Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ଜନତା ମଇଦାନ ପରିଦର୍ଶନ କରିଛନ୍ତି। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଜାରି ରହିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ବିଜେପିର ୧ ବର୍ଷ ପୂର୍ତ୍ତି ଅବସରରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଇସ୍ରାଏଲ ବହୁତ ବଡ଼ ଭୁଲ କରିଦେଇଛି; ଇରାନ କେବେ ଆତ୍ମସମର୍ପଣ କରିବନି: ଖାମେନି

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ଇରାନକୁ ଆତ୍ମ ସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲେ। ଯାହାପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବୁଧବାର ଦେଶକୁ…

ଶ୍ରୀକ୍ଷେତ୍ରରୁ ବିଜେଡ଼ି ଆରମ୍ଭ କଲା ଜନ ଜାଗରଣ ଅଭିଯାନ

ପୁରୀ: ରାଜ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ଏହି ଅବସରରେ ବିଭିନ୍ନ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ବିଜେପି ତା'ର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ତେବେ ବିଜେପିର ଏଭଳି ପୂର୍ତ୍ତି ଉତ୍ସବକୁ କାଉଣ୍ଟର ଆଟାକ କରିଛି ବିଜେଡ଼ି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଗତ…

ତୁମେ ବେଷ୍ଟ; ମୋଦି ଓ ମେଲୋନୀଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ମଙ୍ଗଳବାର ଦିନ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ମୋଦିଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ଆସନ୍ତା ୨୦ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ, ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସ୍ପିଜି),…

ଟ୍ରମ୍ପଙ୍କ ଚେତାବନୀ; ତୁରନ୍ତ ତେହେରାନ ଖାଲି କର

ୱାଶିଂଟନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ରାଜଧାନୀ ତେହେରାନର ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ଟ୍ରମ୍ପ ସମସ୍ତ ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛନ୍ତି। ଏହା ସହିତ ଟ୍ରମ୍ପ ପୁଣି ଥରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III' ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି।…

ରାଜ Vs ଉଦ୍ଧବ ଠାକରେ ନା ରାଜଙ୍କ ସହ ଉଦ୍ଧବ ?

ନୂଆଦିଲ୍ଲୀ: ହାତ ମିଳାଇବେ କି ରାଜ ଠାକରେ ଓ ଉଦ୍ଧବ ଠାକରେ ? ଗତ କିଛି ଦିନ ହେଲା ମହାରାଷ୍ଟ୍ର ରାଜନୀତିର ଦୁଇ ସଂପର୍କୀୟ ଭାଇ ଏକାଠି ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଉଭୟ ପକ୍ଷ ପରିବାର ପୁନର୍ମିଳନ ନେଇ ସଂକେତ ବି ଦେଇଥିଲେ । ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ମ୍ୟୁନିସିପାଲିଟି…

ମାନଚିତ୍ରରେ ଭାରତର ସୀମାକୁ ଭୁଲ ଦର୍ଶାଇଥିଲା ଇସ୍ରାଏଲ; ବିବାଦ ପରେ କ୍ଷମା ମାଗିଲା  

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଶୁକ୍ରବାର ଦିନ ଏକ ମାନଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ୍ ବିବାଦ ସୃଷ୍ଟି ହୋଇଥିଲା। ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା…