Latest Odisha News

BREAKING NEWS

Browsing Category

ଆଲେଖ୍ୟ

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଆମ ଓଷା ସାହିତ୍ୟରେ ଜିମୂତ-ବାହନ ପୂଜା ବା ଦୁତିୟା ଓଷା

ରାଜଲକ୍ଷ୍ମୀ ତ୍ରିପାଠୀ ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକ ରେ ପାଞ୍ଜିକାରମାନେ ଜିମୂତ -ବାହନ ପୂଜା ନାମରେ ଲେଖୁଥିଲେ । ଏବେ ଦ୍ୟୁତିବାହନ ନାମରେ ପାଞ୍ଜି ମାନଙ୍କରେ ଲେଖା ହେଉଅଛି । ଓଷା କଥାରେ ଦେବତାଙ୍କ ନାମ ଦୁତିବାମନ ।ଆଶ୍ୱିନ କୃଷ୍ଣପକ୍ଷ…

ସତ୍ୟମ୍ ଶିବମ୍ ସୁନ୍ଦରମ୍‌

ରାହୁଲ ଗାନ୍ଧୀ କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି…

ପାକଶାଳା ଉଦ୍ୟାନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ…

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ…

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…