Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଜଣ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ଶେଷ ହୋଇଛି । ଏନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୋଲିସ । କୋର୍ଟଙ୍କ ଅର୍ଡର ମିଳିବା ପରେ ଅପରାହ୍ଣରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଛି ।…

ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ, ୫ ଗୁରୁତର

ପାଟନା: ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ଗୋଟିଏ ଘରେ ନିଆଁ ଲାଗି ଯିବା ଫଳରେ ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ପୋଡ଼ି ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୋତିପୁର ଥାନା ଅଞ୍ଚଳର…

‘Ashtadhatu’ Idol Stolen: ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଲୁଟ୍

ଗଞ୍ଜାମ: ଭଞ୍ଜନଗର ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି । ତାରସିଙ୍ଗି ଥାନା କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଗ୍ରାମର ନାରାୟଣ ମନ୍ଦିରରୁ ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି…

ନୂଆ DPDP ନିୟମ କ’ଣ?, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଦେବ ସୁରକ୍ଷା…

ନୂଆଦିଲ୍ଲୀ: ଭାରତ ସରକାର ଆନୁଷ୍ଠାନିକ ଭାବରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (DPDP) ନିୟମ ୨୦୨୫ କାର୍ଯ୍ୟକାରୀ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିୟମ କାର୍ଯ୍ୟକାରୀ ହେବା ପରେ, କମ୍ପାନୀଗୁଡ଼ିକୁ ସଂଗ୍ରହ…

Gun Smugglers: ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି;୫ ବନ୍ଧୁକ,୯ ଜୀବନ୍ତ ଗୁଳିଜବତ

ଭୁବନେଶ୍ବର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ । ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଧରାପଡିଛନ୍ତି ଦୁଇ ବନ୍ଧୁକ ବେପାରୀ । ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ଅଭିଯୁକ୍ତଙ୍କଠାରୁ ଗୋଟିଏ…

Tiger Census: ଶିମିଳିପାଳରେ ଆଜିଠୁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ବାଘ ଗଣନା…

ମୟୂରଭଞ୍ଜ: ଆରମ୍ଭ ହେଲା ଶିମିଳିପାଳରେ ବାଘ ଗଣନା । ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଅଖିଳ ଭାରତୀୟ ବ୍ୟାଘ୍ର ଆକଳନ-୨୦୨୬ ଆରମ୍ଭ ହୋଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ…

OTET Result Out: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ଫଳ, ପାସ ହାର ରହିଛି…

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ଏଥିମଧ୍ୟରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସହାର ୬୬.୫୦ ପ୍ରତିଶତ ରହିଛି । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।…

Nowgam Blast: ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଏକ ଦୁର୍ଘଟଣା, କୌଣସି ଆତଙ୍କୀ ହମଲା ନୁହେଁ: ଡିଜିପି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ଦୁର୍ଘଟଣା ବୋଲି କହିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ । ଆଜି ଏକ ସାମ୍ନାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା…

Rahul-Tejashwi in Bihar: କାହିଁକି ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି?

ପାଟନା: ବିହାରରେ ମାଟି କାମୁଡି ପଡିଛି ମହାଗଠବନ୍ଧନ । ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି । ମାତ୍ର ୩୫ ଆସନରେ ବସିପଡିଲା ମହାଗଠବନ୍ଧନ । ଯେଉଁଥିରେ ଆରଜେଡି ୨୫ ଆସନ ପାଇଥିବା ବେଳେ କଂଗ୍ରେସ ମାତ୍ର ୬ ଆସନ ହାସଲ କରିବାରେ ସକ୍ଷମ ହୋଇଛି । ଯାହା ମହାଗଠବନ୍ଧନକୁ ଶୋଚନୀୟ ପରାଜୟ ଦେଇଥିବା…

କୋଟିଆରେ ବାଣ୍ଟୁଥିଲା ଔଷଧ… ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍‌

କୋରାପୁଟ: ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ…