Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Blast: ଲାଲକିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ  LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଂଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଭୁବନେଶ୍ୱର: ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ପ୍ରମୁଖ ଧାର୍ମିକ ଏବଂ ରଣନୈତିକ ପ୍ରତିଷ୍ଠାନରେ ଓଡ଼ିଶା ପୋଲିସ ହାଇ ଆଲର୍ଟ ଜାରି କରିଛି। ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି…

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (JE)ଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ଅନୁଯାୟୀ, ଜେଇ ଜୟନାରାୟଣ…

ବନ୍ଦେ ମାତରମ୍ ମୁସଲମାନଙ୍କ ପାଇଁ ଗ୍ରହଣୀୟ ନୁହେଁ, କେହି ଗାଇବାକୁ ବାଧ୍ୟ କରିପାରିବେ ନାହିଁ: ମଦାନୀ

ନୂଆଦିଲ୍ଲୀ: "ବନ୍ଦେ ମାତରମ୍"କୁ ନେଇ ପ୍ରବଳ ଚାଲିଛି ବାଦି ବିବାଦ। ଜାତୀୟ ଗୀତ ବନ୍ଦେ ମାତରମ୍‌ର ରଚନାକୁ ଦେଢ ଶହ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଏହି କଥା ଉପରେ ଜୋର ଦେଉଛନ୍ତି ଯେ, ‘ବନ୍ଦେ ମାତରମ୍’ ଗୀତକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଉ।…

Sultan Azlan Shah Cup 2025: ସୁଲତାନ ଆଜଲାନ ଶାହ କପ୍ ରେ ସିନିୟରମାନଙ୍କୁ ବିଶ୍ରାମ, ନେତୃତ୍ବ ନେବେ ସଞ୍ଜୟ

ନୂଆଦିଲ୍ଲୀ:ହକି ଇଣ୍ଡିଆ ମାଲେସିଆର ଇପୋହ (Ipoh, Malaysia)ରେ ୨୩ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୧ତମ ସୁଲତାନ ଆଜଲାନ ଶାହ କପ୍ ୨୦୨୫(31st Sultan Azlan Shah Cup 2025) ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଇଭେଣ୍ଟ ପାଇଁ ସଞ୍ଜୟଙ୍କୁ ଦଳର…

Nuapada Bypoll: ରାତି ପାହିଲେ ଉପନିର୍ବାଚନ, କିଏ ଜିତିବ ନୂଆପଡା ବାଜି

ନୂଆପଡା: ରାତି ପାହିଲେ ହେବ ବହୁ ଚର୍ଚ୍ଚିତ ନୂଆପଡା ଉପନିର୍ବାଚନ । ୩୫୮ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର। ଅଢେଇ ଲକ୍ଷରର ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସମସ୍ତ ବୁଥକୁ ପୋଲିଂ ଅଫିସରମାନେ ଯାଇଛନ୍ତି । ଶେଷ…

Puri On High Alert: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

ପୁରୀ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ଦେଇଛନ୍ତି ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ…

ଫରିଦାବାଦରୁ ୩୦୦ କେଜି RDX ଜବତ, ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିଲେ ଗିରଫ ୨ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ଏଜେନ୍ସି ଦିଲ୍ଲୀରୁ ମାତ୍ର ୫୦ କିଲୋମିଟର ଦୂରରେ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ, ଏହି ଆତଙ୍କବାଦୀ ନେଟୱାର୍କ ଜମ୍ମୁ ଏବଂ କାଶ୍ମୀରର ଡାକ୍ତରମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ହରିଆନାର…

Delhi Red Fort Blast: ଲାଲକିଲ୍ଲାରେ ଜୋରଦାର ବିସ୍ଫୋରଣ, ଆଲର୍ଟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା। ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ସମ୍ୱେଦନଶୀଳ ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମକୁ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି: ବିଜେଡି

ଭୁବନେଶ୍ୱର: ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା…