Latest Odisha News
Browsing Category

  ଶିଶୁ ଗଳ୍ପ

ଶିଶୁ ଗଳ୍ପ : ପର ବୁଦ୍ଧି ପାଇଁ ଦଣ୍ଡ

ନମିତା ପାଇକରାୟ  ଖରା ଛୁଟି ହୋଇଥାଏ । ରାଜୁ ଗଣିତରେ ଭଲ କରୁ ନଥିଲା । ସେଥିପାଇଁ ବାପା ତାକୁ ନେଇ ଗୋଟିଏ ଭଲ ଗଣିତ ଶିକ୍ଷକଙ୍କ ପାଖକୁ ଗଲେ , ବହୁ ଅନୁରୋଧ ପରେ ଶିକ୍ଷକ ରାଜି ହେଲେ ପଢେଇବା ପାଇଁ । କିନ୍ତୁ ସର୍ତ୍ତ ରଖିଲେ ସେ କେବଳ ଖରା ବେଳେ ଦୁଇ ଘଣ୍ଟା ପଢ଼େଇ ପାରିବେ। ବାପା…

ଶିଶୁ ଗଳ୍ପ : ଗୁଲୁର ଛୋଟିଆ ପ୍ରୟାସ

ସୁନୀତା ପ୍ରଧାନ  ଏଇ ଏବେ ଏବେ କିଛି ଦିନ ତଳେ ଅରୁଣା ,ଦୀପକ୍ ,ଜେଜେବାପା ,ଜେଜେମାଙ୍କ ସହ ଗୁଲୁ ପୁରୀଓ କୋଣାର୍କ ବୁଲି ଯାଇ ଥିଲା। ପୁରୀ ହେଉଛି ଓଡ଼ିଶାର ଆରାଧ୍ୟ କୋଟି ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ର। ଶ୍ରୀ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ଗୁଲୁର…

ଶିଶୁ ଗଳ୍ପ : ଚତୁର ହରିଣ

ପ୍ରତିଭା ସାହୁ  ବିଦୁପୁର ଗାଁର ଗାଁ ମୁଣ୍ଡରେ ଛୋଟ ମୁଣ୍ଡିଆଟିଏ। ସେହି ମୁଣ୍ଡିଆରେ ଠେକୁଆଟିଏ ଓ ହରିଣଟିଏ ସାଥି ହୋଇ ରହୁଥିଲେ। ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ଭାଗି ହେଉଥିଲେ। ଦୁହେଁ ସକାଳୁ ଉଠି ଚରାବୁଲା କରି ପୁଣି ସନ୍ଧ୍ୟାରେ ନିଜ ପଥର ଗୁମ୍ଫାକୁ ଫେରି ଆସୁଥିଲେ । ହସ ଖୁସିରେ…

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି…

ଶିଶୁ ଗଳ୍ପ : ମହତ କାମ

ଯାଜ୍ଞସେନୀ ହୋତା  ନା ଟା ତା'ର ବାପୁନୁ । ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ , ସମସ୍ତଙ୍କୁ ଖୁବ୍ ଭଲପାଏ ସେ । ସବୁଦିନ ସ୍କୁଲ୍ ରୁ ଫେରି ,ବାଡିରେ ବୁଲି ବୁଲି ଗଛଲତାଙ୍କୁ ଲକ୍ଷ୍ୟ କରେ। ପକ୍ଷୀଙ୍କର କିଚିରି ମିଚିରି ସ୍ୱର ଶୁଣି ଖୁସିରେ କୁରୁଳି ଉଠେ। କୁଆ କୁକୁରଙ୍କୁ ଘରୁ ନେଇ ବିସ୍କୁଟ୍…

ଶିଶୁ ଗଳ୍ପ : ଅଟୋ ବାଲା

ନମିତା ପାଇକରାୟ  ବୁଢୀମା କୋଳରେ ଶୋଇ ରହି ଆକାଶକୁ ଚାହୁଁ ଥିଲା ରମେଶ। ଆକାଶ ଆଜି ଟିକେ ବେଶୀ ବେଶୀ ନୀଳ ଦିଶୁଥାଏ। ରମେଶର ମନ ଭିତରେ ହଜାରେ ପ୍ରଶ୍ନ ଖେଳି ବୁଲୁଥାଏ। ଠିକ ସେତିକି ବେଳେ ଆକାଶରୁ ଆଲୁଅ ଓ ଶବ୍ଦ ସହିତ ଉଡାଜାହାଜଟିଏ ଦେଖାଗଲା । ରମେଶ ର ମନ ଆନ୍ଦୋଳିତ ହେଲା।…