Latest Odisha News

BREAKING NEWS

Browsing Category

ରାଜନୀତି

ଏମଏମଡିଆର ବିଲ୍ ଉପରେ ସରଗରମ ରାଜନୀତି: ନବୀନଙ୍କୁ ସିଧାସଳଖ କାଉଣ୍ଟର କଲେ ମନମୋହନ ସାମଲ

ଭୁବନେଶ୍ୱର: ସଦ୍ୟ ଗୃହିତ ହୋଇଥିବା ଏମଏମଡିଆର ବା ଖଣି ଏବଂ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ବିଲକୁ ରାଜ୍ୟର ସ୍ୱାର୍ଥ ବିରୋଧୀ ଦର୍ଶାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ତାସକେଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅନେକ ଐତିହାସିକ ଚୁକ୍ତି ଏବଂ ସଫଳତା ସହିତ ଶେଷ ହୋଇଛି। ଏଥିସହିତ ୟୁରାନିୟମ ଯୋଗାଣ ଉପରେ ଏକ ଚୁକ୍ତିନାମା ହୋଇଛି। ଉଜବେକିସ୍ତାନ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ "ଓଲି ଦାରାଜାଲି…

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀଙ୍କ ଦେହାନ୍ତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ବର୍ଷ…

ବିଜେପି ବିରୋଧରେ ଗର୍ଜିଲେ ମମତା: “ଦେଖିବି ସେମାନଙ୍କ ପାଖରେ କେତେ ଅଣ୍ଡା ଓ ଇଟା ଅଛି”

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରିଛନ୍ତି । କୋଲକାତାରେ ଆୟୋଜିତ ଟିଏମସି ଛାତ୍ର ସଂଗଠନର ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ମମତା ଦାବି କରିଛନ୍ତି ଯେ…

MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ଏବଂ ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ଏହି ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିରୋଧ କରୁଛନ୍ତି। ବିଜେଡି ଏ ପ୍ରସଙ୍ଗରେ କୋର୍ଟକୁ ଯିବାର ଧମକ ଦେଇଛି। ସେପଟେ କଂଗ୍ରେସ ବିଧାୟକ ଏ…

MMDR ସଂଶୋଧନ ବିଲ୍‌କୁ ନେଇ ରାଜନୀତି: ଶାସକ-ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ କାମ କରିବାର ଅଭିଯୋଗ ମଧ୍ୟ ଉଠିଛି। ସଂସଦରେ MMDR ସଂଶୋଧନ ବିଲ୍ ପାସ୍ ହେବା ପରେ ବିଜେପି…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ‘ବିକଶିତ ଓଡ଼ିଶା ୨୦୩୬’ ରୂପରେଖ ନେଇ…

ଭୁବନେଶ୍ୱର: ରାଜ୍ୟର ବିକାଶ ଓ ପ୍ରଗତିକୁ ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ…

ମୁଁ ଆଉ ପାରୁନି; ରାଜନୀତିରୁ ଅବସର ନେବେ କି ନୀତିନ ଗଡକରୀ!

ନାଗପୁର: କେନ୍ଦ୍ର କ୍ୟାବିନେଟର ବିସ୍ତାର ଏବଂ ମନ୍ତ୍ରୀପଦର ପୁନର୍ଗଠନକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଏହି ସମୟରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ନାଗପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଅବସରକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜନୈତିକ…

ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’: ଇରାନକୁ ଆର୍ଥିକ ଭାବେ ବିଶ୍ୱରୁ ଅଲଗା ପାଇଁ ବଡ଼ ରଣନୀତି 

ୱାଶିଂଟନ: ଇରାନ ବିରୁଦ୍ଧରେ ଆମେରିକା ଏକ ଅଭୂତପୂର୍ବ ଆର୍ଥିକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଇରାନର ଆର୍ଥିକ ନେଟୱାର୍କ, ତୈଳ ରାଜସ୍ୱ ଏବଂ ବିଶ୍ୱ ସଂଯୋଗକୁ ଟାର୍ଗେଟ କରୁଛି। ତେବେ ଏହା ଦ୍ୱାରା ତେହେରାନ ଉପରେ ଚାପ ବୃଦ୍ଧି କରି ହେବ। ଆମେରିକା ବାଣିଜ୍ୟ ସଚିବ ସ୍କଟ୍ ବେସାଣ୍ଟ…

ଭୁବନେଶ୍ୱର ବିମାନବନ୍ଦରକୁ ଲିଜ୍ ଦେବା ପ୍ରସଙ୍ଗ: ଆନ୍ଦୋଳନର ଧମକ ଦେଲା ବିଜେଡି, କେନ୍ଦ୍ରରୁ କୌଣସି ପ୍ରସ୍ତାବ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ନେଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏବଂ ବିରୋଧୀ ଦଳ (ବିଜେଡି) ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଏହି ବିଷୟକୁ ନେଇ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ…