Latest Odisha News
Browsing Category

ରାଜନୀତି

୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ତା'ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି । ନିଶାଦ ପାର୍ଟି ଚଳିତ…

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, କାର୍ଯ୍ୟରୁ ବହିଷ୍କୃତ ହେଲେ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛି ଭିଜିଲାନ୍ସ ବିଭାଗ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ…

ମାୟାବତୀଙ୍କୁ ବଡ ଝଟକା, ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି । ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି ।…

ସମାଜବାଦୀ ପାର୍ଟି ଜାରି କଲା ଇସ୍ତାହାର; କ୍ଷମତାକୁ ଆସିଲେ ଅଟା ଠୁ ଡାଟା ଦିଆଯିବ ମାଗଣା

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । 'ଭିଜନ ଡକ୍ୟୁମେଣ୍ଟ' ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କୁହାଯାଇଛି । ସପା ଦେଇଥିବା ପ୍ରତିଶ୍ରୁତିରୁ ଏହା ସ୍ପଷ୍ଟ ହୋଇଛି ଯେ…

ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ତାରିଖ। ରାଜନୈତିକ ଦଳ ପ୍ରଚାର ପ୍ରସାର ଅଭିଯାନକୁ ଖୁବ ଚଞ୍ଚଳ କରିଲେଣି। ୨୦୨୪ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ରାଜନୈତିକ ଦଳ ପାଇଁ ଷ୍ଚାର ପ୍ରଚାରକ ପ୍ରଚାର କରୁଥିବା ବେଳେ ହେବି ୱେଟ ନେତା ମଧ୍ୟ ଜୋରସୋରରେ ଚଲାଇଛନ୍ତି ପ୍ରଚାର ଅଭିଯାନ। ତେବେ…

ଜେଲରେ କେଜ୍ରିୱାଲ: ବିଜେପିର ଲାଭ ନା କ୍ଷତି ?

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ । ଦିଲ୍ଲୀ ଲୋକସଭା ନିର୍ବାଚନରେ ଆସିବ କି ଆପ୍ ସୁନାମୀ ? ଆମ ଆଦମୀ ପାର୍ଟିକୁ ମିଳିବ କି ସହାନୁଭୁତି ଭୋଟ୍ ? ଫଳାଫଳ ଦେଖିବ କି କେଜ୍ରିୱାଲ କରିସ୍ମା ? ବିଜେପିର ଲାଭ କେତେ, କ୍ଷତି କେତେ ? ଇଡି ଅସ୍ତ୍ର ଅଭିଯୋଗ, ଓଲଟା କ୍ଷତି…

ମୁଁ ବିଜେପିରେ ଅଛି, ଖୁବଶୀଘ୍ର ରାଉଲକେଲା ପ୍ରାର୍ଥୀତ୍ୱ ସ୍ଥିର କରିବ ଦଳ: ଦିଲୀପ ରାୟ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟ ଦିଲ୍ଲୀରୁ ଫେରିବା ପରେ ରାଉରକେଲାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ। ସାଧାରଣ ଲୋକ ଓ ବିଜେପି…

ଓଡ଼ିଶା ପାଇଁ ୫୯ ଜଣିଆ ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି। ଆଜି ବିଜେଡ଼ି ୩୮ ଜଣିଆ କମିଟି ଗଠନ କରିଥିବା ବେଳେ କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଉକ୍ତ କମିଟିରେ ଭକ୍ତ ଚରଣ ଦାସ…

ବ୍ରହ୍ମଗିରିରେ ଉମା ଉପାସନା ଲଢେଇ

ଭୁବନେଶ୍ୱର: କାହାକୁ ବାଛିବ ବ୍ରହ୍ମଗିରି ? ଦାଦାଙ୍କ ପରେ ପୁଣି ପଦ୍ମ ଫୁଟାଇବେ କି ଉପାସନା ? ପୁଣି ବିଜେପିକୁ ଦେବେ କି ବିଜୟ ଭେଟି ? ନା ବିଜେପିଠାରୁ ବ୍ରହ୍ମଗିରି ଛଡାଇ ନେବେ ଉମା ? କେତେ ସଫଳ ହେବ ବିଜେଡିର ବ୍ରହ୍ମଗିରି ରଣନୀତି ? ଉମା ସାମନ୍ତରାୟଙ୍କୁ ସିପାହି କରି ସଫଳତା ପାଇବ କି ଦଳ…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି। ଏହି…