀ ପାଇଁ ମିଳିଲାନି ପ୍ରସ୍ତାବକ, ନିରାଶ ହେଲେ ଓଡ଼ିଆ ବ୍ୟବସାୟୀ

ରାଞ୍ଚି: ଝାଡଖଣ୍ଡରେ ହେବାକୁ ଥିବା ଦୁଇ ରାଜ୍ୟସଭା ଆସନରୁ ପ୍ରାର୍ଥୀ ହେବାକୁ ନାମାଙ୍କନ ପତ୍ର କିଣିଥିବା ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର ଶେଷରେ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରସ୍ତାବକ ଭାବେ ଆବଶ୍ୟକ ସଂଖ୍ୟକ ବିଧାୟକ ନମିଳିବାରୁ ସେ ଏବେ ତାଙ୍କର ରାଜ୍ୟସଭା ସାଂସଦ ହେବା ସ୍ବପ୍ନ ମଉଳି…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ଶଙ୍ଖଭବନଠାରେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା…

ସିଏଏ ଲାଗୁ ହେବା ନେଇ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ସରକାର ସୋମବାର ତମାମ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ପୋଷ୍ଟରେ ଏନେଇ…

ବିଜେଡି-ବିଜେପି ବାହାଘର ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।…