Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭୟ! ଆମେରିକା ବିଶ୍ବକୁ ଟାରିଫ୍‌ ଧମକ ଦେଇ ଏହା ହାସଲ କରିବାକୁ ଚାହୁଁଛି

ୱାଶିଂଟନ: ସମଗ୍ର ବିଶ୍ବକୁ ପୁଣି ଥରେ ଟାରିଫ୍‌ ଧମକ ଦେଲେ ଟ୍ରମ୍ପ। ଗ୍ରୀନଲାଣ୍ଡ ଉପରେ ଆମେରିକାର ପ୍ରଭୁତ୍ବକୁ ଅସ୍ବୀକାର କଲେ ଟ୍ରମ୍ପ। ଗ୍ରୀନଲାଣ୍ଡ ଆମେରିକାର ଜାତୀୟ ସୁରକ୍ଷା ସହ ଜଡିତ ବୋଲି କହିଲେ ଟ୍ରମ୍ପ। କୌଣସି ଦେଶ ନ ମାନିଲେ ଅତିରିକ୍ତ ଟାରିଫ୍‌ ଲଗାଯିବ। ପୂର୍ବରୁ ଇରାନ ସହ

Return of Indians: ଇରାନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ; ଦିଲ୍ଲୀ ପହଞ୍ଚିଲା ପ୍ରଥମ ଟିମ୍

ନୂଆଦିଲ୍ଲୀ: ଇରାନରେ ବ୍ୟାପକ ସରକାର ବିରୋଧୀ ପ୍ରଦର୍ଶନ, ହଜାର ହଜାର ମୃତ୍ୟୁ ଏବଂ ଆମେରିକୀୟ ସାମରିକ ଧମକ ମଧ୍ୟରେ, ଭାରତ ନିଜର ନାଗରିକମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିଛି। ଏଥିପାଇଁ ଏକ ବିଶାଳ ସ୍ଥାନାନ୍ତର ଅଭିଯାନ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରୁ ଭାରତ

Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ: ଆଇଟମ ଡ୍ୟନ୍ସର ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଶା। ବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୋଲିସ। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ। ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା

Weather Update: ପଶ୍ଚିମା ଝଡ଼ର ପ୍ରଭାବ: କମିବ ଶୀତ, ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି। ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି। କିନ୍ତୁ ଏଭଳି ଶୀତ ଆଉ ବେଶି ଦିନ ରହିବନି। କାରଣ ଦୁଇ ଦିନ ପରେ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପଡିବ। ଫଳରେ ବଢ଼ିବ ରାତି

Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ:ଇରାନର ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି,ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) ଅନୁଯାୟୀ, ବର୍ତ୍ତମାନ ଇରାନରେ ପ୍ରାୟ ୯ ,000 ଭାରତୀୟ ନାଗରିକ ଅଛନ୍ତି।…

National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ…

ଭୁବନେଶ୍ଵର: ଭୁବନେଶ୍ବର ପରିଦର୍ଶନରେ ଆସି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶ କରୁଛନ୍ତି ରାଜ୍ୟ ସରକାର ।…

ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା

ବ୍ରହ୍ମପୁର: ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡିର ରେଡ୍ । ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉ ସମୟରେ ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା । ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ଚାଲିଛି ରେଡ୍ । ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି…

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବୀର କିଶୋର ସରାପ । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି…

ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଜାରି…

Water Route Attack against India: ଲସ୍କର ଏବେ ଜଳପଥରେ ଆକ୍ରମଣ ପାଇଁ ହେଉଛି ପ୍ରସ୍ତୁତ; ହାଇଆଲର୍ଟରେ ସୁରକ୍ଷା…

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ବିରୁଦ୍ଧରେ ନିରନ୍ତର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଲସ୍କର କମାଣ୍ଡର ସୈଫୁଲ୍ଲା ପକ୍ଷରୁ ଏକ ବଡ଼ ବୟାନ ଆସିଛି । ଯେଉଁଥିରେ ପ୍ରକାଶ ପାଇଛି ଯେ ଲସ୍କର ଏବେ ଜଳପଥ ମାଧ୍ୟମରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଲସ୍କର କମାଣ୍ଡର ସୈଫୁଲ୍ଲାର…