Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେକ୍ସିକୋରେ ବଡ଼ ଧରଣର ଭୂମିକମ୍ପ: ୨ ଜଣଙ୍କର ମୃତ୍ୟୁ, ଅନେକ ଆହତ

ମେକ୍ସିକୋ: ଦକ୍ଷିଣ ଆମେରିକୀୟ ଦେଶ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୫। ଜାତୀୟ ଭୂକମ୍ପ ବିଜ୍ଞାନ ସେବା ଅନୁଯାୟୀ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ଏକ…

ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ, ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ରାଜଧାନୀରେ କଲବଲ କରୁଛି ଘନ କୁହୁଡ଼ି। ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍। ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ। ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା। ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୪ଟି ଜିଲ୍ଲାକୁ ଅରେଞ୍ଜ…

Saudi-UAE Tension: ସାଉଦି ଆରବ-ୟୁଏଇ ଲଢ଼େଇରେ ୨୦ ଜଣଙ୍କର ମୃତ୍ୟୁ, ୟେମେନ ମାଟିରେ କାହିଁକି ବୋହୁଛି ରକ୍ତ?

ସାନା: ୟେମେନରେ ସାଉଦି ଆରବ ସମର୍ଥିତ ସରକାରୀ ଯୁଦ୍ଧ ବିମାନଗୁଡ଼ିକ UAE ସମର୍ଥିତ ଦକ୍ଷିଣ ଟ୍ରାନ୍ଜିସନାଲ କାଉନସିଲ ଦ୍ୱାରା କବଜା କରାଯାଇଥିବା ଅଞ୍ଚଳଗୁଡ଼ିକ ଉପରେ ବୋମା ମାଡ଼ ଏବଂ ସ୍ଥଳ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ହୋଇଛି ଯେ…

Aparajita Plant: ଏହି ଦିଗରେ ଲଗାନ୍ତୁ ଅପରାଜିତା ଗଛ …ବଦଳିଯିବ ଭାଗ୍ୟ

ଭୁବନେଶ୍ବର: ଅପରାଜିତା ଫୁଲ ନିଜର ସ୍ୱତନ୍ତ୍ର ନୀଳ ରଙ୍ଗ ଯୋଗୁଁ ସହଜରେ ବାରି ହୋଇପଡେ। ଧାର୍ମିକ ଏବଂ ଜ୍ୟୋତିଷ ବିଶ୍ୱାସ ଅନୁସାରେ, ସଠିକ ଦିଗରେ ଏବଂ ସଠିକ୍ ବିଧି ସହିତ ଲଗାଯାଇଥିବା ଅପରାଜିତା ଗଛ ଜଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଆର୍ଥିକ ସ୍ଥିରତା ଆଣିପାରେ।ଜ୍ୟୋତିଷ ଏବଂ ବାସ୍ତୁ…

Grok AI: ଭାରତ ସରକାର Grokର ଅପବ୍ୟବହାର ଉପରେ ଦୃଢ଼ ଆଭିମୁଖ୍ୟ; ୭୨ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର Grokର ଅପବ୍ୟବହାର ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ସରକାରୀ ନୋଟିସ ପଠାଇଛି। Grok AIରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ନିର୍ଦ୍ଦେଶ…

Odisha Vigilance creates New history: ଦେଶରେ ପ୍ରଶଂସିତ ହେଲା ରାଜ୍ୟ ଭିଜିଲାନ୍ସ ଏକାଡେମୀ; ୨୦ ବର୍ଷର…

ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋରମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି…

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ; ଏଯାଏଁ ୨୫ ଲକ୍ଷ ପ୍ଲଟର ହେଲାଣି ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ…

Tiger skin seized:୨ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ ସହ ୬ ଗିରଫ

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ । ଏଥିରେ  ଦୁଇଟି କଲରାପତରିଆ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ କରାଯାଇଛି । ଏହି ଘଟଣାରେ ବନ ବିଭାଗ ବାପ ପୁଅ ସମେତ ୬ ଜଣଙ୍କୁ ଗିରଫ କରିଛି। ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ଏ ନେଇ ସୂଚନା ଦେଇଛନ୍ତି ।…

Top Maoist Commander Barsa Deva: ଟପ୍ ମାଓ କମାଣ୍ଡର ଦେବା ସହ ଅନ୍ୟ ୧୫ ମାଓବାଦୀ ଗିରଫ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତେଲେଙ୍ଗାନା ପୋଲିସ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA- People's Liberation Guerrilla Army)ର ଶୀର୍ଷ ମାଓ କମାଣ୍ଡର ବର୍ଷା ଦେବା( top Maoist Commander Barsa Deva) ଏବଂ ଅନ୍ୟ ୧୫ଜଣ…

Air Pollution: ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି, ୫ ସହରରେ ଏକ୍ୟୁଆଇ ୩୦୦ ପାର୍

ଭୁବନେଶ୍ୱର: ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଥିବାବେଳେ, ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର…