Latest Odisha News

BREAKING NEWS

Browsing Category

ରାଜନୀତି

‘ଦିଲ୍ଲୀ ବିଜୟ ପରେ ୨୦୨୬ରେ ଦିଦିଙ୍କ ପାଳି’

କୋଲକତା: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇଛି । ଆପକୁ ହରାଇ ଦିଲ୍ଲୀର ଶାସନ ଗାଦିରେ ବସିଛି ବିଜେପି । ଏନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ସେ କିଛନ୍ତି ଯେ, ୨୦୨୬ରେ ପଶ୍ଚିମବଙ୍ଗ ପାଳି ।…

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରେସରେ ୫ ନେତା… 

ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରିପାରିଛି। ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ବିଜେପି କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ…

ନା ବୋହୂ ମିଳୁଛି ନା ବହୁମତ; ରାହୁଲଙ୍କୁ କାହିଁକି କଟାକ୍ଷ କଲେ ପରେଶ ରାୱଲ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ​​ବିଜେପି ବହୁମତ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନରେ ପାଇଛି। ଅପରପକ୍ଷରେ ବିଜେପି ୪୮ଟି ଆସନ ଜିତିଥିବା ବେଳେ ଏହି ନିର୍ବାଚନରେ ​​କଂଗ୍ରେସ ସବୁଠାରୁ ଖରାପ…

ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ବାଛିବ ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି କ୍ଷମତାକୁ ଫେରିଛି ବିଜେପି । ଜାତୀୟ ରାଜଧାନୀରେ କମାଲ୍ କରିଛି ମୋଦିଙ୍କ ମ୍ୟାଜିକ୍ । ୧୯୯୮ ପରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ, କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏଥର ଦିଲ୍ଲୀରେ କୌଣସି…

କାହିଁକି ଦିଲ୍ଲୀ ହାରିଲା ଆପ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ତେବେ ପ୍ରଶ୍ନ ଉଠୁଛି, ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ପରି…

ପରାଜୟ ପରେ ମୁହଁ ଖୋଲିଲେ କେଜ୍ରିୱାଲ… 

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ ଜନତାଙ୍କୁ କହିଛନ୍ତି, “ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଲୋକମାନେ…

ଦିଲ୍ଲୀ ବିଧାନସଭା ନିର୍ବାଚନ; ହାରିଲେ ଆପ ପ୍ରାର୍ଥୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗୁଛି। ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ପ୍ରାର୍ଥୀ ହେବା ପରେ ଜଙ୍ଗପୁରା…

‘ନିଜ ନିଜ ଭିତରେ ଆହୁରି ଲଢ’: ଦିଲ୍ଲୀ ଫଳାଫଳକୁ ନେଇ ଆପ୍-କଂଗ୍ରସକୁ ଏପରି କହିଲେ ଓମାର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରୁଥିବା ଦେଖାଯାଉଛି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ପରି ମନେ ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ୍…

ଦିଲ୍ଲୀ ହାରିଲେ ଆପ୍ ପାଇଁ ବଡ଼ ସଂକଟ

ନୂଆଦିଲ୍ଲୀ: ଦିଲ୍ଲୀ ହାରିଯିବ କି ଆମ ଆଦମୀ ପାର୍ଟି? ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ ଆପ୍ ଦିଲ୍ଲୀ ହାରିବା ନେଇ ଆକଳନ କରାଯାଇଛି । ତେବେ ଯଦି ଏକଜିଟ୍ ପୋଲ ଆକଳନ ସତ ହୁଏ, ତେବେ ଆପକୁ ଦିଲ୍ଲୀ ପରାଜୟ ମହଙ୍ଗା ପଡିପାରେ । ଆପ୍ ଯଦି ନିର୍ବାଚନ ହାରେ ତେବେ ଦଳ ଇଭିଏମ୍ ଉପରେ ପ୍ରଶ୍ନ କରିବା…

ଦିଲ୍ଲୀରେ ଶୂନ ସ୍କୋର ସହ ହ୍ୟାଟ୍ରିକ୍ କରିବ କଂଗ୍ରେସ?

ନୂଆଦିଲ୍ଲୀ: ଦିଲ୍ଲୀରେ କେମିତି ପ୍ରଦର୍ଶନ କରିବ କଂଗ୍ରେସ? କମାଲ୍ କରିବ ନା ପୁଣି ନିରାଶ କରିବ? ଏକଜିଟ ପୋଲ ସତ ହେଲେ ଏଥର ବି ଦିଲ୍ଲୀରୁ ନିରାଶା ପାଇପାରେ କଂଗ୍ରେସ । ଅଧିକାଂଶ ବୁଥବାହୁଡା ସର୍ଭେରେ କଂଗ୍ରେସ ଶୂନ ସ୍କୋର ସହ ହ୍ୟାଟ୍ରିକ୍ କରିପାରେ ବୋଲି ଆକଳନ କରାଯାଇଛି। ଗତ ଦୁଇଟି…