Latest Odisha News

BREAKING NEWS

Browsing Category

ରାଜନୀତି

ବାହୁଡା ଯାତ୍ରାରେ ଭକ୍ତଙ୍କ ମୃତ୍ୟୁ; ଅତୀତରୁ ସରକାର କିଛି ଶିଖୁନଥିବା ଅଭିଯୋଗ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଅତୀତର ଭୁଲରୁ ଶିକ୍ଷା ନେଉନଥିବା ଅଭିଯୋଗ ଆଣିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ…

ନିଟ୍ ପ୍ରଶ୍ନପତ୍ର ଲିକ୍ ଆନ୍ଦୋଳନ; ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତ୍ରୁଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ…

ନିଟ୍ ପେପର ଲିକ୍ ଘଟଣା: ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କହିଲେ ପ୍ରଧାନମନ୍ତ୍ରୀ, ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ…

ନୂଆଦିଲ୍ଲୀ: NEET 2026 ପେପର୍ ଲିକ୍ ମାମଲାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ଲଗାତାର ଚାପ ପକାଉଛି। ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି…

ଛାତ୍ରମାନେ ରାଜନୈତିକ ଅସ୍ତ୍ର ନୁହଁନ୍ତି; CJP ପ୍ରତିବାଦ ମଧ୍ୟରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସରକାର NEET ସହିତ ଜଡିତ ସମସ୍ତ ପ୍ରସଙ୍ଗ ଏବଂ ଯୁବପିଢ଼ିଙ୍କ ପ୍ରତ୍ୟେକ ଯଥାର୍ଥ ଚିନ୍ତା ଉପରେ ସଂସଦରେ ବିସ୍ତୃତ ଆଲୋଚନା କରିବାକୁ…

ଆଣ୍ଡି ବର୍ନହାମ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନର ହଂସ ଗେଟରେ ଗଣମାଧ୍ୟମକୁ ସମ୍ବୋଧିତ କରିପାରନ୍ତି। ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ, ଭାରତର ୭୯ତମ ସ୍ୱାଧୀନତା ଦିବସ ଅବସରରେ…

“ରକ୍ତ ପାଇଁ ରକ୍ତ”; କଫିନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପୂରା ପରିବାର!

ତେହେରାନ: ଇରାନ କେନ୍ଦ୍ରୀୟ ତେହେରାନରେ ଏକ ନୂଆ dd ବ୍ୟାନର ଲଗାଇଛି। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ କଫିନ ଉପରେ ଚିତ୍ରିତ କରାଯାଇଛି। ଏହି କଫିନଗୁଡ଼ିକ ଆମେରିକୀୟ ପତାକା ଏବଂ ତାରା ଏବଂ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଛି। ବ୍ୟାନରଟି…

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୪ ତାରିଖରେ ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିବେ ବୋଲି କୁହାଯାଉଛି। ଯଦିଓ ରାଷ୍ଟ୍ରପତି ଭବନରୁ ସରକାରୀ ଯାତ୍ରା ତାଲିକା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ସୂତ୍ରରୁ ଜଣାପଡିଛି ଯେ ରାଷ୍ଟ୍ରପତି ଶକ୍ତି ଉପାସନାର ଏକ ପ୍ରମୁଖ କେନ୍ଦ୍ର…

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଏନଡିଏରେ ସାମିଲ ହେବାକୁ ଦୁଇ ଏନସିପି ଗୋଷ୍ଠୀଙ୍କୁ ବିଜେପିର ବଡ଼ ଅଫର୍

ମୁମ୍ବାଇ/ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଆବଶ୍ୟକୀୟ ଦୁଇ ତୃତୀୟାଂଶ ବହୁମତ (୩୬୦ ଆସନ) ଜୁଟାଇବାକୁ କସରତ କରୁଥିବା ବିଜେପି ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଗୋଟି ଚାଳନା କରିଛି। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ ବା…

ସଂସଦରେ ଆଉ ଏକ ବଡ଼ ପରୀକ୍ଷା: ଐତିହାସିକ ସମ୍ବିଧାନ ସଂଶୋଧନ ପାଇଁ ଏନଡିଏକୁ ଲୋଡ଼ା ଆଉ ୬ ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର 'ମିଶନ ୩୬୦' ପାଇଁ ଅଣ୍ଟା ଭିଡ଼ିଛି। ମହିଳା ସଂରକ୍ଷଣ ଏବଂ ଲୋକସଭା ଆସନର ସୀମା ନିର୍ଦ୍ଧାରଣକୁ ଏକାଠି ଯୋଡ଼ି ପ୍ରସ୍ତୁତ କରାଯାଇଥିବା ବହୁପ୍ରତୀକ୍ଷିତ…