Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ବିସ୍ଫୋରଣ: ସାମ୍ନାକୁ ଆସିଲା ଫରିଦାବାଦରୁ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଡାକ୍ତରଙ୍କୁ ଗିରଫ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଡାକ୍ତର ଉମର ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିଲେ । ଏହି ସମୟରେ, ଫରିଦାବାଦରେ ଜଣେ ମହିଳା ଡାକ୍ତର ଶାହିନ ଶାହିଦଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

Bihar Election: ଦ୍ୱିତୀୟ ପର୍ଯ୍ୟାୟରେ ବି ରେକର୍ଡ ଭାଙ୍ଗିଲା ବିହାର ବିଧାନସଭା ନିର୍ବାଚନ, ଅପରାହ୍ନ ୩ଟା ସୁଦ୍ଧା…

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି । ୨୦ ଟି ଜିଲ୍ଲାର ୧୨୨ ଟି ଆସନ ପାଇଁ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟିଂ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ରେକର୍ଡ ଭାଙ୍ଗିଲା। ସୂଚନା ଅନୁଯାୟୀ, ଅପରାହ୍ନ ୩ ଟା ସୁଦ୍ଧା ୬୦.୪୦%…

ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଧରାପଡିଲା ମାଷ୍ଟରମାଇଣ୍ଡ ସୁଲେଇ ନାୟକ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ ହତ୍ୟା ଘଟଣାରେ ମାଷ୍ଟମାଇଣ୍ଡ ଗିରଫ । ଦୀର୍ଘ ୧୦ ମାସ ପରେ ଏହି ହତ୍ୟା ଘଟଣାର ମାଷ୍ଟମାଇଣ୍ଡ ସୁଲେଇ ନାୟକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ । ଏହାକୁ ମିଶାଇ ୭ରେ ପହଞ୍ଚିଛି ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ।…

ନୂଆପଡା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ସମୟରେ ଏକ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜଣେ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ଭୋଟ୍ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ସନ୍ଦୀପ କୁମାର ସ୍ୱାଇଁ ନାମକ ଏହି ଶିକ୍ଷକ ସିନାପାଲି ବ୍ଲକର…

Delhi Terror Attack: ଦିଲ୍ଲୀ ବିସ୍ଫୋରଣ ପଛରେ ଏମାନଙ୍କ ହାତ…

ନୂଆଦିଲ୍ଲୀ: ପୂରା ଦେଶ ଦୋହଲାଇ ଦେଇଛି ଦିଲ୍ଲୀ ବିସ୍ଫୋରଣ...ଛାରଖାର କରିଦେଲା ଅନେକ ଜୀବନ...ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ...କାର ଖଣ୍ଡ ଖଣ୍ଡ ଅଂଶ ସାଙ୍ଗକୁ ଖଣ୍ଡବିଖଣ୍ଡିତ ହୋଇପଡିଛି ମଣିଷ ଶରୀର...ଏବେ ବି ମୃତ୍ୟୁ ସାଙ୍ଗରେ ସଂଘର୍ଷ କରୁଛି ଅନେକ ଜୀବନ... ସୋମବାର ସନ୍ଧ୍ୟାରେ…

ଆଡବାଣୀଙ୍କ ପ୍ରଶଂସାଛ: ଥରୁରଙ୍କ ବକ୍ତବ୍ୟରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ, ବିଜେପି କଲା ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଛନ୍ତି। ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରାଜନୈତିକ ପରମ୍ପରା ଉପରେ ଶଶି ଥରୁରଙ୍କ ସାମ୍ପ୍ରତିକ ବୟାନ କଂଗ୍ରେସ ଭିତରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଗୋଟେ ପଟେ…

ଦିଲ୍ଲୀ ବିସ୍ଫୋରଣ; ୩ ଦିନ ପାଇଁ ଲାଲକିଲ୍ଲା ବନ୍ଦ, ମେଟ୍ରୋ ଓ ଚାନ୍ଦନୀ ଚୌକ ମଧ୍ୟ ବନ୍ଦ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ…

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ…

Delhi Blast: ବିସ୍ଫୋରଣକାରୀଙ୍କୁ ଭୁଟାନ ମାଟିରୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କାଲି ସୁରକ୍ଷା ସମ୍ପର୍କିତ…

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପଛରେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ…