Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ଚୋରାବାଲି

ଧାରାବାହିକ ଉପନ୍ୟାସ : ଚୋରାବାଲି (୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୪ ଅସମ୍ଭବ ପ୍ରକାରର ଗମ୍ଭୀରତା । କିଛି ଘଟିବା ପୁର୍ବର ନିସ୍ତବ୍ଧତା । ଠିକ୍ ଗୋଟେ ଭୟଙ୍କର ଅଜଗର ପରି ଓହଳି ପଡିଛି । ଏଇ ମାତ୍ର ଯେମିତି ଧରାପୃଷ୍ଠକୁ ଗ୍ରାସ କରିବାକୁ ଜିଭ ଲହଲହ କରୁଛି । ଯେବେବି ସେ ଉଦାସ ଥାଏ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୩ ଏମିତିରେ ଆଜିକାଲି ତାଙ୍କ ପାଖରେ ସମୟ ଅଭାବ । ଏ ସବୁ ପାଇଁ ବି ବେଳ କମ୍ । ସେ ଡେରି ରାତିରେ ଫେରିଲା ବେଳକୁ, ଇଏ ଶୋଇ ଯାଇଥାଏ, ତ’ କେବେ ଅଧରାତିରେ ଆଖି ଖୋଲି ଗଲେ, ବୈଭବ କେତେବେଳେ ଫେରି, ସାଇଡରେ ଘୁଙ୍ଗୁଡ଼ି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୨  ଯାହା ହେଉ ସେ ଏଯାଏ ଡିନର୍ କରିନାହିଁ । ବୈଭବ ନିହାତି ଏତେ ଶୀଘ୍ର ଖାଇକି ଆସିନଥିବେ । ଅନେକ ଦିନ ପରେ ଆଜି ମିଶିକି ଖାଇବା ହବ । ସେ ଉଠି ଗଲା ଖାଦ୍ୟ ଗରମ କରିବାକୁ । ସୁକାନ୍ତି ଡିନର୍ ରେଡି କରି, ଏଇ କିଛି ସମୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୧ କାନ୍ଥ ଘଣ୍ଟାକୁ ପନ୍ଦର ମିନିଟ୍‌ରେ ପଚିଶ୍ ଥର ଚାହିଁଲେ, ପନ୍ଦରଟା କ’ଣ ପଇଁଚାଳିଶି ହେଇଯିବ? ପିଠିପଟେ ତକିଆ ଦେଇ, ଖଟ ଉପରେ ଆଉଜି ପଡ଼ିଥିଲା ଆରାଧ୍ୟା । ଭିଡ଼ି ମୋଡି ହେଇ ଅଳସ ଭାଙ୍ଗିଲା । ସମୟ ଯାଉନି କାହିଁକି…