Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Ravi Kishan: ଅଭିନେତା ତଥା ସାସଂଦ ରବି କିଶନଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ଏବଂ ଗୋରଖପୁରରୁ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଶୁକ୍ଳା ସବୁବେଳେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଥାନ୍ତି । ସେ ପୁଣି ଥରେ ଖବରରେ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ମଧ୍ୟରେ, ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି । ଏହି…

ଭାରତ ପୁଣି ଦେଖାଇଲା ଦମ୍, ରୁଷରୁ ୫ଟି ତୈଳ ଜାହାଜ କିଣିଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଚାପ ସତ୍ତ୍ୱେ, ଭାରତ ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି । ଦେଶ ତା'ର ଶକ୍ତି ସ୍ୱାର୍ଥକୁ ପ୍ରାଥମିକତା ଦେଇଛି । ଦେଶର ସର୍ବବୃହତ ରିଫାଇନିଂ କମ୍ପାନୀ, ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଡିସେମ୍ବର ମାସ ପାଇଁ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୧ ଅର୍ଥାତ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ନିର୍ମାଣ ୟୁନିଟ୍)ର ଭୂମିପୂଜନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ମେକ୍ ଇନ୍ ଇଣ୍ଡିଆ” ଏବଂ…

BMC: ଭୁବନେଶ୍ୱର ମହାନଗର ନିଗମ ଅଧୀନକୁ ଆସିବ ଆହୁରି ୩୧୬ କିଲୋମିଟର ଡ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଏମସି ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏଥିପାଇଁ…

Ed Office: ଇଡି ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇର ଶାସ୍ତ୍ରୀ ଭବନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟକୁ RDX ସହିତ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଥିଲା । ଏହି ଧମକପୂର୍ଣ୍ଣ ଇମେଲ୍ ରେ ଦାବି ହୋଇଛି ଯେ, ଏହି ଧମକ କେ.ଏନ୍. ନେହେରୁ ମାମଲା…

Headmaster In Vigilance Net: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ପ୍ରଧାନଶିକ୍ଷକ

କନ୍ଧମାଳ: ଲାଞ୍ଚ ନେଇ ଫଶିଲେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନ ଶିକ୍ଷକ ଜଣକ ହେଲେ କୁମରମଣି ମଲ୍ଲିକ । ଖବର ମୁତାବକ, ଜନୈକ ମହିଳା…

Brown Sugar Seized: ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ

କଟକ: ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି । ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ ହୋଇଛି । ଏହି ମାମଲାରେ…

Kalinga ghati:୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି ; କିନ୍ତୁ ଏହି ଯାନ ନିଷେଧ

କନ୍ଧମାଳ:କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ କରିଛି। ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି । ୪୬ ଦିନ ପରେ ୧୫୭ ନମ୍ବର ଜାତୀୟ ରାଜପଥରେ ଗଡ଼ିଲା ଗାଡ଼ି । ସୂଚନାଥାଉକି, ଘାଟିରେ ନିର୍ମାଣକାମ ପ୍ରାୟତଃ ଶେଷ…

ସରକାରୀ ସମର୍ଥନ ଓ ନିଜ ଦକ୍ଷତା ବଳରେ ଜାପାନରରେ ନିଯୁକ୍ତି ପାଇଲେ ଓଡିଆ ଯୁବକ; ଶୁଭେଚ୍ଛା ଜଣାଇଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁବକ ଆଜି ବିଶ୍ୱସ୍ତରରେ ନିଜର ସୁନାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ରାକେଶ କୁମାର ଦାସ ରାଜ୍ୟ ସରକାରଙ୍କ ଯାନ ଚାଳନା ତାଲିମ କେନ୍ଦ୍ରରୁ ପ୍ରଶିକ୍ଷିତ ଜଣେ ଦକ୍ଷ ଗାଡ଼ି ଚାଳକ ସଫଳ ସୁବାହକ ଭାବେ ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି…

Skeleton found: ଚନ୍ଦକା ଜଙ୍ଗଲ ଭିତରୁ ମିଳିଲା ନରକଙ୍କାଳ; ହତ୍ୟା ସନ୍ଦେହ

ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ମିଳିଲା ନରକଙ୍କାଳ । କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ ପଡିଛି । ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅଧା ମାଟିରେ ପୋତା ହୋଇଛି ଓ ଅଧା ମାଟି ଉପରେ…