Latest Odisha News

BREAKING NEWS

Browsing Category

ରାଜନୀତି

ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଶୁକ୍ରବାର ଦିନ ବିଜେଡି ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରିଛି। ତେବେ ଏହା ପୂର୍ବରୁ ଦୁଇ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ…

ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦିନ ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି।…

ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…

ନୂଆଦିଲ୍ଲୀ: ଆମେରିକା ପରେ ଇସ୍ରାଏଲ ମଧ୍ୟ ଅନେକ ଜାତିସଂଘ ଏଜେନ୍ସିରୁ ଓହରିଯାଇଛି। ଇସ୍ରାଏଲ ନିରନ୍ତର ପକ୍ଷପାତିତା ଏବଂ ତାଙ୍କ ବିରୁଦ୍ଧରେ ରାଜନୀତିକରଣ କରୁଥିବା ଅଭିଯୋଗ କରିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଏବଂ ଚୁକ୍ତିନାମାରୁ…

ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର 

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ୨୦୨୬ ମଞ୍ଚକୁ ଏକ ପଦ୍ମ ଫୁଲରେ ସଜ୍ଜିତ କରାଯିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ ବ୍ରିକ୍ସ ୨୦୨୬ ପାଇଁ ସରକାରୀ ଲୋଗୋ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ଏହି ଲୋଗୋର ପଦ୍ମ ଚିହ୍ନ ଆକର୍ଷଣ ସାଜିଛି। ଲୋଗୋ ଲଞ୍ଚ ପରେ ବୈଦେଶିକ…

ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଦିନ ସୂଚନା ଦେଇଛନ୍ତି। ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯିବ। ଏହି…

୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୧୪୭ରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସୂଚିତ କରିଛନ୍ତି। ଭୁବନେଶ୍ୱରରେ ନୂତନ ବିଧାନସଭା କୋଠା ଏବଂ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ…

ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ଭାରତକୁ ଆମେରିକା ନେତୃତ୍ୱାଧୀନ ରଣନୈତିକ ପଦକ୍ଷେପ ପାକ୍ସ ସିଲିକାରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ଏନେଇ ସୋମବାର ଦିନ ପ୍ରକାଶ କରିଛନ୍ତି ନବନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍। ଏହି ପଦକ୍ଷେପ ସିଲିକନ୍, ଉନ୍ନତ ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)…

ଆସନ୍ତା ମାସରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆସନ୍ତା ମାସରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତ ବିଶ୍ୱସ୍ତରୀୟ ଭାରତ ଏଆଇ-ପ୍ରଭାବ ସମ୍ମିଳନୀ ୨୦୨୬ ଆୟୋଜନ କରିବାକୁ ଯାଉଛି। ଗୁରୁବାର ଦିନ ପ୍ୟାରିସରେ କୂଟନୈତିକ ବାହିନୀକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ମାକ୍ରୋନ…

୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର

ନୂଆଦିଲ୍ଲୀ: ଲଗାତାର ଗତ ଚାରିଦିନ ହେବ ସେନସେକ୍ସ ଏବଂ ନିଫ୍ଟି ୫୦ ହ୍ରାସ ହେବାରେ ଲାଗିଛି।ଯାହାର ପ୍ରଭାବ ଆଜି ଅର୍ଥାତ୍ ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଦେଖିବାକୁ ମିଳିଛି। ଜାନୁଆରୀ ୨ ତାରିଖରେ ସେନସେକ୍ସ ୮୫୭୬୨.୦୧ରେ ବନ୍ଦ ହୋଇଥିଲା। ଆଜି ଅର୍ଥାତ୍ ଜାନୁଆରୀ ୮ରେ ଏହା ୧୬୦୦ ପଏଣ୍ଟ…