Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Sultan Azlan Shah cup 2025: ୪ର୍ଥ ଥରପାଇଁ ରୌପ୍ୟ ଜିଣିଲା ଭାରତ…ବେଲଜିୟମର ପ୍ରଥମ ଟାଇଟଲ

ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ…

Gun Factory: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ାରେ ବନ୍ଧୁକ ତିଆରି କାରଖାନା ଠାବ । ବନ୍ଧୁକ ତିଆରି କାରଖାନା ଠାବ ନେଇ ଏସ୍‌ପିଙ୍କ ସୂଚନା ।ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଶରଣକୁଳ ଥାନା ଜାକେଡ଼ା ଗ୍ରାମର ପ୍ରଶାନ୍ତ ବିଶ୍ୱାଳ ଏବଂ ରଣପୁର ଥାନା…

୭ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ୭ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ତିନି ଜଣଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ଫେରାଇ ଆଣିଥିବା ନେଇ ମଧ୍ୟ ସୂଚନା…

Tamilnadu Accident: ଦୁଇ ସରକାରୀ ବସ୍ ମୁହାଁମୁହିଁ ଧକ୍କା; ୮ମହିଳା ସମେତ ୧୧ ମୃତ

ଚେନ୍ନାଇ:ରବିବାର ଦିନ ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଦୁଇଟି ସରକାରୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଆଠ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ…

Odisha Industry Conclave 2025: ଓଡ଼ିଶା ହେବ ପୂର୍ବ ଭାରତର MSME ଗେଟ ୱେ: ମୋହନ ମାଝୀ

ଭୁବନେଶ୍ୱର: ଆଜି ସ୍ଥାନୀୟ ରେଳ ସଦନ ଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ଶିଳ୍ପ ସମ୍ମିଳନୀ : ୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ସେ କହିଥିଲେ ଯେ ଏହି ସମାବେଶ ଆମର MSME କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ (…

Barabati T20: କାଲିଠୁ ବାରବାଟୀ ପାଇଁ ଅନଲାଇନ୍ ଟିକେଟ ବିକ୍ରି; ଏତିକି ଟଙ୍କାରେ ମିଳିବ ଟିକେଟ…

କଟକ: ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ।ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୧ ତାରିଖରେ ଅନଲାଇନରେ ଆରମ୍ଭ ହେବ ଟିକେଟ…

ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ମହାପ୍ରଭୁଙ୍କୁ ପ୍ରଥମ ଟିକେଟ ଲାଗି

ପୁରୀ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ମ୍ୟାଚ୍ ପାଇଁ ରବିବାର ପ୍ରଥମ ଟିକେଟ ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରଭୁ ଜଗନ୍ନାଥଙ୍କ…

Maoists Surrender: ଭୁଶୁଡୁଛି ମାଓ ଗଡ଼, ୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୋଲିସ ପୋଲିସ ଅଧୀକ୍ଷକ ଗୌରବ ରାୟ ଏବଂ ASP ରାମକୁମାର ବର୍ମନଙ୍କ ନେତୃତ୍ୱରେ ସମସ୍ତ ନକ୍ସଲବାଦୀ ଦାନ୍ତେୱାଡାର ଡିଆରଜି କାର୍ଯ୍ୟାଳୟରେ…

Homeless families: ଯୋଗ୍ୟ ଭୂମିହୀନଙ୍କୁ ଘର ଦିଅ…ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶନାମା

ଭୁବନେଶ୍ବର: ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ। ଏ ନେଇ ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଶନିବାର ବିଡିଓ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଏକ…

Nandankanan Zoological Park: ଗୁଜୁରାଟରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ଭୁବନେଶ୍ବର:ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ନନ୍ଦନକାନନର ଦୁଇ ଜଣିଆ ଟିମ୍ ସୁରଟ ଯାତ୍ରା କରିଛନ୍ତି। ସେଠାକାର ଅଧିକାରୀଙ୍କ ସହ ଜନ୍ତୁ ଧରି…