Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ଵର୍ଗତ ବିଭୂତି ଭୂଷଣଙ୍କ ସ୍ମୃତିରେ’ବିଭୂତି ବିଭବ’କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ସ୍ଵର୍ଗତ ବିଭୂତି ଭୂଷଣ ପ୍ରଧାନଙ୍କ ରଚନାରେ ଗ୍ରାମୀଣ ଜୀବନର ନିଚ୍ଛକତା ସହ ମନର ତୁଚ୍ଛତା ମଧ୍ୟ ଅତି ଯୋଗ୍ୟ ଭାବରେ ବର୍ଣ୍ଣିତ ହୋଇଥାଏ। ତାଙ୍କର ରଚନାର ପ୍ରତ୍ୟେକ ବାକ୍ୟ ଉଭୟ ହସେଇ, କନ୍ଦେଇ ଓ ଭିଜେଇ ଦେଇପାରେ। ସେ ହେଉଛନ୍ତି ଆମେ ଛାଡ଼ି ଆସିଥିବା ସ୍ମୃତିର ଚିତ୍ରକର। କୁହାଯାଏ…

‘ସୁଚରିତା’ ପତ୍ରିକାର ବିନ୍ଧାଣି ହରିହର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କ ପରଲୋକ । ଗତକାଲି (ଅଗଷ୍ଟ ୨୭ ତାରିଖ ) ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ନିଜର ଧର୍ମପତ୍ନୀ…

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ 'ସାଇତା ସତ' ପୁସ୍ତକ ଏବଂ 'ବେହାଲ୍ ବର୍ଷା' ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ…

‘ଆଞ୍ଚଳିକ ଉପନ୍ୟାସ ପ୍ରତି ଗଣେଶ୍ବର ମିଶ୍ରଙ୍କ ଅବଦାନ ଅନନ୍ୟ’

ଭୁବନେଶ୍ବର: ଶନିବାର ସଂଧ୍ୟାରେ ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ପ୍ରଫେସର ଗଣେଶ୍ଵର ମିଶ୍ରଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ତଥା ସାଂସ୍କୃତିକ ପ୍ରତିଷ୍ଠାନ 'ସତୀର୍ଥ' ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ପ୍ରଫେସର ଶ୍ରୀ ଗଣେଶ୍ବର ମିଶ୍ରଙ୍କ…

ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ:ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ

ଭୁବନେଶ୍ୱର: ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ବତ କୃତି। ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ ଏସବୁ ଭାଷାର ସାମୂହିକ ଅବଦାନ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ…

‘ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି…

ଟିଏସଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା “ଅନ୍ନପୂର୍ଣ୍ଣା” ଉନ୍ମୋଚିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ ନିକଟ ଗୋଠପାଟଣା ଠାରେ ଟିଏସ୍‌ଜି ଗୁରୁକୂଳ ପରିସରରେ ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ନବମୂର୍ଚ୍ଛନା, “ଅନ୍ନପୂର୍ଣ୍ଣା” ପତ୍ରିକାର ରଥଯାତ୍ରା ବିଶେଷାଙ୍କ-୨୦୨୫ ଉନ୍ମୋଚିତ ହୋଇଯାଇଛି । ଭାଷା ହିଁ ଗୋଟିଏ ଜାତିର ପ୍ରାଣ ଏବଂ ସାହିତ୍ୟ…

ବର୍ଷିୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ’ର ଦ୍ଵିତୀୟ…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କର ୯୯ ତମ ଜନ୍ମ ଦିବସ ଅବସରରେ, ଅଗ୍ରଣୀ ପ୍ରକାଶନ ସଂସ୍ଥା ବି.କେ ପବ୍ଲିକେଶନ ଆନୁକୁଲ୍ୟରେ ପ୍ରକାଶିତ ଶ୍ରୀ ପତିଙ୍କର ପ୍ରଥମ କବିତା ସଙ୍କଳନ 'କାହାଣୀ ନୁହେଁ'ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ…

‘କହ୍ନେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ

ବାଲେଶ୍ବର: ଯୁବପିଢିର ପ୍ରମୁଖ କଥାକାର ଭାବରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସରୋଜ ବଳଙ୍କୁ ଚଳିତ ବର୍ଷ ‘କହ୍ନେଇ କଥା ପୁରସ୍କାର ୨୦୨୫' ପ୍ରଦାନ କରାଯିବ । ଓଡ଼ିଆ କଥାସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ ଦାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତି ବର୍ଷ ୫୦ ବର୍ଷ…

ଆଇନ ପେଶାର ଅଭିଭାବକତ୍ୱ ଓ ମଧୁବାବୁ

ଲେଖକ: ବିଭୁ ପ୍ରସାଦ ତ୍ରିପାଠୀ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ରାଜ୍ୟର ସମସ୍ତ ଆଇନଜୀବୀ ଦପ୍ତର ଗୁଡ଼ିକରେ ସଭା ସମିତିର ଆୟୋଜନ କରାଯାଇଛି। ଆଇନ ପେଶାରେ ଏକବିଂଶତମ…