Latest Odisha News

BREAKING NEWS

Browsing Category

ସାହିତ୍ୟ

ଦ୍ଵାଦଶ ଜଗଦୀଶ କଥା ସମ୍ମାନ ପାଇବେ ସୁପ୍ରିୟା ପଣ୍ଡା;ଶାନ୍ତନୁଙ୍କୁ ‘ଯୁବସମ୍ମାନ’

ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୬ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ଗାଳ୍ପିକା ତଥା ଔପନ୍ୟାସିକା ସୁପ୍ରିୟା ପଣ୍ଡା…

Sujata Acharya’s Novel: ସୁଜାତା ଆଚାର୍ଯ୍ୟଙ୍କ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ଲୋକାର୍ପିତ

ଭୁବନେଶ୍ୱର:ଉପନ୍ୟାସ ମାଧ୍ୟମରେ ହିଁ ଜୀବନର ସୂକ୍ଷ୍ମ ଅବବୋଧ, ଘଟଣା ଚରିତ୍ର, କାଳଖଣ୍ଡ ଏବଂ ସାମାଜିକ ଚିତ୍ର ଓ ଚରିତ୍ରର ଏକ ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହୋଇଥାଏ । ଉପନ୍ୟାସ ମାଧ୍ୟମରେ ଲେଖକୀୟ ଅନ୍ବେଷଣର ଏକ ନିଖୁଣ ପ୍ରତିଛବି ତଥା ସାମାଜିକ ଘଟଣାକ୍ରମର ପ୍ରତିଫଳନ ଜୀବନ୍ୟାସ ପାଇଥାଏ…

ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ

ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପ୍ରଥମ ଅନୁରାଗ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ସଭାପତି ମାନସ ରଞ୍ଜନ ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଗାନ୍ଧୀବାଦ ଚିନ୍ତକ ଉମାବଲ୍ଲଭ ମହାପାତ୍ର, ପୂର୍ବତନ…

Byasakabi Fakir Mohan Odia Bhasha Samman: ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ "ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧" ପ୍ରଦାନ କରାଯାଇଛି। ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ…

ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ

ଭୁବନେଶ୍ୱର: "ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧" ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ପ୍ରଭାତ ଓ ବିରଞ୍ଚିଙ୍କୁ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର

କଟକ: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର ଭୁବନେଶ୍ୱର ନିବାସୀ ପ୍ରଭାତ ରଞ୍ଜନ ବେହୁରା ଓ ରାଉରକେଲା ନିବାସୀ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ମିଳିତ ଭାବେ ଦିଆଯିବ ବୋଲି ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଘୋଷଣା କରାଯାଇଛି। ନ୍ୟାସର ଆବାହକ…

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ ଅନେକ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ । ସନ୍ଧ୍ୟା ୫ଟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ "ଆମ ସମୟର ମଣିଷ"…

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ

ଭୁବନେଶ୍ବର: ଏକାମ୍ର ୱାକ୍  ର ଓଡ଼ିଆ ଭାଷା ପଦଯାତ୍ରା,  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ( ବି.ଡି.ଏ) ର ଏକ ପଦକ୍ଷେପ । ଯାହାକି ପ୍ରତ୍ୟେକ ରବିବାର ଦିନ ୧୧:୩୦ ରୁ  ଆରମ୍ଭ କରି ୨:୩୦ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିବ । ଏହି ପଦଯାତ୍ରା ସାହିତ୍ୟ ପ୍ରେମୀ ଓ…

ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ

ପୁରୀ: ଅହୋମ କବି ସମାଜ ପକ୍ଷରୁ ପୁରୀରେ ସମନ୍ୱୟ କବି ସମାରୋହ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଶ୍ରୀ ଶଙ୍କରଦେବ ସଂସ୍କୃତି ସମାଜ ପୁରୀ ପ୍ରକଳ୍ପ ଅହୋମ ନାମଘର ଆନୂକୂଲ୍ୟରେ ଏହା ମିଳିତ ଭାବେ ଆୟୋଜିତ ହୋଇଥିଲା  ପୁରୀରେ ଅନୁଷ୍ଠିତ ଏହି ଓଡିଶା-ଆସାମ ସାହିତ୍ୟ ଉତ୍ସବ ବିଶିଷ୍ଟ କବି, ଗୀତିକାର,…

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଉନ୍ମୋଚନ;ୟୁଜର ସହଜରେ ଜାଣିବେ ବ୍ୟାକରଣ

ଭୁବନେଶ୍ୱର: ଓଡ଼ିଆ ଭାଷାର ମାନକୀକରଣ ବହୁ ଆବଶ୍ୟକ। ଏହା ସମୟର ମଧ୍ୟ ଆବଶ୍ୟକତା । କାରଣ ଏବେ ଡିଜିଟାଲ୍ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଗୁରୁତ୍ୱ ଦେଇ ଏଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଓଡ଼ିଆ ବିଭବ ୱେବ୍‌ସାଇଟ୍‌ର ଅଷ୍ଟମବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଅତିଥିମାନେ ମତ ଦେଇଥିଲେ ।…