Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁନାର ଓଡ଼ିଶାକୁ ବିଜେପି ସରକାର ଛାରଖାର କରିଦେଲା: ବିଜେଡି

ନୂଆପଡ଼ା: ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳା ମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ । ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ନେବାର ସବୁ ବନ୍ଦେବସ୍ତ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ଏହି…

Bali Yatra: ବାଲିଯାତ୍ରାରେ ପରିବହନ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଉଦଘାଟନ; ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ହେଲମେଟ୍

କଟକ: ସଡ଼କ ସୁରକ୍ଷା ସଚେତନତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପରିବହନ ବିଭାଗର ବିଭିନ୍ନ ଲୋକାଭିମୁଖୀ ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ…

କୋମନାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ, ପ୍ରଶ୍ନ ବାଣରେ କଲେ ଘାଇଲା…

ନୂଆପଡା: ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଲେ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଲଟା ପ୍ରଶ୍ନ କରି ପଚାରିଥିଲେ ଯେ, ବିଜେପୁରରେ କଂଗ୍ରେସ…

ମୁଖ୍ୟମନ୍ତ୍ରୀ ଉଦବୋଧନ ବେଳେ, ମଞ୍ଚରେ କାହିଁକି କାନ୍ଦିଲେ ଜୟ ଢୋଲକିଆ?

ନୂଆପଡା: ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସମୟରେ କଇଁ କଇଁ ହୋଇ କାନ୍ଦିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ…

Bali Yatra: ବାଲିଯାତ୍ରାରେ ସବୁଦିନ ଖାଦ୍ୟର ମାନ ଯାଞ୍ଚ୍‌ କରିବେ ୩ଟି ଟିମ୍, ଆସିଛି ଫୁଡ୍‌ ଟେଷ୍ଟିଂ ଗାଡି

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ । ଏହାକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍‌ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ । ତେବେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍‌ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍‌ ଟେଷ୍ଟିଂ ଗାଡି ଆସିଛି ।…

Forest Officer suspend: ହାତୀ ମୃତ୍ୟୁ ଘଟଣାରେ ୩ ବନ କର୍ମଚାରୀ ନିଲମ୍ବିତ

ମୟୂରଭଞ୍ଜ: ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି । ସୂଚନା ମୁତାବକ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ…

ରାସ୍ତାରେ ବସି ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

କଟକ: ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ କ୍ଲାସ୍ ରୁମ୍ ଅସୁରକ୍ଷିତ ଦର୍ଶାଇ ଅଭିନବ ପ୍ରତିବାଦ କଲେ । କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ । ଶ୍ରେଣୀଗୃହ ସମସ୍ୟା ହେତୁ ପ୍ରତିବାଦ କଲେ ଓଡ଼ିଆ…

ରାସ୍ତାକଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଜଙ୍ଗଲରୁ ଜଣେ OAPF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକଙ୍କ ପରିଚୟ ଗୌରୀ ତାଡ଼ିଙ୍ଗି ବୋଲି ଜଣାପଡିଛି । ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି…

Donating Sperm: ଏହି ଦେଶର ଛାତ୍ର ଶୁକ୍ରାଣୁ ଦାନ କରି ମାସକୁ ରୋଜଗାର କରୁଛନ୍ତି ୪୦୦ ପାଉଣ୍ଡ

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ଛାତ୍ର ଅଛନ୍ତି ଯେଉଁମାନେ ସେମାନଙ୍କର ମାସିକ ଖର୍ଚ୍ଚ ପୂରଣ କରିବା ପାଇଁ ସାଧାରଣତଃ ଆଲୋଚନା ହେଉନଥିବା ପଦ୍ଧତି ବ୍ୟବହାର କରନ୍ତି। ଆମେରିକା, ୟୁରୋପ, ଚୀନ୍ ଏବଂ ଇସ୍ରାଏଲର ଛାତ୍ରମାନେ ଶୁକ୍ରାଣୁ (sperm) ଦାନ କରି ପ୍ରତି ମାସରେ ହଜାର ହଜାର ଡଲାର ରୋଜଗାର…

Trump on India-Pakistan conflict: ମାନିଲେ ଟ୍ରମ୍ପ!, ପାକିସ୍ତାନ ସହ ଯୁଦ୍ଧରେ F-16 ବିମାନ ଖସାଇ ଦେଇଥିଲା ଭାରତ,…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି ଏବଂ ଏହାକୁ ବନ୍ଦ କରିବାର ଶ୍ରେୟ ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ମଧ୍ୟ ସଂଘର୍ଷ ସମୟରେ ଖସାଇ ଦିଆଯାଇଥିବା ଯୁଦ୍ଧ ବିମାନ ସଂଖ୍ୟାକୁ…