Latest Odisha News
Browsing Category

Science

କ’ଣ ଏହି Rare Earth Elements, କିପରି ନିୟନ୍ତ୍ରଣ କରୁଛି ଚୀନ…ଭାରତ ପାଖରେ ଅଛିକି…

ନୂଆଦିଲ୍ଲୀ: ବୁସାନରେ ଅନୁଷ୍ଠିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ପ୍ରାୟ ଦୁଇ ଘଣ୍ଟାର ଧରି ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରଳ ପୃଥିବୀ ଯୋଗାଣ ଉପରେ ଏକ ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

Quasi-Moon: ପୃଥିବୀକୁ ଘେରିଲା ଦୁଇ ଚନ୍ଦ୍ର!

ନୂଆଦିଲ୍ଲୀ: ଏବେ ଗୋଟିଏ ନୁହେଁ, ପୃଥିବୀ ଚାରିପାଖେ ପରିକ୍ରମା କରୁଛି ଦୁଇ ଚନ୍ଦ୍ର । ଆଗାମୀ ୫୦ ବର୍ଷ ପାଇଁ ପୃଥିବୀର ରହିବ ୨ଟି ଚନ୍ଦ୍ର । ହଁ, ଏହା କୌଣସି ବିଜ୍ଞାନ କଳ୍ପନା ଚଳଚ୍ଚିତ୍ରର ସ୍କ୍ରିପ୍ଟ ନୁହେଁ, ବରଂ ଏକ ବାସ୍ତବତା। ଜ୍ୟୋତିର୍ବିଦମାନେ ପୃଥିବୀର ଏକ ନୂତନ ସହଯୋଗୀ ଚିହ୍ନଟ…

Chinese ‘Bone Glue’: ୩ ମିନିଟରେ ହାଡ ଯୋଡିବ ‘ବୋନ୍ ଗ୍ଲୁ’

ନୂଆଦିଲ୍ଲୀ: ଶରୀରରେ କୌଣସି ସ୍ଥାନରେ ହାଡ ଭାଙ୍ଗିଗଲେ, ଏଥିପାଇଁ ଡାକ୍ତର ଚିକିତ୍ସା କରି ମାସ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଅନ୍ତି । ହେଲେ ଏବେ ମାତ୍ର କିଛି ମିନିଟରେ ଯୋଡି ହେବ ଭାଙ୍ଗିଯାଇଥିବା ହାଡ । ଯଦି ହାଡ଼ ଭାଙ୍ଗି ଯାଇଛି କିମ୍ବା ଖଣ୍ଡ ଖଣ୍ଡ ହୋଇଯାଇଛି, ଏହା ମାତ୍ର ୨ ରୁ ୩…

Lunar Eclipse 2025: ଡ୍ରାଗନ୍, ଗଧିଆ…ନା ରାହୁ….କିଏ ଗିଳିଦିଏ ଚନ୍ଦ୍ରକୁ?

ଭୁବନେଶ୍ବର: ଆଜି ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ…

Worldwide Earthquake: ଯଦି ଏକାସାଙ୍ଗରେ ଭୂମିକମ୍ପରେ ଥରେ ପୂରା ବିଶ୍ବ, କ’ଣ ହେବ, ଏହା ସମ୍ଭବ କି?

ନୂଆଦିଲ୍ଲୀ: ଏବେ ପାକିସ୍ତାନ ଠାରୁ ଆଫଗାନିସ୍ଥାନ, ଭାରତର ପଡ଼ୋଶୀ ଦେଶରେ ଭୂମିକମ୍ପ ଯୋଗୁଁ ଆତଙ୍କ ଖେଳିଛି । କିନ୍ତୁ ଯଦି ସମଗ୍ର ବିଶ୍ୱରେ ଏକକାଳୀନ ଭୂମିକମ୍ପ ହୁଏ ତେବେ କ’ଣ ହେବ?, ଧ୍ବଂସ ହୋଇଯିବ କି ପୂରା ପୃଥିବୀ?, ତେବେ ବୈଜ୍ଞାନିକ ଭାବେ ଏହା ସମ୍ଭବ ନୁହେଁ । କାରଣ ଟେକ୍ଟୋନିକ୍…

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା…

ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ଚକିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ଏକ ପ୍ରକାର ଶୀତଳ ମରୁଭୂମି କହିଲେ ଭୁଲ ହେବନି । ଏଠାକାର ବାସିନ୍ଦାଙ୍କ ପାଇଁ ଗରମ ପରିବେଶର ଆବଶ୍ୟକତା ରହିଛି । ଏବେ ବୈଜ୍ଞାନିକମାନେ ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହା କୌଣସି ସାଧାରଣ ବ୍ୟାଟେରୀ ନୁହେଁ । ୧୩ ମିଟର ଉଚ୍ଚତା…

ଏହି ଦିନ ଜୀବନର ଶେଷ ତାରିଖ….

ନୂଆଦିଲ୍ଲୀ:  ପୃଥିବୀରେ ଜୀବନ ସଞ୍ଚାର ଅମ୍ଳଜାନ ଉପରେ ଆଧାରିତ । ଯେହେତୁ ଅନ୍ୟ ଗ୍ରହଙ୍କ ଅପେକ୍ଷା ପୃଥିବୀରେ ଅମ୍ଳଜାନର ପରିମାଣ ବେଶୀ, ତେଣୁ ଏଠାରେ ଜୀବଜନ୍ତୁ ବାସ କରିପାରନ୍ତି । ପୃଥିବୀରେ ଜୀବନର ଆଧାର ହେଉଛି ଅମ୍ଳଜାନ ଯାହା ଆମକୁ ନିଶ୍ୱାସ ନେବା ଏବଂ ବଞ୍ଚିବାର ଶକ୍ତି ପ୍ରଦାନ କରେ ।…

ଚୀନ୍ ବୈଜ୍ଞାନିକଙ୍କ ଦାବି; ପୃଥିବୀ ତଳେ ଗଭୀର ଅନ୍ଧକାରରେ ଜୀବର ମିଳିଛି ସନ୍ଧାନ…

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି । ଏଲିଏନ୍ ବିଷୟରେ ମଧ୍ୟ ବିଭିନ୍ନ ଦାବି କରାଯାଉଛି । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ ଯେ ପୃଥିବୀ ବାହାରେ ମହାକାଶରେ ନିଶ୍ଚିତ ଭାବରେ ଜୀବନ ଅଛି କିମ୍ବା ଜୀବନର ସମ୍ଭାବନା ଅଛି । ବିଶ୍ୱର ଅନେକ ମହାକାଶ ସଂସ୍ଥା ଏହି…

ବାଦଲ କିପରି ଫାଟିଥାଏ…..କେଉଁଠୁ ଆଣେ ଏତେ ପାଣି?

ନୂଆଦିଲ୍ଲୀ: ସୁନ୍ଦର ଉତ୍ତରାଖଣ୍ଡ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ହେଲେ ପ୍ରକୃତିର କୋପରେ ଏବେ କାନ୍ଦୁଛି ରାଜ୍ୟ । ଉତ୍ତରାଖଣ୍ଡ ଦେଖୁଛି ପ୍ରକୃତିର କରାଳ ରୂପ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫାଟିବାର ସେ ଭୟଙ୍କର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ମଙ୍ଗଳବାର ଅପରାହ୍ଣରେ…