Latest Odisha News

BREAKING NEWS

Browsing Category

ରାଜନୀତି

ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ !

ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର…

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ…

ଢେଙ୍କାନାଳରେ ୩୦୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହିତ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

ISI ଏବଂ RAW ଏକାଠି ହେଲେ ଆତଙ୍କବାଦ ଦୂର ହୋଇପାରିବ: ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦକ୍ଷିଣ ଏସିଆରୁ ଆତଙ୍କବାଦକୁ ଦୂର କରିବା ପାଇଁ ପରାମର୍ଶ ଦେଉଛି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଯଦି ଦୁଇ…

ଜୁନ୍ ୪…ବର୍ଷେ ପରେ କିଏ କେଉଁଠି?

ଭୁବନେଶ୍ବର: ଜୁନ୍ ୪ । ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ଜଣେ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ରାଜସ୍ୱ ବୋର୍ଡର ସଚିବ ଭାବରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ତାଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତି…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର'କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା…

ସାଂସଦଙ୍କ ପ୍ରେମରେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ସାଂସଦ ପ୍ରିୟା ସରୋଜଙ୍କ ରିଲେସନସିପ ଚୂଡ଼ାନ୍ତ ହୋଇଛି। ଆଇପିଏଲ୍ ଶେଷ ହେବା ପରେ ଉଭୟ ଜୁନ୍ ୮ ତାରିଖରେ ନିର୍ବନ୍ଧ କରିବେ। ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ…

ପୁଣି ବାପା ହେଲେ ମସ୍କ; ଦାବି କଲେ ଜାପାନୀ ପପ୍ ଷ୍ଟାର

ନୂଆଦିଲ୍ଲୀ: ୪୭ତମ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ପରେ DOGE ଗଠନ ସତ୍ତ୍ୱେ ସେ ହ୍ୱାଇଟ୍ ହାଉସରେ ତାଙ୍କ ଭୂମିକାରୁ ଇସ୍ତଫା ଦେଇଥିଲେ। ତେବେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ…

ଇଣ୍ଡୋନେସିଆରେ ବିଜୁ ହଲର ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ଇଣ୍ଡୋନେସିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି। ଏହି ଅବସରରେ…