Latest Odisha News

BREAKING NEWS

Browsing Category

ରାଜନୀତି

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍…

ବୈଜୟନ୍ତଙ୍କ ଟ୍ବିଟ୍…ବଢିଗଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢାଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥରୁରଙ୍କ ସହ ସେଲଫି ସହ ସେଥିରେ ଲେଖିଥିବା…

ଡିଲିମିଟେସନକୁ ବିରୋଧ କଲେ ନବୀନ

ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି। ସେ ୨୦୧୪ରେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ।…

ମାନ ସରକାରଙ୍କ ନିଷ୍ପତ୍ତି ପଛରେ ଏଇ ରଣନୀତି

ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ରାତିରେ ବର୍ଷେରୁ ଅଧିକ ସମୟ ଧରି ଧାରଣା ଦେଇଥିବା ଚାଷୀଙ୍କୁ ହଟାଇଲେ ଭଗଓ୍ବନ୍ତ ମାନ୍ ସରକାର । ଯେଉଁ ଚାଷୀଙ୍କ ସହ କେନ୍ଦ୍ର ମୁହାଁମୁହିଁ ହୋଇପାରିଲାନି, ସେମାନଙ୍କୁ ହଟାଇବାର ଦମ୍ ଦେଖାଇଲେ ମାନ୍ । ଶମ୍ଭୁ ଓ ଖନୌରୀ ସୀମାରୁ ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ବଳ…

ଶାସକ ଦଳକୁ ଅରୁଣଙ୍କ ନିଶାନା: ‘କାହିଁକି ଚାଲୁନି ବିରୋଧୀଙ୍କ ଭିଜୁଆଲ?’

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଉପସ୍ଥାପନା ରହିଥିବା ବେଳେ କାହିଁକି କେବଳ ଶାସକ ଦଳର ଭିଡିଓ ପ୍ରସାରିତ ହେଉଛି, ସେନେଇ ଶାସକଙ୍କୁ ପ୍ରଶ୍ନ କରି କଡା ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏମିତି ସରକାର ବିଧାନସଭାରେ କି କାମ ଚାଲିଛି ଯେ, ଏହାର…

ଦିଶା ସାଲିଆନ ମୃତ୍ୟୁ ଘଟଣା; ଆଦିତ୍ୟ ଠାକରେଙ୍କ ବିରୋଧରେ ମାମଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଝିଅ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ସେ ବୁଧବାର ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ…

ବିହାର ପାଇଁ କଂଗ୍ରେସ ମନରେ କ’ଣ ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ସ୍ଥିତି ମଜବୁତ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ପ୍ରଥମେ ବିହାରରେ ପ୍ରଭାରୀ ବଦଳାଇଥିଲା କଂଗ୍ରେସ ଆଉ ଏବେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଅଖିଳେଶ ପ୍ରସାଦ ସିଂଙ୍କ ଜାଗାରେ ରାଜେଶ କୁମାରଙ୍କୁ ବିହାରର ପ୍ରଦେଶ…

ଦେଶର କୋଟିପତି ବିଧାୟକ, ଏମାନଙ୍କ ପାଖରେ ରହିଛି ସର୍ବାଧିକ ସମ୍ପତ୍ତି… 

ନୂଆଦିଲ୍ଲୀ: ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ଆର୍ଥିକ ସତ୍ୟପାଠ ଅନୁଯାୟୀ, କିଛି ବିଧାୟକଙ୍କ ପାଖରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଅଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ବିଧାୟକମାନଙ୍କ ସମ୍ପତ୍ତିରେ…

‘କହ୍ନେୟା’ ଯାତ୍ରା…ବଳ ବଢାଇବ ନା ଚିନ୍ତା?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିଯୁକ୍ତିକୁ କଂଗ୍ରେସର ଫୋକସ୍ । ବେକାରୀ ସମସ୍ୟା ନେଇ ଦଳ ଦେଇଛି ଯୁଦ୍ଧଂ ଦେହୀ ଡାକରା । ବିହାରରେ କଂଗ୍ରେସର ପଳାୟନ ରୋକ, ଚାକିରି ଦିଅ ଯାତ୍ରା । ଯୁବ କଂଗ୍ରେସ ଓ ଏନଏସୟୁଆଇ ଦ୍ବାରା ପଦଯାତ୍ରା ଆରମ୍ଭ କରାଯାଇଛି । ଯାତ୍ରାରେ ଫୋକସରେ…