Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଧ୍ୟପ୍ରାଚ୍ୟରେ ଶୀଘ୍ର ଯୁଦ୍ଧ ଶେଷ ହେଉ, ବିଶ୍ୱକୁ ଶାନ୍ତି ଦରକାର: ମୋଦି

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ରତ୍ତର ହେବାରେ ଲାଗିଛି । ଏହି ଅବସରରେ ବିଶ୍ୱକୁ ନିରନ୍ତର ଶାନ୍ତି ଓ ସ୍ଥିରତା ପାଇଁ ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ୨ଟି ଗଣତନ୍ତ୍ର ଏକାଠି ଛିଡା ହୁଅନ୍ତି ସେତେବେଳେ…

SIMBox: ୧୨ଟି ସିମ୍ ବକ୍ସ ଜବତ;୨ କେରଳ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମରୁ ସିମ୍‌ ଆଣିଥିଲେ ଯୁବକମାନେ । ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ୍ କଲ୍‌ରେ…

ଇରାନର ଆକ୍ରମଣରେ ବଦଳିଲା ଦୁବାଇର ଚିତ୍ର, ସାଟେଲାଇଟ୍ ଚିତ୍ର ଦେଖି ଚକିତ ବିଶ୍ୱବାସୀ

ଦୁବାଇ: ଦଶନ୍ଧି ଧରି ମଧ୍ୟପ୍ରାଚ୍ୟରେ ଏକ ନିରାପଦ ସ୍ଥାନ ଭାବରେ ଜଣାଯାଏ ଦୁବାଇ, ଗତ କିଛି ଦିନ ମଧ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ, ସାଟେଲାଇଟ୍ ଚିତ୍ରଗୁଡ଼ିକ ଦୁବାଇର ଚମକଦାର ରାସ୍ତା ଏବଂ ରାଜକୀୟ ଟାୱାରଗୁଡ଼ିକୁ ଦେଖାଇଥିଲା । ମାର୍ଚ୍ଚ ୧…

Foreign Liquor Seized: ୮୮୦ ବୋତଲ ବିଦେଶୀ ମଦ ଓ କାର ଜବତ, ଡ୍ରାଇଭର ଗିରଫ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନୂଆପଡାରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର (ଓଡି୩୩-୩୫୦୦) ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା କାର ଚାଳକ ନୂଆପଡ଼ାର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ…

ଇରାନରେ ଉଡ଼ିଲା ‘ଲାଲ୍ ପତାକା’, ପ୍ରତିଶୋଧର ସଙ୍କେତ

ତେହରାନ: ଇରାନର ପବିତ୍ର ଜାମକରନ୍ ମସଜିଦ୍ ଉପରେ ଏବେ ଉଡୁଛି 'ଲାଲ୍ ପତାକା'। ଶିଆ ପରମ୍ପରା ଅନୁଯାୟୀ, ଏହି ନାଲି ରଙ୍ଗର ପତାକା ହେଉଛି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଏବଂ ପ୍ରତିଶୋଧର ପ୍ରତୀକ । ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ରଣହୁଙ୍କାର ଦେଇଛି । ଆମେରିକୀୟ ସୈନ୍ୟ…

ଟ୍ରମ୍ପଙ୍କ ‘ଭେନେଜୁଏଲା ମଡେଲ’, ଇରାନରେ ହେବ ବଡ଼ ଧରଣର କାୟାକଳ୍ପ ?

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଏବେ ସବୁଠାରୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ସାକ୍ଷାତକାରରେ ଟ୍ରମ୍ପ ଯାହା କହିଛନ୍ତି, ତାହା ଇରାନର ସତ୍ତାକୁ ଦୋହଲାଇ ଦେଇଛି। ଟ୍ରମ୍ପଙ୍କ ନଜରରେ ଏବେ ଇରାନ ପାଇଁ ଉପଯୁକ୍ତ 'ଭେନେଜୁଏଲା ମଡେଲ'। ତେବେ କ’ଣ…

Stock Market Crash: ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ, ତଳମୁହାଁ ଷ୍ଟକ୍ ବଜାର

ନୂଆଦିଲ୍ଲୀ: ଇରାନ ସଙ୍କଟ ମଧ୍ୟରେ ଆଜି ଘରୋଇ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ‌ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୭୮,୫୪୩.୭୩ ସହ ଖୋଲିଛି, ଯାହା ୨,୭୪୩ ପଏଣ୍ଟ କିମ୍ବା ୩.୩୭% ହ୍ରାସ ପାଇଛି। ତଳମୁହାଁ ହୋଇଛି ଷ୍ଟକ୍ ବଜାର। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅବ୍ୟବସ୍ଥା, ରାତି ସାରା ଅନିଦ୍ରା ରହିଲେ ଶ୍ରୀଜୀଉ

ପୁରୀ: ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଅନିଦ୍ରା ରହିଲେ ଶ୍ରୀଜୀଉ । ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଥିବା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪ଟା ୩୦ରେ ପହୁଡ଼ ପଡ଼ିବା ସହ ଦ୍ୱାରଫିଟା ନୀତି ୭ଟାରେ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: CCS ବୈଠକରେ ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ CCS ବୈଠକରେ ଆଲୋଚନା। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ବୈଠକରେ ଉଦ୍‌ବେଗ ପ୍ରକାଶ। ଭାରତୀୟଙ୍କ ସୁରକ୍ଷା ଓ ନିରାପଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ୟାର ଭୋଗୁଥିବା ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ…

ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା, କିଶୋରୀ ନେବେ HPV ଟିକା

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ…