Latest Odisha News

BREAKING NEWS

Browsing Category

ସାହିତ୍ୟ

ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ

ନୂଆଦିଲ୍ଲୀ: ଟେଲିକମ୍ ନିୟମରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥାନ୍ତି। ଏବେ ଟେଲିକମ୍ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ନାମ ଥିଲା ‘ରାଇଟ୍ ଅଫ୍ ୱେ’ (RoW) ନିୟମ । ପ୍ରତ୍ୟେକ ରାଜ୍ୟକୁ ଏହି ନିୟମକୁ ଲାଗୁ…

ଓଡ଼ିଆ ବିଭବର ୭ମ ଜନ୍ମଦିନ: ଲୋକାର୍ପିତ ହେଲା ଶିଖା ଓ ରାଁସା ପତ୍ରିକାର ୱେବ୍‌ ପେଜ୍

ଭୁବନେଶ୍ବର: ଲୋକାର୍ପିତ ହେଲା ଶିକ୍ଷା ସନ୍ଧାନର ଶିଖା ଓ ରାଁସା ପତ୍ରିକାର ୱେବ୍‌ ପୃଷ୍ଠା । ଓଡ଼ିଆ ବିଭବର ୭ମ ଜନ୍ମଦିନରେ ଏହା ଲୋକାର୍ପିତ କରାଯାଇଛି। ଶିକ୍ଷାସନ୍ଧାନ ସଭାଗୃହରେ ଏହି ଦୁଇ ପତ୍ରିକାର ୱେବ୍‌ ପୃଷ୍ଠା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବହି ବା ପତ୍ରିକା ପଢିବା…

ଉପନ୍ୟାସ ‘ପ୍ରାଧାନ୍ୟ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

କଟକ: କଥାକାର ଉମାଶଙ୍କର ମିଶ୍ରଙ୍କ ‘ଭାଷା ପ୍ରକାଶନ’ ପକ୍ଷରୁ ପ୍ରକାଶିତ ପଞ୍ଚଦଶତମ ପୁସ୍ତକ ଉପନ୍ୟାସ ‘ପ୍ରାଧାନ୍ୟ’ ଉନ୍ମୋଚିତ ହୋଇଯାଇଛି । ରାଜଭବନ ଠାରେ ଆଜି ରାଜ୍ୟପାଳ ରଘୁବର ଦାସ ଏହାକୁ ଉନ୍ମୋଚନ କରିଛନ୍ତି । ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ କହିଛନ୍ତି ଯେ, ସମାଜକୁ ଶୃଙ୍ଖଳିତ ଓ…

କବିତା : ଆସ ମାଆ

ଚନ୍ଦ୍ର ଶେଖର ପଣ୍ଡା ଖଣ୍ଡ ପରଶୁ ଧାରଣ ପୁର ମଣ୍ଡନା ମା ଶୁଣ ଦଣ୍ଡେ ତୁ ନକର ଡେରି ଦିଅ ବାରେ ଦରଶନ(୧) ଯେବେଠୁ ହେଲା ଅଶିଣ ସେ ଦିନୁ ମନ ଉଛନ୍ନ କେବେ ଭଗବତୀ ତୋର ହେବ ଧରାବତରଣ(୨) ଆବାହନ ପାଇଁ ତୋର ମର୍ତ୍ଯ ବାସୀ ତତପର ପ୍ରକୃତି…

କୋଡ଼ିଏ ବର୍ଷରେ ‘ବାହାରେ ବର୍ଷା’: ଏକ ପାଠକୀୟ ଆସର

ଭୁବନେଶ୍ୱର: ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ କୁ କୋଡ଼ିଏ ବର୍ଷ ପୁରିଛି । ଏହି ଅବସରରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବା ସହିତ ଏକ ମନୋଜ୍ଞ ପାଠକୀୟ ଆସର ଆୟୋଜିତ ହୋଇଯାଇଛି । ୱିସଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଏକ ବର୍ଷଣମୁଖର…

ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚିତ

ଭୁବନେଶ୍ୱର: ଇସ୍‌ଲାମ୍, ଖ୍ରୀଷ୍ଟିଆନ୍‌ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍‌ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ "ରାମାୟଣ ବନାମ ମହାଭାରତ" ଉନ୍ମୋଚନ ଅବସରରେ ସେ କହିଥିଲେ ଯେ…

ନବଗୁଞ୍ଜର ସମ୍ମାନ ୨୦୨୪: ପୁରସ୍କୃତ ହେଲେ ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ଡ.ଅନୀତା ସାବତଙ୍କୁ ଏବର୍ଷର…

ଭୁବନେଶ୍ୱର: ରାଜ୍ୟର ସୁପରିଚିତ ସଂସ୍କୃତି ମଞ୍ଚ 'ନବଗୁଞ୍ଜର' ପକ୍ଷରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଅସ୍ମିତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇଜଣ ପ୍ରତିଭାଧରଙ୍କୁ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ ଏକ ସମାରୋହରେ ପୁରସ୍କୃତ ଓ…

ଉପନ୍ୟାସ ଅସ୍ଥିର ପାଦ ପାଇଁ ସରୋଜିନୀ ସାହୁ ପାଇବେ ୪୫ ତମ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ଉପନ୍ୟାସ ବାମାପାଦ ପାଇଁ ୪୫ତମଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର,…

ଲୋକାର୍ପଣ ହେଲା ବ୍ୟାସକୃତ ‘ଅଧ୍ୟାତ୍ମ ରାମାୟଣ’ ପୁସ୍ତକର ଓଡ଼ିଆ ପଦ୍ୟାନୁବାଦ

ଭୁବନେଶ୍ୱର: ଲୋକାର୍ପଣ ହୋଇଯାଇଛି ବ୍ୟାସଦେବ କୃତ ‘ଅଧ୍ୟାତ୍ମ ରାମାୟଣ’ର ଓଡିଆ ପଦ୍ୟାନୁବାଦ । ସଂସ୍କୃତ ରାମାୟଣକୁ ବିଭିନ୍ନ ରାଗ ରାଗିଣୀ ଓ ଅଳଙ୍କାର ଦେଇ ସରଳ ଓଡିଆ ଭାଷାରେ ପଦ୍ୟାନୁବାଦ କରିଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ପାଲା ଗାୟକ (ଗାୟକ ସମ୍ରାଟ୍‌) ଲକ୍ଷ୍ମୀଧର…