Latest Odisha News

BREAKING NEWS

Browsing Category

ସାହିତ୍ୟ

ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ:ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ

ଭୁବନେଶ୍ୱର: ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ବତ କୃତି। ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ ଏସବୁ ଭାଷାର ସାମୂହିକ ଅବଦାନ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ…

‘ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି…

ଟିଏସଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା “ଅନ୍ନପୂର୍ଣ୍ଣା” ଉନ୍ମୋଚିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ ନିକଟ ଗୋଠପାଟଣା ଠାରେ ଟିଏସ୍‌ଜି ଗୁରୁକୂଳ ପରିସରରେ ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ନବମୂର୍ଚ୍ଛନା, “ଅନ୍ନପୂର୍ଣ୍ଣା” ପତ୍ରିକାର ରଥଯାତ୍ରା ବିଶେଷାଙ୍କ-୨୦୨୫ ଉନ୍ମୋଚିତ ହୋଇଯାଇଛି । ଭାଷା ହିଁ ଗୋଟିଏ ଜାତିର ପ୍ରାଣ ଏବଂ ସାହିତ୍ୟ…

ବର୍ଷିୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ’ର ଦ୍ଵିତୀୟ…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କର ୯୯ ତମ ଜନ୍ମ ଦିବସ ଅବସରରେ, ଅଗ୍ରଣୀ ପ୍ରକାଶନ ସଂସ୍ଥା ବି.କେ ପବ୍ଲିକେଶନ ଆନୁକୁଲ୍ୟରେ ପ୍ରକାଶିତ ଶ୍ରୀ ପତିଙ୍କର ପ୍ରଥମ କବିତା ସଙ୍କଳନ 'କାହାଣୀ ନୁହେଁ'ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ…

‘କହ୍ନେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ

ବାଲେଶ୍ବର: ଯୁବପିଢିର ପ୍ରମୁଖ କଥାକାର ଭାବରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସରୋଜ ବଳଙ୍କୁ ଚଳିତ ବର୍ଷ ‘କହ୍ନେଇ କଥା ପୁରସ୍କାର ୨୦୨୫' ପ୍ରଦାନ କରାଯିବ । ଓଡ଼ିଆ କଥାସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ ଦାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତି ବର୍ଷ ୫୦ ବର୍ଷ…

ଆଇନ ପେଶାର ଅଭିଭାବକତ୍ୱ ଓ ମଧୁବାବୁ

ଲେଖକ: ବିଭୁ ପ୍ରସାଦ ତ୍ରିପାଠୀ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ରାଜ୍ୟର ସମସ୍ତ ଆଇନଜୀବୀ ଦପ୍ତର ଗୁଡ଼ିକରେ ସଭା ସମିତିର ଆୟୋଜନ କରାଯାଇଛି। ଆଇନ ପେଶାରେ ଏକବିଂଶତମ…

ଟାଇମପାସ୍‍ ବହିବିଷୁବ: ନୂଆବର୍ଷରେ ପାଠକାର୍ପିତ ହେଲା ୮ ନୂଆ ଲେଖିକାଙ୍କ ବହି

ଭୁବନେଶ୍ୱର: ଖରାର ନଖରାମିରେ ଯେତେବେଳେ ଅସ୍ତବ୍ୟସ୍ତ ଏପ୍ରିଲ, ଝାଳର ଝାଲରରେ ଯେତେବେଳେ ଅଣନିଃଶ୍ୱାସୀ ଦେହମୁଣ୍ଡ, ତାତିର ପ୍ରକୋପରେ ହଟହଟା ମନ ଆଉ ଛାତି, ସେମିତି ଏକ ଖରାଟିଆ ଅପରାହ୍ନରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା ସ୍ଥାନୀୟ ବୁଦ୍ଧମନ୍ଦିରରେ ‘ବହିବିଷୁବ’ କାର୍ଯ୍ୟକ୍ରମ । ମହାବିଷୁବ…

ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ପାଇବେ ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର

କଟକ: ବିଶିଷ୍ଟ କବି ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର ପ୍ରଦାନ କରାଯିବ । ଏନେଇ ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏହା ପ୍ରକାଶ କରିଛନ୍ତି । ଏପ୍ରିଲ ୧୨ ତାରିଖରୁ କଟକ ସ୍ଥିତ ପ୍ରଜାତନ୍ତ୍ର…

ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ସ୍ବାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଏବଂ ସାମାଜିକ ସଚେତନତାର ଏକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।…

ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହାର ଆୟୋଜନ ହୋଇଥିଲା। ଏଥିରେ ବରିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି…